Odia News Portal

ବରିଷ୍ଠ ଆଇଏଏସ ଅଫିସର ସଞ୍ଜୟ ସିଂହ ନୂଆ ସୂଚନା ଲୋକ ସମ୍ପର୍କ ସଚିବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ଅଫିସର୍ ସଞ୍ଜୟ କୁମାର ସିଂହଙ୍କୁ ସୂଚନା ଓ ‌ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏ ସଂକ୍ରାନ୍ତୀୟ ଫାଇଲ୍‌ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ସିଂହ…

ସାଇକେଲ ଟ୍ରେଲରେ ନନ୍ଦନକାନନ

ଭୁବନେଶ୍ୱର () ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ସାଇକେଲ ଟ୍ରେଲ ପ୍ରତି ଧୀରେ ଧୀରେ ଭଢୁଛି ଆଗ୍ରହ । ଏହି ଟ୍ରେଲରେ ଆଜି ସେଣ୍ଟ ଜୋସେଫ ସ୍କୁଲର 10 ଜଣ ଛାତ୍ର ନନ୍ଦନକାନାନ ପ୍ରାଣୀ ଉଦ୍ୟାନକୁ ବୁଲିଯାଇଥିଲେ । opସ୍ମାର୍ଟ ସିଟିରେ…

ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ଆରମ୍ଭ

ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନସେବା ଆରମ୍ଭ ହୋଇଛି । ଆଜି ରାତିରେ ଏୟାରଏସିଆ ବିମାନ ଥାଇଲ୍ୟାଣ୍ଡକୁ ଉଡିବା ଆରମ୍ଭ କରିବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାତି ୧୨. ୨୫ ମିନିଟରେ ଏୟାର ଏସିଆ ବିମାନ ଥାଇଲ୍ୟାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବ ବୋଲି ବିମାନ…

ସୂଚନା କମିଶନ ତଥ୍ୟ ପାଇଁ ସୁପି୍ରମକୋର୍ଟର ନିଦେ୍ର୍ଧଶ

ସୂଚନା କମିଶନ ଗଠନ ପ୍ରକ୍ରୀୟାରେ ଅବହେଳା ପାଇଁ ସୁପି୍ରମକୋର୍ଟ ୮ଟି ରାଜ୍ୟକୁ କାରଣ ଦର୍ଶାଇବା ପାଇଁ ନୋଟିସ ଜାରୀ କରିଛନ୍ତି । ସପ୍ତାହକ ମଧ୍ୟରେ ସମସ୍ତ ରାଜ୍ୟ ଏ ସମ୍ପର୍କରେ ସୁପି୍ରମକୋର୍ଟକୁ ତଥ୍ୟ ଯୋଗାଇଦେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।ଏହି ରାଜ୍ୟ ଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ,…

ଏଣିକି ଆହାର ଜରିଆରେ ଅନଲାଇନରେ ହୋଇପାରିବ ଦାନ

ଭୁବନେଶ୍ବର () ଏଣିକି ପୌରାଞ୍ଚଳରେ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ରରେ ରାତ୍ରି ମଧ୍ୟ ମିଳିବ ଖାଦ୍ୟ । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ । ଡାକ୍ତରଖାନାରେ ରହୁଥିବା ରୋଗୀଘ୍କ ସମ୍ପର୍କୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତାରଖାନାରେ ଥିବା ଆହାର…

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ରୀୟ ଅବହେଳା

କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତିନୋଟି ରାଜ୍ୟକୁ ଆର୍ଥିକ ସହାୟତା ମଂଜୁର କରିଥିବା ବେଳେ ଓଡିଶାକୁ କୌଣସି ସହାୟତା ମଂଜୁର କରିନାହାନ୍ତି । ଓଡିଶାରେ ତିତିଲି ଭଳି ପ୍ରାକୃତିୟ ବିପର୍ଯ୍ୟୟ ଘଟି ବ୍ୟପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ସମ୍ପର୍କରେ ଓଡିଶାକୁ ଅବହେଳା…

ବିଜେତଳା ଉପନିର୍ବାଚନରେ ରିଗିଂ ଅଭିଯୋଗ  

ମୟୁରଭଂଜ ଜିଲ୍ଲା ବିଜେତଳା ପଂଚାୟତର ୩୨ନମ୍ବର ଜିଲ୍ଲା ପରିଷଦ  ଉପ ନିର୍ବାଚନରେ ବୁଥ ରିଗିଂ ହୋଇଥିବା ସମ୍ପର୍କରେ ବିଜେପି ଅଭିଯୋଗ କରି ନିର୍ବାଚନକୁ ବାତିଲ କରିବା ପାଇଁ ଦାବି କରିଛି । ଆସନ୍ତାକାଲି ହେବାକୁ ଥିବା ଭୋଟ ଗଣତି ବନ୍ଦ କରିବା ପାଇଁ ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନକୁ…

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ସେ ସେଦିନ ଖୋର୍ଦ୍ଧା ଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ ବୋଲି ଜଣାପଡିଛି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପି ଚଳଚଂଚଳ ହୋଇପଡିଛି ।

ସବୁ ଜିଲ୍ଲାରେ ବିକ୍ଷୋଭ କରିବ ମହିଳା ମୋର୍ଚ୍ଚା

ଆସନ୍ତାକାଲି ଓ ୮ ତାରିଖ ଦୁଇ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୩୦ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ । ସେଲଟର ହୋମ ଗୁଡିକରେ ଚାଲିଥିବା ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ କରାଯିବ ବୋଲି ବିଜେପି…

ଜେଲ ଯନ୍ତ୍ରଣାରୁ ମୁକୁଳିବେ ଆୟାର

ଓଡିଶାର କଳା ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଦୀର୍ଘ ଏକମାସରୁ ଉର୍ଦ୍ଧ ହେଲା ଜେଲ ଭୋଗୁଥିବା ଅଭିଜିତ ଆୟାରଙ୍କୁ ଶେଷରେ ଜାମିନ ମିଳିଛି । ଏଥର ସେ ଜେଲ ଯନ୍ତ୍ରଣାରୁ ମୁକ୍ତି ପାଇବେ । କୋଣାର୍କ ଜେଏମଏଫସି କୋର୍ଟ ଆଜି ତାଙ୍କୁ ସର୍ତମୂଳକ ଜାମିନ ମଂଜୁର କରିଛନ୍ତି । ଏହି ସର୍ତ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.