Odia News Portal

୨୫ରେ ହେବ ୯ଟି ବୁଥରେ ସାନି ମତଦାନ

ପ୍ରଥମ ଓ ଦ୍ୱିନୀୟ ପର୍ୟ୍ୟାୟରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ଏହି ୯ଟି ବୁଥରେ ସାନି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ସୁରେନ୍ଦ୍ର କୁମାର । ବୁଥ ଗୁଡିକ ମଧ୍ୟରେ ସୁନ୍ଦରଗଡର…

ସଂଖ୍ୟା ଗରିଷ୍ଠତା ହାସଲ କରିବ କଂଗ୍ରେସ: ନିରଞ୍ଜନ

ତୃତୀୟ ପର୍ୟ୍ୟାୟରେ ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଆଜି ଭୋଟଗ୍ରହଣ ହୋଇଛି । ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି । ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ବିଜେପି ଓ ବିଜେଡି…

ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା

ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ଅନୁଗୁଳ, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ବରଗଡ଼,…

ଭିଭିପାଟ ମେସିନରୁ ବାହାରିଲା ସାପ

କେରଳର କନ୍ନୁର ଲୋକସଭା କ୍ଷେତ୍ରରେ ମତଦାନ ସମୟରେ ଏକ ପୋଲିଂ ବୁଥରୁ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ମେୟିଲ କଣ୍ଡାକ୍କଇସ୍ଥିତ ଏକ ପୋଲିଂ ବୁଥରେ ଭିଭିପ୍ୟାଟ ମେସିନ୍ ଭିତରେ ସାପ ଥିବା ଦେଖିବାକୁ ମିଳିଥିଲା। ଯେଉଁ ସମୟରେ ମତଦାନ ହେଉଥିଲା ସେହି ସମୟରେ ଜଣେ ମତଦାତା…

୧ଟା ସୁଦ୍ଧା ରାଜ୍ୟରେ ୩୪ % ଭୋଟିଂ

ଭୁବନେଶ୍ବର()  ଓଡିଶାରେ ଦିନ ୧ଟା ସୁଦ୍ଧା ୩୪ପ୍ରତିଶତ ମତଦାନ ହୋଇଛି ।ତୃତୀୟ ପର୍ୟ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ତେବେ ଦିନ ୧ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ…

5 ବର୍ଷରେ ବିଜେପି ଲୋକଙ୍କ ବିଶ୍ବାସ ହରାଇଛି : ନବୀନ

ବାଲେଶ୍ବର / ଭଦ୍ରକ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରାପଡା ଓ ବାଲେଶ୍ବର ଗସ୍ତ ସହ ତଳ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭଦ୍ରକରେ ପ୍ରଚାର କରିଛନ୍ତି । ନିର୍ବାଚନୀ ସଭାରେ ସେ ସିଧାସଳଖ ଭାବେ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଥିଲେ । କେନ୍ଦ୍ର…

ଆସନ୍ତାକାଲି ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ଭୁବନେଶ୍ବର () ତୃତୀୟ ପର୍ଯ୍ୟାୟ ପାଇଁ ଗତକାଲି ସନ୍ଧ୍ୟାରୁ ସରିଛି ପ୍ରଚାର । ଆସନ୍ତାକାଲି ସକାଳ 7ଟାରୁ ଆରମ୍ଭ ହେବ ଭୋଟ ଗ୍ରହଣ । ତୃତୀୟ ପର୍ଯ୍ୟାୟରେ 6ଟି ଲୋକସଭା ଓ 42ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତୃତୀୟ ଦଫାରେ ହେଭିୱେଟଙ୍କ ଲଢେଇ ଭିତରେ 5ଜଣ ମନ୍ତ୍ରୀ ଓ 2ଜଣ ସାଂସଦଙ୍କ ଭାଗ୍ୟ…

ଯଦି ମହାରଥୀ ଗିରଫ ହେଲେ, ତେବେ ଧର୍ମେନ୍ଦ୍ର କାହିଁକି ବାଦ ପଡିଲେ ?

ଭୁବନେଶ୍ବର () ନିର୍ବାଚନ ଅଧିକାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଯଦି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୋଲିସ ଗିରଫ କଲା, ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ବାଦ ପଡିବେ  । ଆଜି ବିଜେଡିର ଏକ ପ୍ରତିନିଧି ଦଳ ଏହି ପ୍ରଶ୍ନ ଉଠାଇ…

ପିପିଲି ନିର୍ବାଚନ ଉପରେ ଫରକ ପକାଇବନି ମହାରଥୀଙ୍କ ଗିରଫ

ପିପିଲି ନିର୍ବାଚନ ଉପରେ ଫରକ ପକାଇବନି ମହାରଥୀଙ୍କ ଗିରଫ ।ମହାରଥୀଙ୍କ ଗିରଫ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ମହାରଥୀଙ୍କ ଗିରଫ କୌଣସି ବି…

ଅନନ୍ତଙ୍କୁ ମିଳିବ ଏସ୍କର୍ଟ ସୁରକ୍ଷା

ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓଙ୍କ ଗାଡି ଉପରେ ବୋମାମାଡ ହୋଇଥିଲା। ଏହି ଘଟଣାରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗୁରୁତର ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ଲାଗି ପୁଲିସ କର୍ମଚାରୀଙ୍କ ସହ ଏସକର୍ଟ ଗାଡ଼ି ଯୋଗାଇ ଦିଆଯିବ ବୋଲି କହିଛନ୍ତି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.