Odia News Portal

ଶୂନଶାନ ହୋଇପଡ଼ିଛି ଝାରସୁଗୁଡା ବିମାନବନ୍ଦର

ଶୂନଶାନ ଲାଗୁଛି ପଶ୍ଚିମ ଓଡିଶାର ମୁଖଶାଳା। ଠପ ହୋଇପଡ଼ିଛି ଉଡେ ଦେଶ୍ କି ନାଗରିକ ବା ଉଡାନ୍ ସେବା। ପାଖାପାଖି ୨୦ଦିନ ହେବ ଝାରସୁଗୁଡା ଆକାଶରେ ବିମାନ ଉଡୁନି। ଝାରସୁଗୁଡା ବିମାନବନ୍ଦର କ୍ଷେତ୍ରରେ ଦେଖାଦେଇଛି ଏପରି ଅଚଳାବସ୍ଥା। ପରିଚାଳନାଗତ ତ୍ରୁଟି ପାଇଁ ବାରମ୍ବାର ବିମାନ ବାତିଲ କରୁଛି…

ନକ୍ସଲ ଆକ୍ରମଣରେ ୪ ଯବାନ ସହିଦ, ୨ ଗୁରୁତର ଆହତ

ଛତିଶଗଡର ବୀଜାପୁରରେ ବଡ ଧରଣର ନକ୍ସଲ ଆକ୍ରମଣ ! ବିଧାନସଭା ନିର୍ବାଚନ ପୂର୍ବରୁ ଯବାନଙ୍କ ଉପରେ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଛନ୍ତି ଲାଲବାହିନୀ । ଏହି ଆକ୍ରମଣରେ ସିଆରପିଏଫର ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ନକ୍ସଲ ଆକ୍ରମଣରେ ସହିଦ…

ପୁଣି ବାହା ହେବେ ମଲାଇକା

ବଲିଉଡରେ ଏବେ ଚର୍ଚ୍ଚା ହେଉଛି ଯେ ଦୀର୍ଘଦିନଧରି ସଂପର୍କରେଥିବା ଏକ ଯୋଡି ଆର ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏମାନଙ୍କ ଭିତରୁ ପ୍ରେମିକାଙ୍କ ବୟସ ହେଲେ ୪୪ ବର୍ଷ ଏବଂ ପ୍ରେମିକ ତାଙ୍କଠାରୁ ବୟସରେ ଢ଼େର୍ କମ୍। ଗତ କିଛିଦିନ ତଲେଳ ଏଦୁହିଁଙ୍କୁ ଆବୁଧାବିରେ ସମୟ କାଟୁଥିବାର ଦେଖିବାକୁ…

ଧୋନିଙ୍କୁ ଟି-୨୦ରୁ ବାଦ୍

ଭାରତୀୟ ଟିମରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ଦିଆଯାଇନାହିଁ । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଦଳରେ ଧୋନି ସ୍ଥାନ ପାଇଥିଲେ ମଧ୍ୟ ଟି-୨୦ ଟିମରେ ସ୍ଥାନ ଦିଆଯାଇନାହିଁ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ମଧ୍ୟ ମାହିଙ୍କୁ ଚୟନ କରାଯାଇନାହିଁ ।…

ଏଣିକି ଆଉ ୨୪ ଘଣ୍ଟା ଡ୍ୟୁଟିରେ ରହିବେ ନାହିଁ

ଦିଲ୍ଲୀ କମିସନରେଟ୍ ପୁଲିସର ଆଠ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା ଆପଣାଇବ ଓଡ଼ିଶା ପୁଲିସ ବିଭାଗ। ପ୍ରାଥମିକ ପର‌୍ୟ୍ୟାୟରେ ଦୈତନଗରୀ କମିସନରେଟ୍ ପୁଲିସରେ ଏ ପ୍ରକାର ଯୋଜନା କାର‌୍ୟ୍ୟକାରୀ କରାଯିବ। ପରବର୍ତ୍ତି ପର‌୍ୟ୍ୟାୟରେ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପରି ସହରରେ ଆରମ୍ଭ କରାଯିବାକୁ…

ଅମୃତସର ଦୁର୍ଘଟଣା- କ୍ୟାଣ୍ଡେଲ ରାଲିରେ ସିଦ୍ଧୁଙ୍କ ହସ

ପଞ୍ଜାବ ଅମୃତସରରେ ଦଶହରାରେ ହୋଇଥିବା ହୃଦୟ ବିଦାରକ ଘଟଣା ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ରାବଣ ପୋଡିରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଚାଲିଯାଇଛି ୬୦ରୁ ଅଧିକ ଜୀବନ । ଅନେକ ଏବେବି ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଅନ୍ୟ ପଟେ ଏହି ଲୋମଟାଙ୍କୁରା ଘଟଣାକୁ…

ପୁଣି ଜାମ୍ମୁ-କଶ୍ମୀରରେ ଆତଙ୍କୀ ହମଲା

ଜମ୍ମୁକଶ୍ମୀରର ନୌଗାମ ସେକ୍ଟରରେ ସିଆଇଏସଏଫ ଯବାନଙ୍କୁ ଉପରେ ଗ୍ରେନେଡ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସିଆଇଏସଏଫର ଜଣେ ଏଏସଆଇ ରାଜେଶ କୁମାର ଶହୀଦ୍ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ନୌଗାମର ୱାଗୁରାରେ ପାୱାର ଗ୍ରୀଡ୍କୁ ସୁରକ୍ଷା ଦେଉଥିବା…

ସ୍ୱାସ୍ଥ୍ୟ ପାଇଁ ମେଥିପତ୍ର ଆବଶ୍ୟକ

ମେଥି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର । ମେଥି ପତ୍ରରେ ଆଇରନ୍, କ୍ୟାଲସିୟମ୍, ଫସ୍ଫରସ୍ ଏବଂ ଭିଟାମିନ୍ କ ପରି ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଛି। ତା ହେଲେ ଆସନ୍ତୁ ଜାଣିବା, ମେଥି ପତ୍ରର ସୁଫଳ ବିଷୟରେ। କ’ଣ ପାଇଁ ଭଲ ମେଥି ଆଉ ଏହାର ପତ୍ର ସୁଗାର କମ୍ କରିଦିଏ-…

ସୁନ୍ଦରୀ ଯିବ ନନ୍ଦନକାନନ

ସାତକୋଶିଆ ବାସିନ୍ଦା ଓ ବନ ବିଭାଗର ନିଦ ହଜାଇଦେଇଥିବା ସୁନ୍ଦରୀକୁ ଅଣାଯିବ ନନ୍ଦନକାନନ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ବିଶେଷଜ୍ଞ ଟିମକୁ ଚକମା ଦେଇ ବାରମ୍ବାର ଖସିଯାଉଛି ବାଘୁଣୀ । ବନବିଭାଗ ବି ସୁନ୍ଦରୀକୁ ଧରିବାକୁ ଯାଇ ନାକେଦମ୍ ହୋଇଛି ।…

ଆସନ୍ତାକାଲିଠାରୁ ଉପକୂଳରେ ବର୍ଷା

ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ଏହା ପ୍ରଭାବରେ ଉପକୂଳରେ ଆସନ୍ତାକାଲିଠାରୁ ୩୦ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କହାଯାଇଛି। ଏହା ପ୍ରଭାବରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.