Odia News Portal

ଆଡିଲେଡରେ ରୋମାଞ୍ଚକର ମ୍ୟାଚରେ ୩୧ ରନରେ ଜିତିଲା ବିରାଟ ବାହିନୀ

ଆଡିଲେଡ : ଏଠାରେ ଅନୁଷ୍ଠିତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଭାରତ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରି ପୂଜାରାଙ୍କ ଶତକ ବଲରେ ୨୫୦ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ହେଡଙ୍କ ଅର୍ଦ୍ଧଶତକ ବଳରେ ୨୩୫ରନ୍ କରି ସମସ୍ତ ଉଇକେଟ୍…

ଜାନୁଆରୀ ୧୧ ରୁ ମାଲ୍ୟବନ୍ତ ମହୋତ୍ସବ ।

ମାଲକାନଗିରିର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନ କୁ ନେଇ ଗତ କିଛି ଦିନ ହେଲା ଲାଗିରହିଥିବା ବିବାଦ ଆଜି ତୁଟି ଯାଇଛି । ପାଣ୍ଡୁମ ବଦଳରେ ପୁର୍ବ ନାମ ମାଲ୍ୟବନ୍ତ ମହୋତ୍ସବ ରହି ଜାନୁଆରୀ ମାସ ୧୧ତାରିଖ ଠାରୁ ଏହା ଆରମ୍ଭ ହେବବୋଲି ସର୍ବସମ୍ମତୀ କ୍ରମେ ଏହି ବୈଠକରେ ନିସ୍ପତି…

ଛାଡ଼ପତ୍ର ଦେବେ ରାଜକୁମାରୀ !

ଜୟପୁରର ରାଜକୁମାରୀ ତଥା ବିଜେପି ବିଧାୟିକା ଦିୟା କୁମାରୀ ନିଜ ବିବାହର ୨୧ ବର୍ଷ ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ। ଏନେଇ ହିନ୍ଦୁ ବିବାହ ଆଇନର ଧାରା ୧୩ ବି ଅଧୀନରେ ଗାନ୍ଧୀ ନଗର ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରାଯାଇଛି। ରିପୋର୍ଟ ଅନୁଯାୟୀ ଗତ କିଛି ମାସ ହେବ ଏହି ଦମ୍ପତି ଅଲଗା…

ଉଦଳା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର, ଅଭିଯୁକ୍ତ ୪ ଗିରଫ

ମୟୂରଭଞ୍ଜ:  ଉଦଳା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଉଦଳା କୋର୍ଟରେ ସେମାନଙ୍କୁ ହାଜର କରାଯିବା ପରେ ଦୁଇଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବଜ୍ରକାପ୍ତା ଚାଲାଣ ପଛରେ କାହାର ହାତ ରହିଛି ଓ …

ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ଯାଚ

ଭୁବନେଶ୍ବର: ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌ । ସରିଯାଇଛି ଗ୍ରୁପ ପର‌୍ୟ୍ୟାୟ ମ୍ୟାଚ୍‌ । ବିଦା ହୋଇଛନ୍ତି, ଆୟରାଲଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ସ୍ପେନ୍‌ । ଆଜି କ୍ରସ୍‌ ଓଭରରେ ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ…

ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌, ୧୦ରୁ ଅଧିକ ଯାତ୍ରୀ ଆହତ

ବାଲେଶ୍ୱର: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌ । ଦୁର୍ଘଟଣା ଯୋଗୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ବାଲେଶ୍ୱରରୁ ଅନୁଗୁଳ ଆସୁଥିବା ବେଳେ ପରଜଙ୍ଗ ଥାନା ଖଇରାମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ଅନୁଗୁଳ…

ଶାନ ଓ ଜୁନଙ୍କ ସଙ୍ଗୀତର ଯାଦୁରେ ଝୁମିଲେ ଦର୍ଶକ

ଭୁବନେଶ୍ୱର () ବଲିଉଡର ଯାଦୁକାରୀ ସିଙ୍ଗରଙ୍କ ସଂଗୀତରେ ଦୁଲୁକୁଥିବା ପ୍ରଦର୍ଶନୀ ପଡିଆ ଆଜି ଦର୍ଶକଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି । ଶାନଙ୍କ ସମ୍ମୋହନକାରୀ ସଙ୍ଗୀତ ସାଙ୍ଗକୁ ବେଙ୍ଗଳୀ ଗାୟିକା ଜୁନ ବାନାର୍ଜୀଙ୍କ ଲୋକପ୍ରିୟ ସଙ୍ଗୀତ ତମା ତମା ଏବଂ ୟେ ଦିଲ ହେଁ ମୁସ୍କିଲ ଉପସ୍ଥିତ…

ପଥ ଉତ୍ସବରେ ଖଦି : ଦର୍ଶକକୁ ଆକର୍ଷିତ କଲା ମୋ ସାଇକେଲ

ଭୁବନେଶ୍ବର () ଭୁବନେଶ୍ବର ସିଟି ଫେଷ୍ଟିଭାଲ ଅବସରରେ ଆୟୋଜିତ ଦ୍ବିତୀୟ ପଥଉତ୍ସବ ପାଇଁ ଆଜି ସକାଳୁ 20ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ମନ୍ଦିରମାଳିନୀ ସହରରେ ଲୋକପ୍ରିୟ ରାସ୍ତାର ଉତ୍ସବପଥ ଉତ୍ସବରେ ଲୋକେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏହାର ପରିକଳ୍ପନାର କେନ୍ଦ୍ର…

ନବୀନଙ୍କ ମହିଳା ସଂରକ୍ଷଣ ମନ୍ତ୍ରରେ ରାହୁଲ ବିମୋହିତ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଟରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ । ନବୀନଙ୍କ ପରେ ସେ ମଧ୍ୟ ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ଦାବି ଉଠାଇଛନ୍ତି । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ରାହୁଲ ସେମାନଙ୍କୁ…

୫-୧ ବିଜୟ ସହ ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌ରେ

ଭୁବନେଶ୍ୱର: ପୁଲ୍‌ ‘ଡି’ରେ ସର୍ବାଧିକ ୯ ପଏଣ୍ଟ ହାସଲ କରି ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କଲା ନେଦରଲାଣ୍ଡସ ଦଳ । ଆଜିର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସ ପୂର୍ବତନ ଚାମ୍ପିଅନ୍‌ ପାକସ୍ତାନକୁ ସହଜରେ ୫-୧ ଗୋଲ୍‌ରେ ପରାସ୍ତ କରିଛି ପାକିସ୍ତାନ ଏହି ମ୍ୟାଚ୍‌…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.