Odia News Portal

ଏଥର ଶିଶିର ସରସ ମେଳା: ଜାନୁଆରୀ ୪ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର:  ଗ୍ରାମୀଣ ଉତ୍ପାଦକ, ସ୍ୱୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଦୀର୍ଘ ୨୧ ବର୍ଷ ଧରି ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମା (ଓଡିଶା ରୁରାଲ ଡେଭେଲପମେଂଟ ଆଣ୍ଡ…

୫ହଜାର ଟଙ୍କା ଲାଞ୍ଚ ନେଇ ଫଶିଗଲେ ସିଡିଏମ୍‌ଓ

ଝାରସୁଗୁଡ଼ା: ୫ ହଜାର ଟଙ୍କା ଲାଞ୍ଚ ନେଇ ଫଶିଗଲେ ସିଡିଏମ୍‌ଓ । ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଷାରାଣୀ ଦାସ। ଠିକାଦାରଙ୍କ ବିଲ୍‌ ପାସ୍‌ କରାଇଦେବା ପାଇଁ ଉଷାରାଣୀ ଦେବାନନ୍ଦଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଦେବାନନ୍ଦ ଭିଜିଲାନ୍ସ…

ଅଷ୍ଟ୍ରେଲିଆଠାରୁ ୧୪୬ ରନ୍‌ରେ ଭାରତ ପରାସ୍ତ: ୧-୧ରେ ସିରିଜ୍‌ ବରାବର କଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିୟା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ୨୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ମାତ୍ର ୧୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଏହି ବିଜୟ ଫଳରେ ଘରୋଇ ଅଷ୍ଟ୍ରେଲିଆ ଦଳ ୪ଟିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି।ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ…

ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ‘ପେଥାଇ’ ଦେଲା ଚାଷୀଙ୍କୁ ଦୁଃଖ

ଚିକିଟି: ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ପେଥାଇ ଓଡ଼ିଶା ଚାଷୀଙ୍କ ପାଇଁ ନୂଆ ସଂକଟ ହୋଇ ସାମ୍ନାକୁ ଆସିଛି । ବାତ୍ୟା ପେଥାଇର ପ୍ରଭାବରେ ବର୍ଷା ହେବା ଯୋଗୁଁ ଅମଳ ହୋଇଥିବା ଧାନ ନଷ୍ଟ ହେବାକୁ ବସିଲାଣି । ଲୋକେ ବିଲ ର ଧାନକୁ ପାଣିରୁ ବାହାର କରିଥିବା ଦେଖି ବାକୁ ମିଳୁଛି ।…

ଅର୍ଜୁନଙ୍କ ସହ ଅନ୍ତରଙ୍ଗ ସିନ୍‌ରେ ଶ୍ରୁତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ମଙ୍ଗଳବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଡିସେମ୍ବର ୧୮ରେ ସେ ଜନ୍ମଗ୍ରହଣ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହାପରେ ସେ କ୍ୟୁଁ ପ୍ୟାର ହୋତା ହୈ, ଦେଶ୍‌ ମେଁ ନିକଲା ହୋଗା ଚାନ୍ଦ୍‌ ଆଦି ସିରିଏଲ୍‌ରେ ଭଲ…

୯୩ଟି ଦେଶରୁ ଆସିଥିବା ପ୍ରତିଯୋଗିନୀଙ୍କ ପଛରେ ପକେଇଲେ ଏହି ସୁନ୍ଦରୀ ନାରୀ

୨୦୧୮ ବର୍ଷ ପାଇଁ ମିସ୍ ୟୁନିଭର୍ସ ବିଜୟିନୀ ହେଲେ ମିସ୍ ଫିଲିପିନ୍ସ କାଟ୍ରିଓନା ଗ୍ରେ। ୯୩ଟି ଦେଶରୁ ଆସିଥିବା ପ୍ରତିଯୋଗିନୀ ମାନଙ୍କୁ ଟପି ଫିଲିପିନ୍ସର ଏହି ସୁନ୍ଦରୀ ନାରୀ ମିସ୍ ୟୁନିଭର୍ସ ଟାଇଟଲ ଜିଣିଛନ୍ତି। ମିସ୍ ୟୁନିଭର୍ସ ହେବା ଖାଲି ସୌନ୍ଦର୍ଯ୍ୟର ବିଷୟ ନୁହେଁ, ଦରଦୀ, ବିଦୂଷୀ ଏବଂ…

ମଧ୍ୟପ୍ରଦେଶ ପରେ ଛତିଶଗଡରେ ଚାଷୀଙ୍କୁ ଖୁସ୍ କରିଦେଲା କଂଗ୍ରେସ

କଥା ରଖିଲା କଂଗ୍ରେସ । ମଧ୍ୟପ୍ରଦେଶ ପରେ ଛତିଶଗଡରେ ମଧ୍ୟ ସରକାର ଗଢୁ ଗଢୁ କୃଷି ଋଣ ଛାଡ କଲେ ଭୁପେଶ ବାଘେଲ ସରକାର । ମୁଖ୍ୟମନ୍ତ୍ରୀ ପଦର  ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ ନେଇ ଘୋଷଣା କରିଛନ୍ତି ଭୁପେଶ ବାଘେଲ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ପ୍ରଥମ…

କଂଗ୍ରେସର ଋଣଛାଡ଼ ପ୍ରତିଶ୍ରୁତି: ଚାହିଁ ବସିଛନ୍ତି ଦୁଇ ରାଜ୍ୟର ଚାଷୀ

ଭୁବନେଶ୍ବର:  ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ପକ୍ଷରୁ କରାଯାଇଥିଲା ଋଣଛାଡ଼ ପ୍ରତିଶ୍ରୁତି। ତେବେ ଏହା  ୧ ରାଜ୍ୟରେ ପୂରଣ ହେଇଛ ଆଉ ୨ ରାଜ୍ୟ ଚାଷୀ ଚାହିଁ ବସିଛନ୍ତି। ୩ ରାଜ୍ୟରେ ସରକାର ଗଠନ ପ୍ରକିୟା ପରେ ନୂଆ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ହିତ ପାଇଁ…

୨୪ ତାରିଖରେ କଂଗ୍ରେସ ଭଞ୍ଜନଗର ବନ୍ଦ ଡାକରା !

ଭଞ୍ଜନଗର ରାଜସ୍ବ ଉପଖଣ୍ଡ ରାଜ୍ୟର ସବୁଠାରୁ ବଡ଼ ଉପଖଣ୍ଡ। ଏଠାରେ ଥିବା ଉପଖଣ୍ଡ ହସ୍ପିଟାଲକୁ ଦୈନନ୍ଦିନ ଉପଖଣ୍ଡ ସମେତ ପଡ଼ୋଶୀ ନୟାଗଡ଼ ଓ କନ୍ଧମାଳ ଜିଲାର ଶହଶହ ରୋଗୀ  ଆସିଥାନ୍ତି । ଜିଲା ହସ୍ପିଟାଲରୁ ଅଧିକ ରୋଗୀ ଦୈନନ୍ଦିନ ଏହି ହସ୍ପିଟାଲର ଆଉଟ୍‌ଡ଼ୋର ଏବଂ ଇନ୍‌ଡ଼ୋରରେ ଚିକିତ୍ସିତ…

ସ୍ବାଭିମାନ କଟକ ତରଫରୁ ସାମ୍ବାଦିକ ସମ୍ମିଳନୀ

କଟକ: ନୂଆ ବଜାର ଦୂଲ୍ଲାଦେବୀ ମଣ୍ଡପ ଠାରେ ରାଜ୍ୟ ନେତୃତ୍ୱରେ କଟକର ଭୂମିକା ଓ ସମସ୍ୟାକୁ ନେଇ ସ୍ବାଭିମାନ କଟକ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ସ୍ବାଭିମାନ କଟକର ଆବାହକ ସତ୍ୟ ମହାନ୍ତି, ଫିରୋଜ ଖୁଣ୍ଟିଆ, ପୂର୍ବତନ କର୍ପୋରେଟର କୌଳାଶ ବସ୍ତିଆ,…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.