Odia News Portal

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଂଜିଗଡ ବ୍ଲକର କୁମ୍ଭାରବାରୁ ଗାଁରେ ବଡ ଭାଇ ତାର ସାନ ଭାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଚାଂଚଲ୍ୟକର ଖବର ମିଳିଛି । ଏହି ଗ୍ରାମର ରିଗେ ମାଝି ତାର ସାନ ଭାଇ ନାଥ ମାଝିକୁ ଘରୋଇ କଳିରୁ ହତ୍ୟା କରିଥିବା ଖବର ମିଳିଛି । ରିଗେ ମାଝୀ ନିଜ ଭଉଣୀଙ୍କ ବାହାଘର…

ବସରେ ଯାତ୍ରା କଲେ ନବୀନ

ଏଣିକି କଣ୍ଟକ୍ଟର ନୁହେଁ ଗାଇଡ୍ କୁହାଯିବେ 50 ପ୍ରତିଶତ ମହିଳା ଗାଇଡ୍ ନୁଯୁକ୍ତି ପାଇବେ ଭୁବନେଶ୍ଵର (): ସାଧାରଣ ଲୋକଙ୍କ ସହ ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ଲୋକଙ୍କ ସହ ଯୋଡି ହେବା ସହ ବସ ଯାତ୍ରାର ଆନନ୍ଦ ବି ନେଲେ ନବୀନ । ସବୁଠାରୁ…

ଆତଙ୍କୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଗଲା

ଦୀର୍ଘ ୧୫ ଦିନକାଳ ଜଙ୍ଗଲ ବିଭାଗ ପଶୁ ସମ୍ପଦ ବିଶେଷଂଗ୍ୟ ଏବଂ ସାଧାରଣ ଲୋକଙ୍କୁ ନାକେଦମ କରିଥବା ସୁନ୍ଦରୀ ବାଘୁଣି ଶେଷରେ କବ୍ଜାକୁ ଆସିଛି । ଆଜି ତାକୁ ଟ୍ରାଙ୍କୁଲାଇଜ କରାଯାଇ ପାରିଛି । ନନ୍ଦନ କାନନରୁ ଅଣାଯାଇଥିବା ହାତୀ ଯଶୋଦା ସହାୟତାରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ଏହା…

ଲୋକାର୍ପିତ ହେଲା ମୋ ବସ ସେବା

ଭୁବନେଶ୍ବର () : ସ୍ମାର୍ଟ ସିଟି ଭୁବନେଶ୍ବରରେ ଆରମ୍ଭ ହେଲା ମୋ ବସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଲୋକାର୍ପଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ100 ଟି ବସ 9ଟି ରୁଟ ରେ ଚାଲିବ। ଯାତ୍ରୀଙ୍କ ପାଇଁ ମୋ ବସରେ ୱାଇଫାଇ, ସ୍ବୟଂ ଚାଳିତ ଡୋର, ସିସିଟିଭି, ଜିପିଏସ ଟ୍ରାକିଂ,…

ଟଳିଲେ ଦୁଇ ଆତଙ୍କବାଦୀ

ଆଜି ସକାଳେ ଜମ୍ମୁ ଓ କଶ୍ମୀରର ସୋପିଆନାର ସଫନଗରୀ ଠାରେ ସୁରକ୍ଷା କର୍ମୀଙ୍କ ସହିତ ଗୁଳିବିନିମୟ ସମୟରେ ହିଜବୁଲ ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳେ ହୋଇଥିବା ଏହି ଏନକାଉଣ୍ଟର ଶେଷ ହୋଇଛି, ଏଥିରେ କେବଳ ଦୁଇଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ…

ବେକାରୀ ଓ ନିଯୁକ୍ତି ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର () ରାଜ୍ୟରେ ନିଯୁକ୍ତି ନେଇ ଆରମ୍ଭ ହୋଇଛି ରାଜନୀତି । ଟାର୍ଗେଟରେ ଯୁବ ଭୋଟର । ଯୁବକଙ୍କ ପାଇଁ କାହାର କେତେ ଦରଦ, କିଏ ଯୁବକଙ୍କୁ କେତେ ଅଗ୍ରାଧିକାର ଦେଇଛି, ତାକୁ ନେଇ ଚାଲିଛି ହିସାବ ନିକାଶ । ଏହି ପରିପ୍ରେକ୍ଷିରେ ଆଜି ଉଭୟ ବିଜେପି ଓ ବିଜେଡି ପକ୍ଷରୁ ବେକାରୀ ଓ ନିଯୁକ୍ତି…

ମାଓ ଅପରେସନରେ ଓଡିଶା ପୋଲିସର ବଡ ସଫଳତା

ଭୁବନେଶ୍ବର () ମାଓ ଅପରେସନରେ ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୫ ମାଓବାଦୀ । ଚିତ୍ରକୋଣ୍ଡାରରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ମହିଳା ମାଓବାଦୀଙ୍କ ସମେତ 5ଜଣଙ୍କ ମୃତ୍ୟୁ ହୋଇଛି । ଆଜି ପୋଲିସ ଡିଜି  ଡଃ…

ଘୋଷଣା ହେଲା ଧନୁଯାତ୍ରା ତାରିଖ

ପାଖେଇଲାଣି ବରଗଡ ଧନୁଯାତ୍ରା । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟି ଏହି ତାରିଖ ଚୟନ କରିଛି । ବୈଠକରେ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ,…

ହକି ପାଇଁ ନବୀନଙ୍କୁ ଏଫଆଇଏଚର ସ୍ବତନ୍ତ୍ର ସମ୍ମାନ

ଭୁବନେଶ୍ବର () ରାଜ୍ୟରେ କ୍ରିଡାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନିୟମିତ ଉଦ୍ୟମକୁ ପ୍ରଶଂସା କରିବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ ଫେଡେରେସନ ଅଫ ଇଣ୍ଡିଆନ ହକିର ସଭାପତି ପୁରସ୍କାର ପ୍ରଦାନର ଘୋଷଣା କରାଯାଇଛି । ନଭେମ୍ବର 1 ତାରିଖରେ…

ଆଖିରୁ ପାଣି ବାହାରୁଛି କି ?

ଆଖି ଏକ ଗୁରୁତ୍ୱପୁର୍ଣୃୂ ଅଙ୍ଗ । ହେଲେ ମଣିଷ ତାର ବ୍ୟସ୍ତ ବହୁଳ ଜୀବନରେ ନିଜର ଯନô୍ ନେବା କଷ୍ଟ ହୋଇଥାଏ । କମ ଆଲୋକରେ କାମ କରିବା ଦ୍ୱାରା ଆଖିରୁ ପାଣି ବାହାରିଥାଏ । କେବେ କେବେ ଶରୀର କମଜୋର ହେତୁ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଥାଏ । ଠିକ ସମୟରେ ଚିକିତ୍ସା କରା ନଗଲେ ବିଭିନ୍ନ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.