Odia News Portal

୧୩ ଦିନରେ ପହଁଚିଲା ଧାରଣା

ଭୁବନେଶ୍ବର: ୧୩ଦିନରେ ପହଁଚିଲା ଅଲ ଓଡ଼ିଶା ଅଙ୍ଗନବାଡି ଲେଡିସ ୱାର୍କସ ଆସୋସିଏସନର ଧାରଣା ମିଳିଥିବା ସୂଚନାନୁସାରେ ବର୍ଷେ ତଳେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କର୍ମୀଙ୍କ ଦରମା ୪ ହଜ଼ାରରୁ ଅନ୍ତତଃ ୮/୧୦ ହଜାର କରିବାକୁ ଅଫିସରଙ୍କୁ କହିଥିଲେ। ହେଲେ ମାତ୍ର ୨ ହଜାର ବଢି ୬ ହଜାର ହୋଇଥିଲା।…

ବାଧ୍ୟତାମୂଳକ ଛୁଟିରେ ଗଲେ ଅଶ୍ୱିନୀ ପୂଜାହାରୀ

ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ । ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତିନି ଦିନ ମଧ୍ୟରେ ସୋ’ କଜ୍ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଣ ଦିଆଯାଇଛି ।…

ପେଟ୍ରୋଲ ୭୦ ଟଙ୍କା ତଳକୁ ଖସିଲା

ଭୁବନେଶ୍ୱର: ଦୀର୍ଘ ଦିନ ପରେ ରାଜଧାନୀରେ ପେଟ୍ରୋଲ ୭୦ ଟଙ୍କା ତଳକୁ ଖସିଛି। ଶୁକ୍ରବାର ଏହା ଲିଟର ପିଛା ୬୯.୮୭ରେ ବିକ୍ରି ହେଉଥିଲା। ତେବେ ଡିଜେଲ ଏବେ ମଧ୍ୟ ୭୦ ଟଙ୍କା ଉପରେ ରହିଛି। ଶୁୁକ୍ରବାର ଏହାର ମୂଲ୍ୟ ଲିଟର ପିଛା ୭୦.୨୩ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର…

ହକି ମହାକୁମ୍ଭ: ଆଜି ଭାରତ ବନାମ କାନାଡା, କ୍ବାର୍ଟର ଟିକେଟ୍ ଲକ୍ଷ୍ୟରେ ଘରୋଇ ଦଳ

ଭୁବନେଶ୍ବର: ସିଧାସଳଖ କ୍ବାର୍ଟର ଫାଇନାଲ୍ ଟିକଟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆସନ୍ତାକାଲି କାନାଡାକୁ ଅଧିକରୁ ଅଧିକ ଗୋଲ ବ୍ୟବଧାନରେ ମାତ ଦେବାକୁ ସମସ୍ତ ତୟାରୀ କରିଛି ଆୟୋଜକ ଦଳ । ଦ୍ବିତୀୟ ମ୍ୟାଚରେ ବେଲଜିୟମକୁ ଅଟକାଇଥିବା ମନପ୍ରୀତ ସିଂହଙ୍କ ଦଳ ବିଜୟ ସହିତ ପୁଲ୍-ସିରେ ଟପ ସ୍ପଟ୍…

କେନ୍ଦ୍ରାପଡ଼ା ବିଜେପି ସଭାପତି ଅଟକ

କେନ୍ଦ୍ରାପଡ଼ା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲା ବିଜେପି ସଭାପତିଙ୍କୁ ଅଟକ ରଖାଯାଇଛି। ବିଜେପି ସଭାପତି ହେଉଛନ୍ତି ଦୁର୍ଯ୍ୟୋଧନ ସାହୁ। ଶନିବାର ଦିନ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ସରୁମୁହିଁ ପେଟଛଲା ଠାରେ ବସୁଧା ପାନୀୟଜଳ…

ଦାମୋଦର ରାଉତଙ୍କ ନାଁରେ ଏତଲା

କଟକ: ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ନାଁରେ ଏତଲା । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଶାଳୀନ ମନ୍ତବ୍ୟ ପାଇଁ ଏତଲା, ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ।

ଚଣ୍ଡିଖୋଲରେ ପେଟ୍ରୋଲିୟମ ରିଜର୍ଭ ନିର୍ମାଣ ପ୍ରସଙ୍ଗ: ୬୫୦୦ କୋଟିର ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବାକୁ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୪ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ (ଏସ୍ପିଆର୍) ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୁକ୍ରବାର ଦିନ…

ରାସ୍ତା ପ୍ରସସ୍ତି କରଣ ପାଇଁ ଜବର ଦଖଲ ଉଛେଦ

ଖୋର୍ଦ୍ଧା: ରାସ୍ତା ପ୍ରସସ୍ତି କରଣ ପାଇଁ ପଲ୍ଲାହାଟ ଠାରୁ କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ ଜବର ଦଖଲ ଉଛେଦ କରାଯାଇଛି ।ଏହି ଜବରଦଖଲ ଉଛେଦ ସମୟରେ ନିଜେ ତହସିଲଦାର ଉପସ୍ଥିତ ଥିଲେ । କୌଣସି ପ୍ରକାର ଗଣ୍ଡଗୋଳ ତଥା ବିଶୃଖଂଳା ଉପୁଜିବା ଆଶାଙ୍କାରେ ପୋଲିସ ପ୍ରସାସନ ମଧ୍ୟ ଉପସ୍ଥିତ ଥିଲେ । ଫଳରେ…

କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ତାଲିମ ଓ ସଚେତନତା

ପାରାଦ୍ୱୀପ: ଭାରତ ସରକାରଙ୍କ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ସ୍ଥାନୀୟ ଏମ୍ପାୟାର୍ସ ହୋଟେଲ ସମ୍ମିଳନୀ କକ୍ଷରେ ମଧ୍ୟମ , କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ଏକ ତାଲିମ ଓ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର…

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ

ଭୁବନେଶ୍ବର : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ୧୦ ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ। ଏହି ଲଘୁଚାପ ୧୩ ତାରିଖ ବେଳକୁ ଗଭୀର ଅବପାତର ରୂପ ନେବ। ୧୫ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପୂର୍ବ ଓ ଦକ୍ଷିଣ ଭାରତ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.