Odia News Portal

ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

• ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ • ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ ଓଡିଶା • ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ • ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ ଭୁବନେଶ୍ବର()  ଓଡିଶା ସହ…

ପୁଣି ୧୨ କୋଟି ଟଙ୍କାର ଡକାୟତି

କଟକ() କଟକରେ ଏକ ବ୍ୟାଙ୍କରୁ ୧୨ କୋଟି ଟଙ୍କାର ଡକାୟତି । ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ  ଆଜି ସକାଳେ ଡକାୟତି ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି ପ୍ରତୀକ ସିଂ । ସିସିଟିଭି ଫୁଟେ ଆଧାରାରେ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ।

ଆଇସୋଲେସନ୍‌ରେ ସଲମାନ୍

ମୁମ୍ବାଇ() କରୋନା ଭାଇରସ୍‌ ଜାଲରେ ଫସିଛନ୍ତି ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌। ରିପୋର୍ଟ ମୁତାବକ ସଲମାନଙ୍କ ଡ୍ରାଇଭର ଅଶୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡ୍ରାଇଭରଙ୍କ ସମେତ ସଲମାନଙ୍କ ଘରର ୨ ଷ୍ଟାଫ୍‌ଙ୍କର ମଧ୍ୟ କରୋନା ପଜିଟିଭ୍‌ ଆସିଛି। ଏହି ଖବର ପାଇବା ପରେ…

ଚାକିରିରୁ ନିଲମ୍ବିତ ହେଲେ ବିଏମସି କର୍ମଚାରୀ

ଭୁବନେଶ୍ବର() ଚାକିରିରୁ ନିଲମ୍ବିତ ହେଲେ ବିଏମସି କର୍ମଚାରୀ । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ବିଏମ୍‌ସି କର୍ମଚାରୀ ଗିରଫ ହୋଇଥିଲେ । ଗତକାଲି ବିଏମସି କର୍ମଚାରୀ ଦିଲ୍ଲୀପ ବେହେରାଙ୍କୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ୍। ତାଙ୍କ ନିକଟରୁ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ…

ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରଥମିକତା

ଭୁବନେଶ୍ବର()  କରୋନାରମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ…

ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍, ୭ ଗିରଫ

ପାଟଣାଗଡ() ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ହୋଇଥିବା ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଏବେ ବି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଗଣହତ୍ୟାରେ ୯ ଜଣଙ୍କର ସଂପୃକ୍ତି ଥିବା ସ୍ୱତନ୍ତ୍ର ପୋଲିସ ଟିମ ପକ୍ଷରୁ…

ଓଡିଶାକୁ ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର

ଭୁବନେଶ୍ୱର() ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ପାଇଛି ଓଡିଶା । ପୁରସ୍କାର ବାବଦକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପାଇବେ । ଏହି ପୁରସ୍କାର ଘୋଷଣା କରିଛି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରାଳୟ । ବିଶ୍ୱ ମତ୍ସ୍ୟ ଦିବସରେ ଓଡିଶାକୁ ପୁରସ୍କାର ଦିଆଯିବ । ଅନ୍ତର୍ଦେଶୀୟ…

ହାଇକୋର୍ଟରେ ହାଜର ହେଲେ ପୋଲିସ ଡିଜିପି

କଟକ() ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜିପି ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି କୋର୍ଟରେ ହାଜର ହୋଇଛନ୍ତି । ମାମଲାର ଅଗ୍ରଗତି ନେଇ ସତ୍ୟପାଠ ମଧ୍ୟ ସେ ଦାଖଲ କରିଛନ୍ତି । ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଛନ୍ତି ଡିଜିପି…

ଆଉ ୧୫ ମୁଣ୍ଡ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର()  ଆଜି ରାଜ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ କରୋନାଜନିତ ମୃତୁ୍ୟସଂଖ୍ୟା ୧୫୭୫କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବାବେଳେ ଗଜପତି, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ…

ଦିନକୁ ସାଢେ ୪ ଘଣ୍ଟା ହେବ ବିଧାନସଭା

ଭୁବନେଶ୍ୱର() ବିଧାନସଭା ପାଇଁ ଶେଷ ହୋଇ ସର୍ବଦଳୀୟ ବୈଠକ । ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ‘କୋଭିଡ ଗାଇଡଲାଇନ୍ ଅନୁସାରେ ବିଧାନସଭା ଚାଲିବ । ଦିନକୁ ସାଢେ ୪ ଘଣ୍ଟା ହେବ ବିଧାନସଭା । କୋଭିଡ ପାଇଁ ତାରକା ପ୍ରଶ୍ନ ବନ୍ଦ ରହିବ । ଆବଶ୍ୟକୀୟ କାଗଜପତ୍ର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.