Odia News Portal

ତିନି ନଦୀରୁ ପାକିସ୍ତାନକୁ ପାଣି ବନ୍ଦ : ନିତୀନ ଗଡ଼କରୀ

ନୂଆଦିଲ୍ଲୀ: ପାକିସ୍ତାନକୁ ପାଣି ବନ୍ଦ । ଏଭଳି କିଛି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ଭାରତ ସରକାର । ଆଜି କେନ୍ଦ୍ର ଜଳସମ୍ବଳ ମନ୍ତ୍ରୀ ନିତୀନ ଗଡ଼କରୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତର ତିନି ନଦୀ ରବି, ବେୟସ ଓ ସତଲେଜରୁ ପାକିସ୍ତାନକୁ ପାଣି ଯାଉଛି । ଏହି ତିନି ନଦୀ ଉପରେ…

ବିଫଳ ହେଲା ବିଜେପିର ଷଡ଼ଯନ୍ତ୍ର : ବିଜେଡି

ଭୁବନେଶ୍ବର (): ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଓଡ଼ିଶା ବନ୍ଦ ପାଳନକୁ ରାଜ୍ୟବାସୀ ବିଶେଷ କରି ରାଜ୍ୟର ଚାଷୀଭାଇମାନେ ପ୍ରତ୍ୟାଖ୍ୟାନ କରିଥିବାରୁ ବିଜୁ ଜନତା ଦଳ ସମସ୍ତଙ୍କୁ ସାଧୁବାଦ ଜଣାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାଷୀ ସମାଜ ସେମାନଙ୍କ ଅଦ୍ଭୂତପୂର୍ବ ବିଶ୍ବାସ ଓ…

ବିଶ୍ୱକପ୍ରୁ ବାଦ୍ ପଡିବ କି ପାକିସ୍ତାନ ?

ପୁଲୱାମା ଆତଙ୍କବାଦୀ ହମ୍ଲାର ବଦ୍ଲା ପାକିସ୍ତାନ ଠାରୁ ନେବା ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆଗାମୀ କ୍ରିକେଟ୍ ବିଶ୍ୱକପ୍ରୁ ପାକିସ୍ତାନକୁ ବାଦ୍ ଦେବାକୁ ବିସିସିଆଇ ଏବେ ଅନ୍ତର୍ଜାତୀୟ…

ଇପିଏଫ ସୁଧ ହାର ବଢିଲା

କର୍ମଚାରୀ ଭବିଷ୍ୟନିଧି ସଂସ୍ଥା କର୍ମଚାରୀ ମାନଙ୍କର ଇପିଏଫ ସୁଧ ହାର ବୃଦ୍ଧି କରିଛନ୍ତି । ୨୦୧୮ /୨୦୧୯ ବର୍ଷ ପାଇଁ ସୁଧହାର ୮.୬୫ କରାଯାଇଛି । ପୁର୍ବରୁ ଏହା ୮.୫୫ ଥିଲା । ଏହା ଫଳରେ ଇପିଏଫ ସୁଧହାରୀଙ୍କ ସୁଧହାର ୦.୧୦ ଭାଗ ବୃଦ୍ଧି କରାଯାଇଛି ।

ପରଦାରେ ଆସିବେ ବିଜୁବାବୁ

ବିଜୁବାବୁ ଆସିବେ ପରଦାରେ । ବିଜୁବାବୁଙ୍କ ଆତ୍ମଜୀବନୀ ଓ ଚରିତ୍ରକୁ ନେଇ ପ୍ରସ୍ତୁତି ପଥରେ ଚାଲିଛି ଏକ ଚଳଚ୍ଚିତ୍ର । ଓଡିଶା ଜନଜୀବନର ମହାନାୟକ ତଥା ଓଡିଶାର ବାଜ ବୋଲାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଧାର କରି “ବିଜୁବାବୁ” ଚଳଚ୍ଚିତ୍ର ନିର୍ମାଣ…

ପାକିସ୍ତାନ ଟିଭି ଚାନେଲରେ ଦେବାଶିଷ ସାମନ୍ତରାୟ

ଓଡ଼ିଶାର ବିଜେଡି ବିଧାୟକ ଓଡ଼ିଆ ସହିଦ୍ଙ୍କ ମନୋଜ୍ ବେହେରାଙ୍କ ସମ୍ପର୍କୀୟ ଦାଦାଙ୍କ ପ୍ରତି ଯେଉଁଭଳି ଭାବେ ଅଭଦ୍ରୋଚିତ ଆଚରଣ କଲେ ତାହା ବର୍ତ୍ତମାନ ପାକିସ୍ତାନ ଟେଲିଭିଜନ ଚାନେଲରେ ଘୁରି ବୁଲିଲାଣି । ଓଡିଶା ବିଜେଡି ବିଧାୟକଙ୍କ କାରନାମା ଓଡିଶାରେ କ୍ଷମତାସିନ ସରକାରକୁ ଯାହା ତ ନିନ୍ଦିତ…

କାଳିଆ ଯୋଜନାରେ ୩୦ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଉପକୃତ ହେଲେଣି

ଭୁବନେଶ୍ବର () କାଳିଆ ଯୋଜନାରେ ଏବେ ସୁଦ୍ଧା ରାଜ୍ୟର 30 ଲକ୍ଷ 40 ହଜାର 38ଜଣ ଚାଷୀ ଉପକୃତ ହୋଇଛନ୍ତି । ସେ ମଧ୍ୟରୁ ମୟୁରଭଂଜରେ ସର୍ବାଧିକ 2ଲକ୍ଷ 27 ହଜାର 70ଜଣ ଚାଷୀ କାଳିଆ ସହାୟତା ପାଇଛନ୍ତି । କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ…

କୃଷକ ସଂଗଠନ ନାଁରେ ରାଜନୈତିକ ବନ୍ଦ ବିଫଳ

ଭୁବନେଶ୍ବର () ଚାଷୀଙ୍କୁ ତତେଇ ପାରିଲାନି ନବ ନିର୍ମାଣ କୃଷକ ସଂଗଠନ । ଚାଷୀଙ୍କୁ ପ୍ରାଇସ, ପ୍ରେସଟିଜ ଓ ପେନସନ ଦାବି ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ମିଳିନି ଆଶାନୁରୂପ ସମର୍ଥନ । ଏପରିକି ରାଜ୍ୟର ଚାଷୀମାନେ ବି ଏହି ଆନ୍ଦୋଳନରୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ…

କାଳିଆକୁ କେହି ବନ୍ଦ କରିପାରିବେ ନାହିଁ : ନବୀନ

ଭୁବନେଶ୍ବର () ନବ ନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରା ସତ୍ତ୍ବେ ଆଜି ବରଗଡରେ ଆୟୋଜିତ ଚାଷୀ ସମାବେଶରେ ଲକ୍ଷାଧିକ ଚାଷୀ ଯୋଗ ଦେଇଥିଲେ । ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାରେ ଆଜି ରାଜ୍ୟର 14 ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷରୁ ଅଧିକ…

ପିଏମ କିଷାନ ଯୋଜନାରେ ସାମିଲ ହେବ ଓଡିଶା

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ସାମିଲ ହେବ ଓଡିଶା । ଆଜି କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ପିଏମ କୃଷକ ଯୋଜନାରେ ରାଜ୍ୟର ପ୍ରାୟ 90 ପ୍ରତିଶତ ଚାଷୀ ଉପକୃତ ହେବେ । ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ 6ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ମିଳିବ । ପିଏମ କିଷାନ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.