Odia News Portal

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ

ଭୁବନେଶ୍ବର : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ୧୦ ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ। ଏହି ଲଘୁଚାପ ୧୩ ତାରିଖ ବେଳକୁ ଗଭୀର ଅବପାତର ରୂପ ନେବ। ୧୫ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପୂର୍ବ ଓ ଦକ୍ଷିଣ ଭାରତ…

ଭୁବନେଶ୍ୱର ଫେଷ୍ଟରେ ହାସ୍ୟରସର ଫୁଆରା

ଭୁବନେଶ୍ୱର, ୭ ଡିସେମ୍ବର, ୨୦୧୮:  ଭୁବନେଶ୍ୱର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟ ସୃଷ୍ଟି କରିଛି ସଫଳତାର ୭ମ  ସନ୍ଧ୍ୟା । ଅସଂଖ୍ୟ ଦର୍ଶକ ୭ମ ଦିନର କାର୍ଯ୍ୟକ୍ରମରେ ହୋଇଛନ୍ତି ଚକିତ । ଭୁଫେଷ୍ଟୋ- ଅନ୍ତର୍ଜାତୀରୟ ଷ୍ଟୋରୀ ଟେଲିଂ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ଦର୍ଶକ ବିପୁଳ ଉତ୍ସାହ ମଧ୍ୟରେ ୩…

ରାଜଧାନୀର ଆପାର୍ଟମେଣ୍ଟରେ ସେକ୍ସ କାରବାର : ୩ ଯୁବତୀ ଉଦ୍ଧାର, ୩ ଯୁବକ ଗିରଫ

ଭୁବନେଶ୍ୱର: କମିସନରେଟ୍‌ ପୁଲିସର ବାରମ୍ବାର ଚଢ଼ଉ ପରେ ଗତ କିଛିଦିନ ହେବ ରାଜଧାନୀରେ ସେକ୍ସ ର‍୍ୟାକେଟ୍‌ କାରବାର ଧିମା ହୋଇଥିବା ବେଳେ ଏବେ ପୁଣି ଥରେ ସକ୍ରିୟ ହୋଇଉଠିଛି। ଆଜି ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟିର ମିଳିତ ସହଯୋଗରେ ସମ୍‌ ହସ୍ପିଟାଲ ପାଖରେ ଥିବା ଏକ ଆପାର୍ଟମେଣ୍ଟରେ ସେକ୍ସ…

କାମ ଦେଲା ନବୀନ କରିସ୍ମା, ବିରୋଧୀଙ୍କ ବଲ ଷ୍ଟାଡିୟମ ବାହାରେ

ଭୁବନେଶ୍ବର () ବିଜାତଳାରେ ବାଜି ମାରିଲା ବିଜେଡି । ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ପ୍ରାୟ ସାଢେ ତିନି ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ । ସେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କୁ 4212 ଖଣ୍ଡ ଭୋଟରେ ହରାଇଛନ୍ତି । ଆଜି ଏହି…

ମଡେଲଙ୍କୁ ଅଶ୍ଳୀଳ ଫଟୋ ଫଠାଇ ଜେଲ ଗଲେ ମିକା

ପ୍ରସିଦ୍ଧ ବଲିଉଡ୍ ଗାୟକ ମିକା ସିଂହ ଦୁବାଇରେ ଗିରଫ । ବ୍ରାଜିଲ୍ର ଜଣେ ମଡେଲଙ୍କର ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ମିକା ସିଂହ । ମଡେଲ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମିକାଙ୍କୁ ଗିରଫ କରିଛି । ମିକା ସିଂହ ଗିରଫ ହେବା ପରେ ଦୁଃଖୀ ହୋଇଛନ୍ତି ରାକ୍ଷୀ ସାଓ୍ଵନ୍ତ…

ବାହା ହେବେନି ରାକ୍ଷୀ

ରାକ୍ଷୀ ଯେତେବେଳେ ନିଜ ବିବାହ ତାରିଖ ଘୋଷଣା କଲେ ସେତେବେଳେ ଜନତା ଜାଣିଗଲେ ଡ୍ରାମା କୁଇନଙ୍କ ଏହି ନୌଟଙ୍କି ବେଶୀ ଦିନ ଚାଲିବ ନାହିଁ । ଆଉ ହେଲା ବି ଠିକ୍ ସେୟା । ବିବାହ ତାରିଖ ଘୋଷଣା କରିବାର ଗୋଟିଏ ସପ୍ତାହ ବି ହୋଇନି ଆଉ ଏକ ଘୋଷଣା କରିସାରିଲେଣି ରାକ୍ଷୀ । ଆଉ ଦୀପକଙ୍କୁ ବିବାହ…

ଉତ୍ତରାଖଣ୍ଡର ୭ଟି ଜିଲ୍ଲାରେ ରିଲିଜ୍ ହେବନି ‘କେଦାରନାଥ’

ଉତ୍ତରାଖଣ୍ଡରେ ‘କେଦାରନାଥ’ ଚଳଚ୍ଚିତ୍ରକୁ ବ୍ୟାନ୍ କରାଗଲା । ଏହି ସିନେମା କେଦାରନାଥ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ପ୍ରଭାବିତ କରୁଥିବାରୁ ଏହାର ପ୍ରଦର୍ଶନ ଉପରେ କଟକଣା ଲଗା ଯାଇଛି । ସୁଶାନ୍ତ ସିଂହ ରାଜପୁତ ଓ ଅମୃତା ସିଂହ ଏବଂ ସୈଫ ଅଲୀ ଖାନ୍ଙ୍କ ଝିଅ ସାରା ଅଲୀ ଖାନ୍ଙ୍କ ଅଭିନୀତ…

ଟ୍ରେନ୍ ଲାଇନ୍ରେ ଲାଗିବ ମେସିନ

ରାଜ୍ୟରେ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ହାତୀ ମୃତ୍ୟୁ ରୋକିବାକୁ ଏକ ଅଭିନବ ପନ୍ଥା ଗ୍ରହଣ କରିବାକୁ ରେଳ ଓ ବନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏଣିକି ରେଳଧାରଣା କଡ଼ରେ ଏକ ପ୍ରକାର ମେସିନ୍ ଲଗାଯିବ। ଯେଉଁଥିରୁ ମହୁମାଛିର ଶବ୍ଦ…

ଷ୍ଟେଜ୍‌ ଉପରେ ବେହୋସ୍‌ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ

ଷ୍ଟେଜ୍‌ ଉପରେ ବେହୋସ୍‌ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଜାତୀୟ ସଙ୍ଗୀନ ଗାନ ବେଳେ ଷ୍ଟେଜ ଉପରେ ବେହୋସ ହୋଇ ପଡ଼ିଲେ । ମହାରାଷ୍ଟ୍ରର ଅହମ୍ମଦନଗର ମହାତ୍ମାଫୁଲେ କୃଷି ବିଦ୍ୟାପୀଠର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତରେ ଶର୍କରା…

ଦୁର୍ଘଟଣାରେ ବାଇକି ଚାଳକର ମୃତ୍ୟୁ

ପିପିଲି:  ପୁରୀ ଭୂବନେଶ୍ବର ଜାତୀୟ ରାଜପଥର ଗୁଡିଆ ପୋଖରୀ ଛକ ନିକଟରେ ଏକ ବାଇକି ଚଳାଇ ଆସୁଥିବା ଯୁବକଟି ଡିଭାଇଡରରେ ପିଟି ହୋଇ ଗୁରୁତର ଅବସ୍ଥା ତଳେ ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଉତ୍ତରା ଫାଣ୍ଡି ଅଧିକାରି ପହଂଚି ଗୁରୁତର ଯୁବକଟିକୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ଯାପିଟାଲ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.