Odia News Portal

ଡ୍ୟାମ ନିକଟରେ କଲରାପତରିଆ ବାଘ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ରେଞ୍ଜ ମାଙ୍କଡ଼ଚୁଆ ଗାଁ ନିକଟରୁ କଲରାପତରିଆ ବାଘର ମୃତଦେହ ଠାବ । ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ନିକଟରେ ମୃତ ବାଘକୁ ଦେଖି ବନବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ବନ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କେଉଁ କାରଣରୁ ବାଘଟିର ମୃତ୍ୟୁ…

ମହିଳା ଓ ଶିଶୁ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା, ଆସନ୍ତୁ ଜାଣିବା

ଭୁବନେଶ୍ବର: ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଘୋଷଣା । ସିଡ଼ିପିଓ, ସବ୍-ଡ଼ିଭିଜନ୍ ଏବଂ ଜିଲ୍ଲା ସ୍ତରରେ ୯୩ଟି ନୂତନ ପ୍ରୋଗ୍ରାମ୍ ଅଫିସର ପଦବୀ ସୃଷ୍ଟି କରିବାକୁ ନିଷ୍ପତି ନିଆଯାଇଛି । ଏହାସହ ରାଜ୍ୟ ସ୍ତରରେ ଦୁଇଟି ଉପ ନିର୍ଦ୍ଦେଶକ ଏବଂ ଦୁଇଟି ଉପ-ସଚିବ ପଦବୀ ସୃଷ୍ଟି…

ମଲା ପରେ ମିଳିଲାନି ଚାରିକାନ୍ଧ ! ପୁଅ ମାଆର ମୃତଦେହକୁ ସାଇକେଲ୍‌ କ୍ୟାରିଅରରେ ବାନ୍ଧି ବୋହି ନେଲେ ଶ୍ମଶାନ

ଝାରସୁଗୁଡ଼ା: ବଞ୍ଚିଥିଲା ବେଳେ ଜଣେ ବିଧବା ମହିଳା ଜାତିଆଣ ଜାଲରେ ଫସି ଯାଇଥିଲେ। ମଲା ପରେ ତାଙ୍କୁ ଚାରିକାନ୍ଧ ମିଳିଲାନି। ଶେଷରେ ଉପାୟଶୂନ୍ୟ ହୋଇ ୧୬ ବର୍ଷର ନାବାଳକ ପୁଅ ମାଆର ମୃତଦେହକୁ ସାଇକେଲ୍‌ କ୍ୟାରିଅରରେ ବାନ୍ଧି ବୋହି ନେଲେ ଶ୍ମଶାନ। ଏପରି ନିର୍ଦ୍ଦୟ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୬୧ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳା

ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ୬୧ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳା। ପୋଲିସ ଜିଡି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କର୍ମଶାଳାକୁ ଉଦଘାଟନ କରିବେ। ଏଥିରେ ସବୁ ଜିଲ୍ଲାର ଏସପି, ଡିସିପି, ସମସ୍ତ ପୋଲିସ ବାଟାଲିୟନର କମାଣ୍ଡର, ରେଞ୍ଜ ଆଇଜି, ଡିଆଇଜି, ଅଣ୍ଡର…

୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗୀତା ଆରମ୍ଭ

କଟକ : ୭୧ ତମ ରାଜ୍ୟସ୍ଥରୀୟ ପୋଲିସ କ୍ରୀଡା ପ୍ରତିଯୋଗିତା ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ବକ୍ସିବଜାର ସ୍ଥିତ ରିଜର୍ଭ ପଡିଆ ଠାରେ ରାଜ୍ୟ ଅପରାଧ ଶାଖା ଓ ଅନୁସନ୍ଧାନ ଶାଖାର ଅତିରିକ୍ତ ମହା ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଙ୍କର ଦ୍ୱାରା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଛି।…

କାର ଭାରସାମ୍ୟ ହରାଇ ବରଗଛରେ ଧକ୍କା: ଦୁଇ ଭାଇଙ୍କର ମୃତ୍ୟୁ

ଯାଜପୁର: ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ରଗଡ଼ି- ପାଣିକୋଇଲି ରାସ୍ତାର ନରଣପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବରଗଛରେ ଧକ୍କା ଲାଗିବାରୁ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥଛି। ଏହି ଦୁର୍ଘଟଣାରେ କାରର ଡ୍ରାଇଭରଙ୍କ ସହିତ ଜଣେ ଯୁବତୀ ମଧ୍ୟ ଆହତ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ଜଗତସିଂହପୁର: ଗଡ଼ କୁଜଙ୍ଗ ପଂଚାୟତ ନୂଆଗାଁ ସେବା ସମବାୟ ସମିତିର ସଦସ୍ୟଙ୍କ ନାମରେ ଋଣ ଟଙ୍କା ହଡ଼ପ ଓ ଅନିୟମିତତା ପ୍ରତିବାଦରେ ସମିତିର ସଦସ୍ୟ ମାନଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରାଯାଇଛି । ସମବାୟ ସମିତିର ସମ୍ପାଦକ ସଦସ୍ୟ ମାନଙ୍କର ଜାଲ ଦସ୍ତଖତ କରି ସେମାନଙ୍କ…

ପ୍ରଥମ ମହିଳା ଭାବେ ୧୮ଶହ ୬୮ ମିଟର ଅଗସ୍ତ୍ୟରକୁଡମ ଗିରିଶୃଙ୍ଗ ଚଢିବାରେ ଅର୍ଜିଲେ ସଫଳତା

କେରଳ: ଇତିହାସ ରଚିଲେ କେ. ଧାନ୍ୟା ସାନାଲ । କେରଳର ଅଗସ୍ତ୍ୟରକୁଡମ ଗିରିଶୃଙ୍ଗ ଅତିକ୍ରମ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କେ. ଧାନ୍ୟା ସାନାଲ ।  ସେ ନେୟାର ବନ୍ୟାପ୍ରାଣୀ ଅଭୟାରଣ୍ୟରେ ଅବସ୍ଥିତ ୧୮ ଶହ ୬୮ ମିଟର ଗିରିଶୃଙ୍ଗ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି । କେରଳର ଏହି…

ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ, ୧୪ ଦିନରେ ୯୬ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଭାରତର ପାର୍ବତ୍ୟାଂଚଳରେ ପ୍ରବଳ ତୁଷାରପାତ ଯୋଗୁଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଶୀତରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଥଣ୍ଡା ବଢ଼ିଥିବାରୁ ଏଠାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ରାଜଧାନୀରେ ଶୀତ ଯୋଗୁଁ ବିଗତ ୧୪ ଦିନ ମଧ୍ୟରେ ୯୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁର…

ଗୋଷାଣୀ ନୂଆଗାଁରେ ନାବାଳକକୁ ଅପହରଣ ପରେ ହତ୍ୟା

ବ୍ରହ୍ମପୁର : ପରକୀୟା ପ୍ରୀତି ସାଜିଲା କାଳ। ନାବାଳକକୁ ଅପହରଣ ପରେ ହତ୍ୟା। ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନାର ସଦାନନ୍ଦ ବିହାରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ନାବାଳକଙ୍କ ଅପହରଣ ନେଇ ତାଙ୍କ ମାଆ ଥାନାରେ ଏତଲା ଦେଇଥିଲେ। ୧୨ତାରିଖ ଦିନ ନାବାଳକ ଜଣକ ସ୍କୁଲକୁ ଯାଇ ଆଉ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.