Odia News Portal

ଖାଲି ସୌନ୍ଦର୍ଯ୍ୟ ନୁହେଁ ବିଭିନ୍ନ ରୋଗ ମଧ୍ୟ ଦୂର କରେ ଘିକୁଆଁରୀ : ଜାଣନ୍ତୁ ଏହାର ଔଷଧୀୟ ଗୁଣ

ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧୀୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଏହା ଯେ ଖାଲି ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଏ ତାହା ନୁହେଁ । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରେ । ଆଲୋବେରା ଡାଇବେଟିସ ରୋଗୀଙ୍କ ପାଇଁ ବରଦାନ ସଦୃଶ…

୧୦୮ ଆମ୍ବୁଲାନ୍ସ ଦୂର୍ଘଟଣାଗ୍ରସ୍ତ । ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ

ଜଣେ ପ୍ରସୂତିଙ୍କୁ ନେଇ ଡାକ୍ତରଖାନା ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଦୂର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରସୂତିଙ୍କ ସହିତ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ। ଶନିବାର ରାତି ପ୍ରାୟ ୧୨ଟା ବେଳେ ଝରିଗାଁ ବ୍ଳକ୍‌…

ବିଦ୍ୟୁତ୍ ତାର ଲାଗି ଚାଷୀ ମୃତ୍ୟୁ

ଯାଜପୁର: କୋରେଇ ଥାନା ତୁଳତୀ ଅଞ୍ଚଳରେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରେହେମାନପୁର ଗାଁର ଚାଷୀ ରବିନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ, ବିଦ୍ୟୁତ ତାର ଛିଡ଼ିବାରୁ ଜଳିଗଲା ଧାନ ଫସଲ

ନକଲି ପୋଲିସକୁ ମାଡି ବସିଲା ଅସଲି ପୋଲିସ

ଜୟପୁର: ପୋଲିସ ବେଶ ରେ ଡ଼କାୟତ ଉଦ୍ୟମ କରୁଥିବା ବେଳେ ପୋଲିସ ୮ ଜଣଙ୍କୁ ଗିରଫ କରିଛି l ଅପରାଧୀ ମାନେ ପୋଲିସ ବେଶ ରେ ଡ଼କାୟତି କରୁଥିବା ବେଳେ ପୋଲିସ ଅନ୍ତ ରାଜ୍ୟ ଡ଼କାୟତ ଦୋଳକୁ ଗିରଫ କରିଛି l ଗିରଫ ଅପରାଧୀ ମାନଙ୍କ ମଧ୍ୟ ରୁ ୪ଜଣ ମଧ୍ୟପ୍ରଦେଶର ହୋଇଥବା ବେଳେ ଜଣେ ବିହାର ଓ ଆଉ ୨ଜଣ…

ରାଜ୍ୟପାଳଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ଜଗତସିଂହପୁର: ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଜଗତସିଂହପୁର  ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରାଜ୍ୟପାଳ ପ୍ରଥମେ ଜଇପୁର ଠାରେ ଥିବା ବୟନ ଗ୍ରାମରେ ସକାଳ ୯ଟା୫୦ ମିନିଟରେ ପହଁଚି ବୁଣାକାରମାନଙ୍କୁ ଭେଟିବା ସହ ସେମାନଙ୍କ ଦ୍ୱାରା ବୁଣା ଯାଉଥିବା ବିଭିନ୍ନ ହାତ…

ଶ୍ରେୟାଙ୍କ ସଙ୍ଗୀତ ଯୁବପିଢୀଙ୍କୁ କଲା ମତୁଆଲା

ଭୁବନେଶ୍ୱର : ଭୁବନେଶ୍ୱର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟର ୮ମ ସନ୍ଧ୍ୟାରେ ପୁଣିଥରେ ରଚନା ହୋଇଛି ନୂଆ ଇତିହାସ । ଖ୍ୟାତି ସମ୍ପନ୍ନ ଗାୟିକା ଶ୍ରେୟା ଘୋଷାଲଙ୍କ ଜାଦୁକରୀ ସଙ୍ଗୀତର କାଉଁରୀ ସ୍ପର୍ଶରେ ମନ୍ତ୍ରମୁଗ୍ଧ ହୋଇଥିଲେ ଉପସ୍ଥିତ ଦର୍ଶକ । ତାଙ୍କ ସୁଲଲିତ କଣ୍ଠସ୍ୱରର ଚମକ୍ରାରୀ ପ୍ରଦର୍ଶନ…

କାନାଡା ବିପକ୍ଷରେ ଭାରତର ଗୋଲ୍ ବର୍ଷା, ୫-୧ ଗୋଲରେ ଜିତି କ୍ୱାର୍ଟର ଫାଇନାଲରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ଶନିବାର ଭାରତୀୟ ଖେଳାଳିମାନେ ପ୍ରଶଂସନୀୟ ପଦ୍ରଦର୍ଶନ କରିଛନ୍ତି। ଭାରତ ଚଳିତ ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୨ତମ ମ୍ୟାଚରେ ୫-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏଥି ସହିତ ଭାରତ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର…

ଦୁର୍ବଳ ଅନୁଭବ କରୁଛନ୍ତି କି ? ବ୍ୟବହାର କରନ୍ତୁ …

ଲବଙ୍ଗକୁ ପ୍ରାୟ ପ୍ରତ୍ୟେକ ଘରେ ରୋଷେଇ କାର୍ୟ୍ୟରେ ସ୍ବାଦିଷ୍ଟ ଏବଂ ପୋଷ୍ଟିକ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। ଏହା ଛଡା ଲବଙ୍ଗକୁ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଏ। ଲବଙ୍ଗରେ ଏମିତି ଅନେକ ତତ୍ତ୍ବ ଥାଏ ଯାହ ଅନେକ ରୋଗରୁ ମୂଳରୁ ଶେଷ କରାଇ ଦେଇଥାଏ।ଏଥିପାଇଁ ଲୋକ ପୁରାତନ କାଳରେ ଅନେକ…

ପଶୁପାଳକଙ୍କ ଦୁର୍ନୀତିର ତଦନ୍ତ ହେବ

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ସୁରେନ୍ଦ୍ରନାଥ ପଶୁପାଳକଙ୍କ ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ଗଣେଶୀଲାଲ ନିଦେ୍ର୍ଧଶ ଦେଇଛନ୍ତି । ପଶୁପାଳକଙ୍କ ବିରୁଦ୍ଧରେ ୬ମାସ ମଧ୍ୟରେ ତଦନ୍ତସାରି କାର୍ଯ୍ୟାନୁÂାନ ନେବାପାଇଁ ରାଜ୍ୟପାଳଙ୍କ…

ଝିଅ ହତ୍ୟାର ପ୍ରତିଶୋଧ ନେଲା ବାପା

ଝିଅର ହତ୍ୟା ପାଇଁ କନ୍ୟାପିତା ସମୁନ୍ଦୁଣୀ ଉପରେ ପ୍ରତିଶୋଧ ନେଇ ସମୁନ୍ଦୁଣୀର ତଂଟି କାଟି ନିର୍ମମ ଭାବେ ହତ୍ୟା କରିଥିବା ଚାଂଚଲ୍ୟକର ଖବର ମିଳିଛି । ଭଂଜନଗର ବୁଗୁଡା ଥାନା ଅନ୍ତର୍ଗତ ଅନପୁର୍ଣ୍ଣା ସାହିରେ ଏହି ବିଭସ୍ô ହତ୍ୟାକାଣ୍ଡ ଘଟିଛି । କିଛିଦିନ ତଳେ ସମ୍ପୃକ୍ତ ବ୍ୟକ୍ତିଙ୍କର ଝିଅକୁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.