Odia News Portal

ଜୟନ୍ତୀ : ମହିଳା ସଶକ୍ତିକରଣର ଦୃଷ୍ଟାନ୍ତ

ଭୁବନେଶ୍ବର: ବିରୋଧୀଙ୍କ ଅଭିଯୋଗରେ ପୂର୍ଣ୍ଣଛେଦ ନାହିଁ, ନବୀନଙ୍କ ନାରୀ ସଶକ୍ତିକରଣରେ ବି ପୂର୍ଣ୍ଣଛେଦ ନାହିଁ । ଗତ 18 ବର୍ଷ ହେଲା ରାଜ୍ୟରେ ନାରୀ ସଶକ୍ତିକରଣ କେବଳ ଧୂଆଁବାଣ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । କିନ୍ତୁ ଆଜି ମେକ ଇନ ଓଡିଶାର ମହିଳା ଶିଳ୍ପଦ୍ୟୋଗୀ ସମ୍ମିଳନୀରେ…

ଶେଷ ହେଲା ରଣବୀର- ଦୀପିକାଙ୍କ ବିବାହ

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ବାଜିରାଓ ଓ ମସ୍ତାନୀ । ବି-ଟାଉନର ସୁପରହିଟ୍ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋଣ ଇଟାଲୀର ଲେକ କେମୋରେ ବିବାହ କରିଛନ୍ତି । ବୁଧବାର କୋଙ୍କଣୀ ରୀତିନୀତି ଅନୁଯାୟୀ ଦୀପବୀରଙ୍କ ବିବାହ ହୋଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଦୁଇ…

କାଲିଠୁ ପୋଲିସ ଜୁଡୋ କ୍ଲଷ୍ଟର

କଟକ () ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ପୋଲିସ ଜୁଡୋ କ୍ଳଷ୍ଟର 2018 । ସର୍ବଭାରତୀୟ ପୋଲିସ କଣ୍ଟ୍ରୋଲ ବୋର୍ଡର ଦିଗଦର୍ଶନରେ ଓଡିଶା ପୋଲିସ ପ୍ରଥମ ଥର ପାଇଁ ଏହି ମେଗା ପ୍ରତିଯୋଗୀତାକୁ ଆୟୋଜନ କରିଛି । ଏହି ପ୍ରତିଯୋଗିତାରେ ଓଡିଶା ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ…

ଅବଢ଼ା ବିକ୍ରି କରିପାରିବେନ ଅଣସ୍ବୀକୃତିପ୍ରାପ୍ତ ବିକ୍ରେତା

ଆନନ୍ଦ ବଜାରରେ ଅବଢ଼ା ବିକ୍ରି ପାଇଁ ସ୍ବୀକୃତିପ୍ରାପ୍ତ ବିକ୍ରେତା ଓ ସହଯୋଗୀଙ୍କ ତାଲିକା ପ୍ରସ୍ତୁତ ହେବ । ଅବଢ଼ା ବିକ୍ରି କରି ଅଣସ୍ବୀକୃତ ବିକ୍ରେତା ଧରାପଡ଼ିଲେ ତଡ଼ା ଖାଇବେ । ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । କ୍ରେତାମାନଙ୍କର ଯଦି କିଛି…

ନବୀନଙ୍କ ଗୁଗଲି : ଡିଜିଟାଲ ମିଶନଶକ୍ତି

ଗୃହଲକ୍ଷ୍ମୀଙ୍କ ହାତରେ ମୋବାଇ ଭୁବନେଶ୍ବର ()  ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ଲୋକାଭିମୁଖୀ ପଦକ୍ଷେପ ନେଇଛନ୍ତି । ମହିଳାଙ୍କୁ ଡିଜିଟାଲି ସଶକ୍ତ କରିବାକୁ ସବୁ ମହିଳା ସ୍ବୟଂ ସହାୟକ ଗ୍ରୁପକୁ ସ୍ମାର୍ଟ ଫୋନ ଦିଆଯିବ । ଆଜି ମେକ ଇନ ଓଡିଶା କନକ୍ଲେଭରେ…

ଟଙ୍କା ନ ଦେବାରୁ ମା’କୁ ମାରିଦେଲା ପୁଅ

ପିଇଲେ ମଣିଷ ହିତାହିତ ଜ୍ଞାନ ଭୁଲିଯାଏ । କେତେବେଳେ କ’ଣ କରୁଛି ସେ ନିଜେ ବି ଜାଣିପାରେନି । ନିଶା ଯୋଗୁଁ ଅନେକ ସମୟରେ ଅପରାଧ ଘଟାଇଥାଏ । ସୁନ୍ଦରଗଡ଼ର ଦେଉଭୁବନପୁର ଗାଁରେ ଘଟିଛି ଏପରି ଏକ ଘଟଣା । ମଦ ପାଇଁ ମା’କୁ ମାରିଛି ପୁଅ । ମଦ ପିଇବାକୁ ଟଙ୍କା ନ ଦେବାରୁ ଜଣେ ଯୁବକ ଇଟାରେ ଛେଚି…

ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ୧୧ଜଣଙ୍କୁ ନୋଟିସ

ପ୍ରକାଶ ପାଇଛି ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣଙ୍କୁ ନୋଟିସ ଜାରି କରା ଯାଇଛି । ଏଥିରେ ୧୦ ଜଣ ଦଇତାପତି ଓ ଜଣେ ମହାରଣା ସେବାୟତ ଥିବା ସୂଚନା ମିଳିଛି । ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଆଧାରରେ ଏହି ନୋଟିସ ଜାରି କରିଛି…

15ଟି କ୍ଷେତ୍ରରୁ 183 ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର (): ମେକ୍ ଓଡିଶା କନକ୍ଲେଭରେ ୧୫ଟି କ୍ଷେତ୍ରରେ ମୋଟ ୧୮୩ଟି  ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହି ସବୁ ପ୍ରକଳ୍ପରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ୫୩   ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ମିନେରାଲ୍ ଓ ମେଟାଲ୍ କ୍ଷେତ୍ରରେ ୫୩ଟି ପ୍ରସ୍ତାବ ଆସିଛି । ଏହି କ୍ଷେତ୍ରରେ ୨ ଲକ୍ଷ ୩୬…

ନବୀନଙ୍କ ମିଶନ : ବିକଶିତ ଓଡିଶା, କୁଶଳୀ ଯୁବଶକ୍ତି

4,19,574 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଯୋଗଦେଲେ 19 ରାଷ୍ଟ୍ରର ବିଜନେସ ଟାଇକୁନ ସୃଷ୍ଟି ହେବ 5 ଲକ୍ଷ 91 ହଜାର ନିଯୁକ୍ତି ସୁଯୋଗ 2020 ନଭେମ୍ବର 30ରେ ତୃତୀୟ ସଂସ୍କରଣ ଭୁବନେଶ୍ୱର : ମେକ ଇନ୍ ଓଡ଼ିଶା କନକ୍ଲେଭର ୨ୟ ସଂସ୍କରଣ ସଫଳତାର ସହ ଅନ୍ତିମ ପର୍ଯ୍ୟାୟରେ…

ସ୍ୱାସ୍ଥ୍ୟ ସେବାରେ 3 ବର୍ଷରେ ୨୭୫୦ କୋଟି

ଭୁବନେଶ୍ୱର : ଆସନ୍ତା ଦୁଇରୁ ତିନିବର୍ଷ ମଧ୍ୟରେ ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୭୫୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ପୁଞ୍ଜି ବିନିଯୋଗର ସମ୍ଭାବନା ସୃଷ୍ଟି ହୋଇଛି । ପୁଞ୍ଜିପତିମାନେ ଡିଜିଟାଲ ସ୍ୱାସ୍ଥ୍ୟକେନ୍ଦ୍ର, ରୋଗ ନିରୂପଣ ଓ ଡାଏଲିସିସ୍, ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଣ, ହୃଦ୍ରୋଗ ଓ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.