Odia News Portal

ଫର୍‌ହାନଙ୍କ ସହ ଝୁମିଲେ ସ୍ମାର୍ଟ ସିଟି ଦର୍ଶକ

ଭୁବନେଶ୍ୱର: ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ…

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ଖାଇଲେ ମହାପ୍ରସାଦ

ପୁରୀ: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି। ଅପରାହ୍ନ ପ୍ରାୟ ସାଢେ ୨ଟାରେ ଏମାନେ କଡ଼ା ସୁରକ୍ଷା ମଧ୍ୟରେ…

ସବୁ ଦଳକୁ ଘାରିଛି ଚାଷୀଙ୍କ ଭୟ !

ଭୁବନେଶ୍ୱର: ଚାଷୀ ଆକ୍ରୋଶରୁ ହିନ୍ଦୀ ହାର୍ଟଲ୍ୟାଣ୍ଡର ୩ ରାଜ୍ୟରେ କ୍ଷମତାସୀନ ସରକାର ଗାଦିରୁ ଯିବା ପରେ ଓଡ଼ିଶାରେ ତା’ର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଚାଷୀ ଭୋଟ୍‌ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ।…

ବେଲ୍‌ ବ୍ୟାଲଟ୍‌ ପେପର୍‌ରେ ଭୋଟ ଦେବେ ଦୃଷ୍ଟିହୀନ ଭୋଟର୍‌

ଭୁବନେଶ୍ୱର: ଦୃଷ୍ଟିହୀନ ଭୋଟରଙ୍କ ପାଇଁ ଖୁସି ଖବର। ଏଣିକି ଭୋଟ ଦେବା ସମୟରେ ସେମାନେ ଆଉ ପ୍ରିଜାଇଡିଂ ଅଫିସର ବା ଅନ୍ୟ କାହାର ସହାୟତା ନେବେନି। ଏବେ ବ୍ରେଲ୍ ବ୍ୟାଲଟ୍‌ ପେପର ବ୍ୟବହାର କରାଯିବ। ଯାହାଫଳରେ ସେମାନେ ମନ ପସନ୍ଦର ପ୍ରାର୍ଥୀଙ୍କୁ ନିଜେ ଭୋଟ୍‌ ଦେଇପାରିବେ। ନିର୍ବାଚନରେ…

ଏବେ ପେଟ୍ରୋଲ ଦର ଅଧିକ, ଡିଜେଲ କମ୍

ଭୁବନେଶ୍ବର: ‌ପାଖାପାଖି ୨ ମାସର ବ୍ୟବଧାନ ପରେ ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଦରର ଚିତ୍ରରେ ପରିବର୍ତ୍ତନ ଆସିଛି। ଗତ ଅକ୍ଟୋବର ୨୦ ତାରିଖରେ ପ୍ରଥମ ଥର ପାଇଁ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହୋଇଥିଲା। ଲିଟର ପିଛା ପେଟ୍ରୋଲ ଦର ସେହିଦିନ ଭୁବନେଶ୍ବରରେ ପେଟ୍ରୋଲ ଦର ୮୦…

ଜରିନ ଖାନ ଦୁର୍ଘଟଣାରେ ଆହତ

ଫିଲ୍ମ ‘ବୀର୍’ରୁ ବଲିଉଡରେ ପାଦ ଥାପିଥିବା ଜରିନ ଖାନ ଦୁର୍ଘଟଣାଗ୍ରସ୍ଥ ହୋଇଛନ୍ତି । ଅଭିନେତ୍ରୀ ଜରିନ୍ ଖାନଙ୍କ ଗାଡିରେ ଆକ୍ସିଡେଣ୍ଟ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଗୋଆରେ ହୋଇଛି । ଜରିନଙ୍କ ଗାଡି ଠିଆହୋଇଥିବା ବେଳେ ଏକ ବାଇକ୍ ଆସି ଧକ୍କା ଦେଇଥିଲା ।ବାଇକ୍ ଚାଳକ…

ପୋଲିସ୍‌ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ପୋଲିସ୍‌ ଘରେ ପଶିଲା ଭିଜିଲାନ୍ସ । ସବଇନିସପେକ୍ଟର ଦିଲୀପ ଦାସଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫେଜ୍‌-୪ ସ୍ଥିତ ଘର, ରଘୁନାଥପୁରରେ ଥିବା ଶ୍ୱଶୁର ଘର ଏବଂ ପୈତୃକ ଘର ସମେତ ପାଞ୍ଚଟି ଜାଗାରେ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ମୁଖା ପିଧି ବାଇକ୍‌ ଲୁଟ୍‌

ଭୁବନେଶ୍ବର: କମିସନରେଟ ପୁଲିସ ଅଂଚଳରେ ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ଲୋକଙ୍କ ଠାରୁ ବାଇକ୍‌ ଲୁଟ୍‌ ନେଇଛନ୍ତି। ମିଳିଥିବା ସୂଚନା HB ଅନୁସାରେ ସମ୍‌ ହସ୍ପିଟାଲ-କଳିଙ୍ଗ ନଗର ରାସ୍ତାରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ ଆରୋହୀଙ୍କୁ ଅଟକାଇଥିଲେ। ଏହା ପରେ ସେମାନେ ବନ୍ଧୁକ ଦେଖାଇ…

ଭିଜିଲାନ୍ସ ହାତରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ

ଗଞ୍ଜାମଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ଶୁକ୍ରବାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କର୍ମଚାରୀ ଜଣକ ହେଲେ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ ନିରଞ୍ଜନ ରେଡ୍ଡୀ। ସୂଚନା ଅନୁଯାୟୀ, ସାହାସପୁର ଗ୍ରାମର ବନିତା ନାୟକ ଆଶାକର୍ମୀ ପାଇଁ ଆବେଦନ…

୮ମ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟସ୍ଥିତ ବାଲାଜୀ ବିଦ୍ୟାପୀଠରେ ଶୁକ୍ରବାର ୮ମ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗେଦଇ ୨ଦିନିଆ ମେଳାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓୟୁଏଟିର ପ୍ରଫେସର ଡ.…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.