Odia News Portal

ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳା: ଉଦଯାପନୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନି ଦିନିଆ କର୍ମଶାଳାର ଆଜି ଉଦଯାପନୀ ଦିବସ । ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସାଇବର ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଛି । କର୍ମଶାଳାରେ ରାଜ୍ୟ ବାହାରୁ…

ଲାଗିବ ୧୦୧ ଫୁଟ୍ ଉଚ୍ଚତାର ତ୍ରିରଙ୍ଗା ପତାକା !

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଚାରବାଗ୍ ରେଲୱେ ଷ୍ଟେସନରେ ୧୦୧ ଫିଟ୍ ର ଉଚ୍ଚ ତ୍ରିରଙ୍ଗା ଉଡିବ । ଏହି କାମକୁ ୨୬ ଜାନୁଆରୀ ପୂର୍ବରୁ ସାରିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ତ୍ରିରଙ୍ଗାକୁ ଷ୍ଟେସନର ଗାନ୍ଧି ପାର୍କରେ ଲଗାଯିବାର ବ୍ୟବସ୍ଥା କରାଯାଇଛି । ରେଳ ମନ୍ତ୍ରାଳୟ ତରଫରୁ…

ଘନ କୁହୁଡିରେ ରାଜଧାନୀ

ଭୁବନେଶ୍ବର : ଆଜି ସକାଳୁ କୁହୁଡିର ବଳୟ ଭିତରେ ଦେଖିବାକୁ ମିଳିଛି ରାଜଧାନୀ । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ହେଡଲାଇଟ୍ ଦେଇ ଗାଡି ଚଳାଉଛନ୍ତି। ଜାତୀୟ ରାଜପଥରରେ ବିଭିନ୍ନ ସ୍ଥାନରେ ବଡ ଗାଡି ସବୁ ଅଟକି ରହିଛନ୍ତି । ଚଳିତ…

ଆଜି ଶେଷ ହେବ ଗଙ୍ଗାସାଗର ମେଳା

ବାଲେଶ୍ବର: ବାଲେଶ୍ବର ବଳରାମଗଡ଼ିରେ ଧୁମ୍ ଧାମରେ ଚାଲିଛି ଗଙ୍ଗାସାଗର ମେଳା। ମେଳାରେ ଭାଇଚାରର ନିଦର୍ଶନ ଦେଖିବାକୁ ମିଳେ। ଏ ବର୍ଷ ଖୁବୁ ଆଡ଼ମ୍ବର ସହକାରେ ମେଳା ଚାଲିଛି।  ବାଲେଶ୍ବର ବଳରାମଗଡ଼ିରେ ଚାଲିଛି ଗଙ୍ଗାସାଗର ମେଳା। ୫୬ ବର୍ଷ ତଳେ ମତ୍ସଜୀବୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି…

ନବଙ୍କ ପରେ ଯୋଗେଶ ୱିକେଟ ପତନ: ଟେନସନରେ ନିରଞ୍ଜନ

ଭୁବନେଶ୍ବର: ନବଙ୍କ ପରେ ଯୋଗେଶ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଯୋଗେଶ ସିଂ । କାଲି ନିଲମ୍ବନ ପରେ ଆଜି ଦଳରୁ ସେ ଇସ୍ତଫା ଦେଇଛନ୍ତି । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ଏବେ ନେତା ନୁହେଁ, ଦଳ ଗୁରୁତ୍ବପୂର୍ଣ୍ଣ। ସେହପରି କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସ…

ଜମ୍ମୁ- କଶ୍ମୀରର ଲଦାଖ ନିକଟବର୍ତ୍ତୀ ଖାର୍‌ଡ଼ୁଙ୍ଗଲା ନିକଟରେ ବରଫ ଅତଡା ଖସି ୫ ଜଣଙ୍କ ମୃତ୍ୟୁ

ଜମ୍ମୁ- କଶ୍ମୀରର ଲଦାଖ ନିକଟବର୍ତ୍ତୀ ଖାର୍‌ଡ଼ୁଙ୍ଗ୍‌ ଲା ନିକଟରେ ବରଫ ଅତଡା ଖସି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଏବେବି ନିଖୋଜ ଅଛନ୍ତି । ସକାଳେ ଏକ ବଡ ବରଫ ଅତଡା ତଳକୁ ଖସି ପଡିବା ଫଳରେ ଏହା ତଳେ ୧୦ ଜଣ ଚାପି ହୋଇ ରହିଯାଇଥିଲେ । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ…

ପୁଣି ଲେଉଟିବ ଶୀତ: ପାଣିପାଗ ବିଭାଗର ଏଚଓଡ଼ି ଶରତ ଚନ୍ଦ୍ର ସାହୁ

ଭୁବନେଶ୍ବର: ବାଲାଂଦେଶ ଉପରେ ଏକ ଘୁର୍ଣ୍ଣିବଳୟ ରହିଛି । ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗରୁ ଆସୁଥିବା ପବନକୁ ରୋକୁଛି । ଏଥି ସହିତ ଦେଶର ମଧ୍ୟଭାଗରୁ ମଧ୍ୟ ପବନ ଆସୁଛି । ତେଣୁ ରାଜ୍ୟରେ ଟିକେ କମ୍ ଶୀତ ଅନୂଭବ ହେଉଛି । ତେବେ ଏହି ଭଳି ପାଗ ଆଉ ଦିନେ ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ । କିନ୍ତୁ…

ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ପଦରୁ ଇସ୍ତପା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ପଦରୁ ଇସ୍ତପା ଦେଲେ ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା । ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିକୁ ନିଜର ପୈତୃକ ସଂପତ୍ତି ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବ୍ୟବହାର କରୁଥିବା…

ଲାଞ୍ଚ ମାଗି ଫସିଲେ ସରପଞ୍ଚ !

ମୋହନା: ତିତଲି କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା କରାଇ ଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ସରପଞ୍ଚ । ସରପଞ୍ଚଙ୍କୁ ଧରିଲେ ତହସିଲଦାର । ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ମାଝୀ ସେହି ପଞ୍ଚାୟତର ବାଲିପଦର ପଡ଼ା ବାସିନ୍ଦା କ୍ରିଷାନ୍ତ ଲିମାଙ୍କୁ ୨୦…

ହାବିଲଦାର ଓ କନେଷ୍ଟବଳ ନିର୍ବାଚନ: ସଭାପତି ଲକ୍ଷ୍ମୀଧର ଲେଙ୍କା ଓ ସମ୍ପାଦକ ପ୍ରସନ୍ନ କୁମାର ବେହେରା

ଭୁବନେଶ୍ୱର : ଜିଲ୍ଲା ହାବିଲଦାର ଏବଂ କନେଷ୍ଟବଳ ସଂଘ ସହରାଞ୍ଚଳ ପୋଲିସ୍‌, ଭୁବନେଶ୍ୱରର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ଲେଙ୍କା, ସମ୍ପାଦକ ଭାବେ ପ୍ରସନ୍ନ କୁମାର ବେହେରା, ଉପସଭାପତି ମହେଶ୍ୱର ଗଉଡ଼, ସହସମ୍ପାଦକ ଭାବେ କରୁଣାକର ବାରିକ ଓ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.