Odia News Portal

ପୋଲିସ ମାଡ଼ରେ ବୃଦ୍ଧ ଗୁରୁତର !

ଭଦ୍ରକ : ପୋଲିସ ମାଡ଼ରେ ବୃଦ୍ଧ ଗୁରୁତର । ଭଦ୍ରକ ଜିଲ୍ଳା ବାଂଶଡା ଥାନା ତୋଟାପଡା ଅଂଚଳର ଘଟଣା । ବାଂଶଡା ଥାନା ତୋଟାପଡା ଅଞ୍ଚଳର ପୂର୍ବତନ ସରପଞ୍ଚ ଭାସ୍କର ଜେନା ଏକ ଘରୋଇ କଳିର ଆପୋଷ ସମାଧାନ କରିବାକୁ ବାଂଶଡା ଥାନା ଯାଇଥିଲେ । ଥାନାରେ ପୋଲିସ ଉପସ୍ଥିତିରେ ସମାଧାନ ମଧ୍ୟ ହୋଇଥିଲା ।…

ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିବା ସହିତ ନିଜକୁ ମଧ୍ୟ ହାଣିଲା ପ୍ରେମିକ

ଯାଜପୁର : ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିବା ସହିତ ନିଜକୁ ମଧ୍ୟ ହାଣିଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବନ୍ଧଡିହ ଗ୍ରାମରେ । ଗ୍ରାମର ବଳରାମ ସାହୁଙ୍କ ପୁଅ ଗଣେଶ୍ବର ସେହି ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ…

ଏହି ରାଶିର ବ୍ୟକ୍ତି ପ୍ରେମରେ ହୋଇଥାନ୍ତି ରୋମାଣ୍ଟିକ୍

ଜ୍ୟୋତିଷ ଶାସ୍ତ୍ରରେ ପ୍ରେମ ଓ ପ୍ରଣୟ ପାଇଁ ରାଶିକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା, ରାଶି ଅନୁସାରେ ବ୍ୟକ୍ତିଙ୍କ ପ୍ରେମ ଓ ପ୍ରଣୟର ସମ୍ପର୍କ କେମିତି ଥାଏ। ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଖରେ ସାହସ, ଆତ୍ମବିସ୍ୱାସ, ଓ ଦୃଢ଼ ଇଚ୍ଛା ଶକ୍ତି ଭରପୂର ଥାଏ। ବନ୍ଧୁତା ହେଉ କି…

ଟଙ୍କା ନେଇ ଠକିଦେଲେ ଏହି ଅଭିନେତ୍ରୀ

ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ମୁରାଦାବଦରେ ଠକେଇ ଅଭିଯୋଗ ହୋଇଛି।ସୋନାକ୍ଷୀ ଟଙ୍କା ନେଇ ଏକ ଇଭେଣ୍ଟକୁ ଆସି ନଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ୫ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି। ସୂଚନା ଅନୁଯାୟୀ ସୋନାକ୍ଷୀ ଆଡ଼ଭାନ୍ସ ନେଇ…

ପୁଲ୍ଓ୍ଵାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାର ରହସ୍ୟର ପର୍ଦ୍ଦାଫାସ୍ କରିବାର ନିକଟତର ହେଲାଣି ତଦନ୍ତକାରୀ ସଂସ୍ଥା ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ)। ଏହି ବ୍ୟାପକ ଆକ୍ରମଣ ଅଭିଯାନରେ ସ୍ଥାନୀୟ ସହଯୋଗୀ ଆଦିଲ୍ ଅହମଦ୍ ଦରଙ୍କ ସମେତ ଜୈଶ୍-ଏ-ମହମ୍ମଦର ଚାରି କିମ୍ବା ପାଞ୍ଚ ଜଣ…

ଓଡିଆ ପରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ

ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି କୋଶ୍ଚିନ । ପରୀକ୍ଷାରୁ ୧୫ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି । ସେଟ ଏର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ସେହିପରି…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତାକୁ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ୨୦୧୯ ଜାନୁଆରୀ ପହିଲାରୁ ପିଛଲା ଭାବେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ବଢିଲା ମହଙ୍ଗା ଭତ୍ତା ।…

ମହିଳା ସଂରକ୍ଷଣ ନେଇ ପ୍ରସ୍ତାବ ରଖିଥିବା କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘର ପ୍ରଶଂସା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ଜାତିସଂଘର ପ୍ରଶଂସା । ମହିଳା ସଂରକ୍ଷଣ ନେଇ ପ୍ରସ୍ତାବ ରଖିଥିବା କାରଣରୁ ରାଜ୍ୟ ସରକାରକୁ ଚିଠି ଲେଖି ୟୁଏନ୍-ଓମେନ୍ ଧନ୍ୟବାଦ ଦେଇଛି । ୟୁଏନ୍-ଓମେନ୍ ଏବଂ ପଞ୍ଚାୟତିରାଜ ବିଭାଗ ମିଳିତ ଭାବରେ ମହିଳ ସଂରକ୍ଷଣ ପ୍ରସ୍ତାବକୁ ଲାଗୁ କରିଛନ୍ତି।…

ଅଗ୍ନିକାଣ୍ଡରେ ୫ ବଖରା ଘର ଭସ୍ମୀଭୂତ : ଜଣେ ମହିଳା ଗୁରୁତର

ମାର୍ଶାଘାଇ : ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଘର ଭସ୍ମୀଭୂତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମୂଷାଡିଆ ଗାଁର ଶରତ ନାୟକ ଓ ସୁଶାନ୍ତ ନାୟକ ଘରେ ନିଆଁ ଲାଗି ପାଞ୍ଚ ବଖରା ଘର ଭସ୍ମୀଭୂତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଚୁଲିର ନିଆଁ ଲାଗିବା ଫଳରେ ଏହି…

ପୁଣି କେନ୍ଦ୍ରାପଡ଼ାରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଆହତ

କେନ୍ଦ୍ରାପଡା : କିଛିଦିନ ତଳେ କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟର ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି କେନ୍ଦ୍ରାପଡ଼ା ପୁଲିସ କରିଛି ଆଉ ଏକ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଦାସ ଓରଫ ଦେବୀ ପ୍ରସାଦ ଦାସ ଆହତ ହୋଇଛି । ଏହି ଘଟଣା ପରେ ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.