Odia News Portal

ଅନଶନରୁ ଓହରିଲେ ଆନ୍ନା

ବିଶିଷ୍ଟ ସମାଜ ସେବୀ ଆନ୍ନା ହଜାରେ ଲୋକପାଳ ବିଲ ଦାବି ଉପରେ କରିଥିବା ଅନଶନରୁ ଆଜି ଓହରି ଯାଇଛନ୍ତି । ନିଜଗ୍ରାମ ମହାରାଷ୍ଟ୍ରର ରାଲେ ଗାଁଓ ଠାରେ ଗତ ୭ଦିନ ଧରି ଅନଶନ ରେ ବସିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ପ୍ରତିଶୃତି ପରେ ସେ ଅନଶନ ଭାଙ୍ଗିଥିବା ଜଣାପଡିଛି ।

ଟିଏମସି ଆମ ସହ ଯୋଗାଯୋଗ କରିନାହିଁ: ମୁଖ୍ୟମନ୍ତ୍ରୀ

କୋରାପୁଟ : ପଶ୍ଚିମବଙ୍ଗରେ ସବିଆଇ ଓ ଟିଏମସି ମଧ୍ୟରେ ଚାଲିଛି ପାୱାର ପ୍ଲେ । ସିବିଆଇର ରାଜନୀତିକରଣକୁ ନେଇ ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାର ଅଯଥା ରାଜ୍ୟ ବ୍ୟାପାରରେ ମୁଣ୍ଡ ଖେଳାଉଛନ୍ତି ବୋଲି ଅଭିଯୋଗ କରି ଧାରଣାରେ ବସିଥିଲେ ପଶ୍ଚିମବଙ୍ଗ…

ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ସାମ୍ନା କରିବ ଭାରତ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟି-୨୦ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମୁକାବିଲା ବୁଧବାର ଖେଳାଯିବ। ନ୍ୟୁଜିଲାଣ୍ଡ ବିରୋଧରେ ଭାରତ ୱେଷ୍ଟପାକ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ ୧୨ଟା ୩୦ରେ ପଡ଼ିଆକୁ ଓହ୍ଲାଇବ। ଦିନିକିଆ ଶୃଙ୍ଖଳାରେ ୪-୧ରେ ଜିତିଥିବା ଭାରତ ଟି-୨୦ ଶୃଙ୍ଖଳାକୁ ନିଜର କରିବା…

କେନ୍ଦ୍ରର ବିନା ସହାୟତାରେ କେବିକେ ଯୋଜନା ଚାଲିବ: ନବୀନ

କେନ୍ଦ୍ର ସରକାର କେବିକେ ଯୋଜନାରେ ଓଡିଶାକୁ ଅର୍ଥ ଯୋଗାଣ ବନ୍ଦ କରିଥିଲେ ମଧ୍ୟ ରାଜ୍ୟ ସରକାର କେବିକେ ଯୋଜନା ବନ୍ଦ କରିବେ ନାହିଁ ଏବଂ ଏହି ଜିଲ୍ଲା ଗୁଡିକର ସବୁ ପ୍ରକାରର ଉନ୍ନତି ରାଜ୍ୟ ସରକାରଙ୍କର ମୁଖ୍ୟଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଓ ନବରଙ୍ଗପୁର ଗସ୍ତ…

୧ ଘଣ୍ଟାରେ ୪ଲକ୍ଷ ଦର୍ଶକ

ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କରିସ୍ମା ତନ୍ନା । ଟିଭି ଜଗତ ହେଉ କି ଚଳଚ୍ଚିତ୍ର ଜଗତ ହେଉ ସେ ଉଭୟରେ ନିଜ ଛାପ ଛାଡିଛନ୍ତି । ସେ କିଛି ନା କିଛି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ପର୍ସନାଲ ହେଉ କି ପ୍ରଫେସନାଲ ହେଉ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜ ହଟ ଆଉ…

୧୫ରେ ଆସୁଛନ୍ତି ଅମିତ ଶାହା

ନିର୍ବାଚନ ପାଖେଇ ଆସୁଥିବା ବେଳେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃବର୍ଗ । ଓଡ଼ିଶା ଯେପରି ଏକ ଋଣକ୍ଷେତ୍ରରେ ପରିଣତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିୟମିତ ବ୍ୟବଧାନରେ ଓଡ଼ିଶା…

ବିଜେପି ରାସ୍ତାରେ ଚାଲିଛି ସିବିଆଇ: ମମତା ବାନାର୍ଜୀ

ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସାରଦା ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଆଗରେ ହାଜର ହେବେ କୋଲକାତା ପୋଲିସ କମିଶନର ରାଜୀବ କୁମାର । ଏଥିସହ ତଦନ୍ତରେ ସହଯୋଗ କରିବାକୁ ସବୋର୍ଚ୍ଚ ନ୍ୟାୟାଳୟ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

ପଶ୍ଚିମବଙ୍ଗ ସିବିଆଇ-ପୋଲିସ ବିବାଦ : ନବୀନଙ୍କ ସମର୍ଥନ ଲୋଡିଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦକୁ ନେଇ ଚାଲିଥିବା ଆନ୍ଦୋଳନରେ ନବୀନଙ୍କ ସମର୍ଥନ ଲୋଡିବେ ବୋଲି କହିଲେ ମମତା ବାନାର୍ଜୀ । ମମତା କହିଛନ୍ତି ସେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ତେବେ ଏ ସଂପର୍କରେ…

୬ବର୍ଷର ରେକର୍ଡ ଭାଙ୍ଗିଲା ସୁନା

ଦିଲ୍ଲୀ : ଚାଲିଛି ବାହାଘର ଋତୁ । ବାହାଘର ପାଇଁ ସୁନା ରୁପାର ମୂଲ୍ୟ ବଢି ଯାଇଛି । ସୋମବାର ଦିନ ଦିଲ୍ଲୀ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ସୁନାର ଚାହିଦା ବଢି ଯାଇଥିବାରୁ ଏହିଭଳି ଚଢା ଦରରେ ବିକ୍ରି ହେଉଛି ସୁନା ଗହଣା । ସୁନା ଦର ବୃଦ୍ଧି ହୋଇ ୧୦ ଗ୍ରାମକୁ ୩୪୪୫୦ ଟଙ୍କା ହୋଇଯାଇଛି…

ନନ୍ଦନକାନନରେ ଦୁଇ ବାଘୁଣୀ ମଧ୍ୟରେ ଲଢେଇ

ବାରଙ୍ଗ : ବାରଙ୍ଗ ନନ୍ଦନକାନନ ଦୁଇ ବାଘୁଣୀ ମଧ୍ୟରେ ଲଢେଇ ହୋଇଛି । ଖୁଆଡ ନଂ-୩୦ (କ) ରେ ଦୁଇ ବାଘୁଣୀଙ୍କ ମଧ୍ୟରେ ଲଢେଇ ହୋଇଛି । ଦୁଇ ବାଘୁଣୀ ଚିନୁ ଓ ମୌସୁମୀ । ଲଢେଇ ଫଳରେ ବାଘୁଣୀ ଚିନୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଚିନୁକୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟକୁ ସ୍ଥାନାନ୍ତର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.