Odia News Portal

ସଚିବଙ୍କ ପରେ ଆହୁରି ୩୩ ଯନ୍ତ୍ରୀ ଠିକାରେ

ଆର୍ଥିକ ଉତ୍ତରଦାୟିତ୍ବ କିଏ ନେବେ? ଭୁବନେଶ୍ବର () : ରାଜ୍ୟ ପୂର୍ତ୍ତ ବିଭାଗ ଏବେ ଠିକାରେ ଚାଲିଛି । ଖୋଦ୍‍ ବିଭାଗର ସଚିବ ନଳିନୀକାନ୍ତ ପ୍ରଧାନ ବର୍ଷିକିଆ ଠିକା ନିଯୁକ୍ତି ପାଇଥିବାବେଳେ ସରକାର ଏବେ ପୁଣି ଆଉ ୩୩ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଠିକା ନିଯୁକ୍ତି ଦେଇଛନ୍ତି । ଅବସରପ୍ରାପ୍ତ…

ବାଣ ଫୁଟାଇ ୧ଲକ୍ଷ ୧୫ ହଜାର ଟଙ୍କା ଗଣିଲେ ଜରିମାନା

କଟକ ଭୁବନେଶ୍ୱର ଟୁଇନ ସିଟିରେ ବାଣ ଫୁଟାଇ ୨୩୦ ଜଣ ଜରିମାନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୦ ଜଣଙ୍କୁ କୋର୍ଟ ଚାଲାଣ କରିବା ପାଇଁ ସୁପାରିଶ କରାଯାଇଛି । ସୁପ୍ରିମକୋର୍ଟର ଗାଇଡ୍ ଲାଇନକୁ ଉଲଙ୍ଘନ କରି ଟୁଇନ ସିଟିରେ ବାଣ ଫୁଟାଇବା ଦ୍ୱାରା ପୋଲସ କାର୍ଯ୍ୟନୁଷ୍ଠାନ ହୋଇଥିଲା । ପୋଲିସର ଏହି…

ପ୍ରେମ ସମ୍ପର୍କ ନୂଆ କି ?

ସମ୍ପର୍କ ବିଶ୍ୱାସ ଏବଂ ସତ୍ୟତାରେ ହିଁ ଗଢ଼ା ଯାଇଥାଏ। କିନ୍ତୁ ନୂଆ ସମ୍ପର୍କ ସମୟରେ ଆପଣଙ୍କୁ ସତର୍କତାର ସହିତ ରହିବାକୁ ପଡ଼ିଥାଏ। ନିଜ ଡେଟ୍କୁ ଏନ୍ଜଏ କରିବାକୁ ଚାହୁଁଥିଲେ, ସମ୍ପର୍କକୁ ସତ କହିବା ସହିତ ନିଜ ପାର୍ଟନର୍କୁ କିଛି କଥା ଲୁଚାଇବାକୁ ପଡ଼ିଥାଏ। ଯାହା ଆପଣଙ୍କ ସୁରକ୍ଷା ପାଇଁ ଜରୁରୀ…

କଦଳୀ ଚୋପାରେ ରହିଛି ଔଷଧୀୟ ଗୁଣ

ବିଭିନ୍ନ ଫଳକୁ ଚୋପା ସହିତ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଏହି ପରାମର୍ଶକୁ ଗ୍ରହଣ କରିଥା’ନ୍ତି। ଆମେ ସମସ୍ତେ କଦଳୀ ଖାଇବା ପରେ ତା’ ଚୋପାକୁ ଫୋପାଡ଼ି ଦେଇଥାଉ। ଯଦି ଆପଣ ଏପରି କରୁଛନ୍ତି, ତେବେ ଏହାର ଗୁଣ ଜାଣିବା ପରେ ଆଉ ଏହାକୁ…

ମାଓବାଦୀଙ୍କ ଆକ୍ରମଣରେ ୪ ଯବାନ ସହୀଦ

ମାଓବାଦୀଙ୍କ ଆକ୍ରମଣରେ ପୁଣି ୪ ଯବାନ ଶହୀଦ ହୋଇଥିବା ମିଳିଲା ସୂଚନା । ଛତିଶଗଡର ଦାନ୍ତେୱାଡାରେ ୪ ସିଆଇଏସଏଫ ଯବାନ ଶହିଦ । ମିଳିଥିବା ସୂଚନା ଅନୁସାରେ, ଯବାନମାନେ କମ୍ବିଂ କରୁଥିବା ସମୟରେ ମାଓବାଦୀମାନେ ସେମାନଙ୍କ ଗାଡିକୁ ଉଡାଇଦେଇଥିବା ଜଣାପଡିଛି । ସାରା ଦେଶ ଦୀପାବଳି ପାଇଁ ଉତ୍ସବ…

ମାରିିଦେଲା ଯଶୋଦା

ସୁନ୍ଦରୀକୁ କାବୁ କରିବା ପାଇଁ ଚନ୍ଦକାରୁ ସାତକୋଶିଆ ଯାଇଥିବା ହାତୀ ଯଶୋଦା ବନ୍ଧାହୋଇଥିବା ବେଳେ ଜଣେ ଲୋକକୁ ଦଳି ମାରିଦେଇଛି । ଅନୁଗୁଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଯଶୋଦା ବନ୍ଧା ହୋଇଥିବା ବେଳେ ସ୍ଥାନୀୟ ମାଟିଆ ସାହିର ସୁଦୁର ପ୍ରଧାନ ନାମକ ଜଣେ ବ୍ୟକ୍ତି ଯଶୋଦାକୁ କଦଳୀ ଗଛ ଖାଇବାକୁ…

ସୁନ୍ଦରୀପାଇଁ ଅଡୁଆ

ଟ୍ରାଙ୍କୁଲାଇଜର ଦିଆଯାଇ ମଣିଷଖିଆ ସୁନ୍ଦରୀକୁ ଅଣାଯିବା ପରେ ତାଙ୍କୁ ନେଇ ଅଡୁଆ ବଢିବାରେ ଲାଗିଛି । ସୁନ୍ଦରୀକୁ ନନ୍ଦନକାନନରେ ରଖିବା ପାଇଁ ଉଦ୍ୟମ ହେଉଥିବା ବେଳେ ସେଂଟ୍ରାଲ ଜୁ ଅଥରିଟି ଆପତି ଉଠାଇଛନ୍ତି । ସୁନ୍ଦରୀକୁ ନନ୍ଦନକାନନରେ ରଖିବାକୁ ଜୁ ଅଥରିଟି ବାରଣ କରିଛନ୍ତି । ଜାତୀୟନୀତିର…

ମନ୍ତ୍ରୀ ପୁଅଙ୍କୁ ଫଶେଇବାକୁ ଉଦ୍ୟମ

ଭୁବନେଶ୍ବର () କେନ୍ଦୁଝର ଜିଲ୍ଲା ଆନନ୍ଦପୁରର କୁଲୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜିଲ୍ଲା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅଙ୍କୁ ରାଜନୈତିକ ଉଦ୍ଦେଶ୍ୟ ଫଶେଇବାକୁ ଚେଷ୍ଟା କରାଯାଉଛି । କୁଲୁଙ୍କ ଉପରେ କିଏ, କାହିଁକି ଆକ୍ରମଣ କଲା ତାର ସତ୍ୟାସତ୍ୟ…

ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା

ପୁରୁଷ ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ବିଶ୍ୱକପ ପାଇଁ ପଡ଼ିଆକୁ ଓହ୍ଲାଇବ ଦଳ । ସବୁଠାରୁ ବଡ଼ କଥା ହେଲା ଦୁଇ ଓଡ଼ିଆ ଖେଳାଳୀଙ୍କୁ ହକି ଦଳରେ ସାମିଲ କରାଯାଇଛି । ଭାରତୀୟ ହକି ଦଳର ସବୁଠାରୁ ଅନୁଭବୀ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଏବଂ ଅମିତ…

ମା’ ଆଗରେ ଚାଲିଗଲା ଜୀବନ

ମାଆ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଏହି ଭାଇଭଉଣୀ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ। ଆଜି ସକାଳୁ ସକାଳୁ ଏମିତି ଦୁଃଖଦ ଖବର ଆସିଛି।ମୃତ ଭାଇଭଉଣୀ ହେଲେ ସୌମ୍ୟା ସୁଆଲସିଂ (୬) ଓ ବିଷ୍ଣୁ ସୁଆଲସିଂ (୩)। ମା’ସହିତ ଏ ଦୁହେଁ ଦୋମୁହାଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁଇ ଛୁଆଙ୍କୁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.