Odia News Portal

ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୫୩

ଓ୍ଵେଲିଂଟନ : ଦ୍ରୁତ ଓ ସ୍ଵିଙ୍ଗ ବୋଲରଙ୍କ ଅନୁକୂଳ ପିଚରେ ପୁଣି ଥରେ ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଛି। ହାମିଲଟନ ଦିନିକିଆ ପରି ଆଜିର ମ୍ୟାଚରେ ବି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି। ମାତ୍ର ଅମ୍ବତି ରାୟୁଡୁଙ୍କ ଲଢୁଆ(୯୦ରନ)  ଓ ଶେଷ ଆଡକୁ…

ଏସବିଆଇ ଗ୍ରୀନ ମାରାଥନ ୨୦୧୯ ଆରମ୍ଭ

ଭୁବନେଶ୍ବର (ଚକ୍ରଧର ମାଝି ) : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଗ୍ରୁପ ତରଫରୁ ଆୟୋଜିତ ହୋଇଛି ଏସବିଆଇ ଗ୍ରୀନ ମାରାଥନ ୨୦୧୯ । ଏହି କାର୍ଯ୍ୟକ୍ରମରେ  ଭୁବନେଶ୍ୱର ଏସବିଆଇ ସିଜିଏମ ପ୍ରବୀଣା କାଲା ଉଦଘାଟନ କରିଥିଲେ । ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟକ…

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ : ନୂଆ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପ୍ରାଥମିକ…

ରାଇରଙ୍ଗପୁର: ଆଜି ରାଇରଙ୍ଗପୁର ଓ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୧ଟା ରେ ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ସ୍ଥିତ ହେଲିପ୍ୟାଡ଼ରେ ଅବତାରଣା କରିବେ ନବୀନ । ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ…

କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୪ ବଖରା ଘର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜଅଁରା ଗାଁରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୪ବଖରା ଘର ଜଳିଯାଇଛି । ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗାଇ ଗୁହାଳରେ ଧୂଆଁ ଦିଆଯାଇଥିବା ବେଳେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ବିଳମ୍ବିତ ରାତିରେ ଅଗ୍ନିଶମବାହିନୀ…

ଆଜି ଆସୁଛନ୍ତି ଅମିତ ଶାହ

ପୁରୀ : ପୁରୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମହାଧିବେଶନରେ ଆଜି ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏଥିରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଗତ ମଙ୍ଗଳବାର କଟକ ଜିଲ୍ଲା ସାଲେପୁରରେ ବିକାଶ ପ୍ରସଙ୍ଗରେ ରାଜ୍ୟ…

ଟ୍ରାକରୁ ଖସିଲା ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି

ବିହାର : ସହଦେଇ ବୁଜୁର୍ଗ ନିକଟରେ ଟ୍ରାକରୁ ଖସିଲା ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି । ଦୁର୍ଘଟଣା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତି ୩ଟା ପରେ ଏହି ଦୁର୍ଘଟଣା ହୋଇଛି । ଟ୍ରେନଟି ଜୋଗବନୀରୁ ଦିଲ୍ଲୀ…

ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ

ଯାଜପୁର : କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଏହା ହେଉଛି ସଙ୍ଗମସ୍ଥଳ ଓଳାଶୁଣୀ । ଏଇଠି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ଓଳାଶୁଣୀ ମେଳା । ମେଳା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହୁଛି । ଓଁଙ୍କାର କ୍ଷେତ୍ର ଭାବେ ପରିଚିତ ଓଳାଶୁଣୀ…

ଭୁବନେଶ୍ବରରେ ଧମାଲ ମଚାଇଲେ ନେହା କକ୍କର, ମତୁଆଲା ହେଲେ ଦର୍ଶକ

ଭୁବନେଶ୍ବର (ଚକ୍ରଧର ମାଝି ) : ଭୁବନେଶ୍ୱର ଖଣ୍ଡଗିରି ପଡିଆରେ ବଲିଉଡ ସିଙ୍ଗର ନେହା କକ୍କରଙ୍କ ଜଲଓ୍ଵା । ରକ୍ ମ୍ୟୁଜିକର ତାଳେ ତାଳେ ଦର୍ଶକଙ୍କୁ କଲେ ମତୁଆଲା। ଗୋଟିଏ ପରେ ଗୋଟିଏ ସୁପର ହିଟ ଗୀତରେ ଝୁମିଲା ରାଜଧାନୀ । ମିଲେ ହୋ ତୁମ ହମକୋ, ଆଖେଁ ମାରେ, ଦିଲବର, କାଲା ଚଷମା, ଲିଫ୍ଟ…

୫୨ ହଜାର କୋଟ ଟଙ୍କାର କାମଚଳା ବଜେଟ

ଭୁବନେଶ୍ୱର () ଆସନ୍ତା ବଜେଟ ଅଧିବେଶନରେ ରାଜ୍ୟ ସରକାର 2019-20 ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ ଆଣିବେ କାମଚଳା ବଜେଟ । କିନ୍ତୁ ବ୍ୟବସ୍ଥା ଅନୁଯାୟୀ ସରକାର ସମ୍ପୂର୍ଣ୍ଣ ବଜେଟ ଆକଳନ କରି ପ୍ରଥମ ଚାରିମାସ ପାଇଁ ବ୍ୟୟ ମଞ୍ଜୁରୀ ଆଣିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ…

ଜାଣନ୍ତୁ ଏହି କାମ ଅଧିକ କଲେ କ’ଣ ହୁଏ

ଏକ ଗବେଷଣା ମୁତାବକ ଯେଉଁ ଲୋକେ ଅଧିକ ଶୁଅନ୍ତି ସେମାନଙ୍କର ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଛି। ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଯେଉଁ ଲୋକ ରାତିରେ ୮ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କର ଶୀଘ୍ର ମରିବାର ଆଶଙ୍କା ୭ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କଠୁ ଅଧିକ ଥାଏ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.