Odia News Portal

୩ ଶହରୁ ଅଧିକ ଗୋରୁ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଗୋରୁ ଚାଲାଣ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ଏନ୍ ଏଚ-୬୦ର ଚାଲନ୍ତିଠାରେ ତିନୋଟି ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାଖାପାଖି ୩ ଶହରୁ ଅଧିକ ଗୋରୁ ଉଦ୍ଧାର କରିବା ସହ…

ଆଜି ମୁଖ୍ୟମନ୍ତ୍ରୀଙ୍କ ନରସିଂହପୁର ଗସ୍ତ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଜିଲ୍ଲା ନରସିଂହପୁର ଗସ୍ତ । ଏହି ଅବସରରେ ୯ଶହ ୩୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୨୨୫କୋଟି ଟଙ୍କାରେ ୧୬୨ଟି ଗାଁର ୨୫ହଜାର ଏକର ଜମିକୁ ଜଳସେଚିତ କରିବା ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପର…

୧୧କୋଟି ଟଙ୍କା ଚାଲାଣର ଖୋଳତାଡ ଆରମ୍ଭ

ଭୁବନେଶ୍ବର : ଓଡିଶାରୁ ଅଭିନବ ଉପାୟରେ ଟଙ୍କ ଚାଲାଣ ହେଉଥିଲା ଉତ୍ତର ପ୍ରଦେଶକୁ । ତେବେ ଛିତିଗଡରେ ପୋଲିସ ସବୁ ଭଣ୍ଡୁର କରିଦେଲା । ମୋଟ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଯାହାର ଚେର ଲମ୍ବିଛି କଟକ ଭୁବନେଶ୍ବର ଯାଏ । ରାଜ୍ୟ ପୋଲିସ ମହାନିଦେର୍ଶକ ଯାହାର ତଦନ୍ତ…

ଧାରଣାରେ ବସିଲେ ବରିଷ୍ଠ ନାଗରିକ ଦମ୍ପତି

ନୟାଗଡ଼  : ଧାରଣାରେ ବସିଲେ ବରିଷ୍ଠ ନାଗରିକ ଦମ୍ପତି । ପ୍ରାୟ ୧୩ ମାସ ତଳେ ହୋଇଥିବା ଏକ ଚୋରି ଘଟଣାକୁ ପୋଲିସ୍‌ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ସେମାନେ ପ୍ରତିବାଦରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ନୟାଗଡ଼ ଦେବୋତ୍ତର କଲୋନୀ ନିବାସୀ କାହ୍ନ ଚରଣ କର…

ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଛିଡା କରାଇଲେ ବୋଥ୍ରା

ଭୁବନେଶ୍ୱର : ରାଜ୍ୟର ଆଇନ୍‍ଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ମୁଖା ଖୋଲିଛନ୍ତି କ୍ରାଇମବ୍ରାଞ୍ଚର ଆଇଜି ଅରୁଣ ବୋଥ୍ରା । ଓଡିଶାରେ କିଭଳି ଅପରାଧିମାନେ ସହଜରେ ଖସିଯାଉଛନ୍ତି ଓ ଏଠାରେ ମାତ୍ର ୧୦ ପ୍ରତିଶତ ଦଣ୍ଡିତ ହେଉଛନ୍ତି ତାହାର ବିସ୍ତୃତ ବିବରଣୀ ଲେଖିଛନ୍ତି ଗୋଟିଏ ଦୈନିକ ଜାତୀୟ ଇଂରାଜୀ…

ଏହି ଅକ୍ଷର ମହିଳା ଦିଅନ୍ତି ନାହିଁ ଧୋକା, ପଢନ୍ତୁ…

ସମସ୍ତ ବ୍ୟକ୍ତିଙ୍କ ଆଶା ରହିଥାଏ ତାଙ୍କ ଜୀବନ ସଠିକ୍ ଏବଂ ପରଫେକ୍ଟ ହେଉ। ଜୀବନରେ କୌଣସି ପ୍ରକାରର ବାଧା ନଆସୁ। ସାଧାରଣତଃ କେହି ମଧ୍ୟ ଚାହାନ୍ତି ନାହିଁ କି ତାଙ୍କ ଜୀବନ ସାଥି ବା ପ୍ରେମୀକା ଅବିଶ୍ବାସନୀୟ ବା ଧୋକେବାଜ ବାହାରୁ। ତେବେ ଆପଣ ଜାଣିଛନ୍ତି କି ମହିଳାଙ୍କ ନାମର ପ୍ରଥମ ଅକ୍ଷର…

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ରାଜ୍ୟ କ୍ୟାବିନେଟ ୨୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଖାସକରି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ଖୁସି’ ଯୋଜନାକୁ ମଂଜୁରୀ ମିଳିଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରୀମାନଙ୍କ ପାଇଁ…

ବିଜେଡିରେ ଯୋଗ ଦେଲେ ପୂର୍ବତନ ସାଂସଦଙ୍କ ପୁଅ

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନବରଂଗପୁରର ପୂର୍ବତନ କଂଗ୍ରେସ ସାଂସଦ ଖଗପତି ପ୍ରଧାନୀଙ୍କ ପୁଅ ସଦାଶିବ ପ୍ରଧାନୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହ ଅବସରପ୍ରାପ୍ତ ଅଧ୍ୟାପକ, ଅବସରପ୍ରାପ୍ତ…

ଆକସନ ମୋଡରେ ମନ୍ତ୍ରୀ, ନିଲମ୍ବିତ ହେଲେ ୪ ଇନଭିଜିଲେଟର

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ । ଭାଇରାଲ ଘଟଣାକୁ ବୋର୍ଡ ପକ୍ଷରୁ ସ୍ୱୀକାର କରାଯାଇଥିବା ବେଳେ ଏନେଇ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ ସସପେଣ୍ଡ…

ସହିଦଙ୍କ ପରିବାରକୁ ଦିଆଯିବ ଆଇପିଏଲ ଉଦଘାଟନ ସମାରୋହ ଖର୍ଚ୍ଚ

ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.