Odia News Portal

ପୁଟୁପଡ଼ା ଗାଁରେ ସଡ଼କ ଦୁର୍ଘଟଣା ବାଇକ ଆରୋହୀ ମୃତ

ବଙ୍ଗୋମୁଣ୍ଡା- ସିନ୍ଧେକେରା ଥାନା ଅନ୍ତର୍ଗତ ପୁଟୁପଡ଼ା ଗାଁରେ ସଡ଼କ ଦୁର୍ଘଟଣା । ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ । ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ପୁରୁଆଭାଡ଼ି ଗାଁର ରାଜିନ ଭୋଇ ।

ବିଜେପି ନେତା ଧନଞ୍ଜୟ କୁଲକର୍ଣ୍ଣିଙ୍କ ଦୋକାନରୁ ୧୮୦ରୁ ଊର୍ଧ୍ୱ ଅସ୍ତ୍ରଶସ୍ତ୍ର ଜବତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ ବିଜେପି ନେତା ଧନଞ୍ଜୟ କୁଲକର୍ଣ୍ଣିଙ୍କର ଏକ ଦୋକାନରୁ ବନ୍ଧୁକ, ଛୁରୀ ସମେତ ବହୁତ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଣ୍ୟାଣ କ୍ରାଇମ୍‌ ବ୍ରାଞ୍ଚ ଦୋମ୍ବିଭାଲିଠାରେ ଥିବା ଧନଞ୍ଜୟଙ୍କ ଦୋକାନରେ ଚଢ଼ଉ କରିବା ପରେ ଏହି…

ବିଜେପି ସଭାପତି ଅମିତ ଶାହ ସ୍ବାଇନ୍ ଫ୍ଲୁ, କଟକ ପାଣିକୋଇଲିରେ ହେବାକୁ ଥିବା ସମାବେଶକୁ ବାତିଲ

ନୂଆଦିଲ୍ଲୀ : ବିଜେପି ସଭାପତି ଅମିତ ଶାହ ସ୍ବାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଜି ରାତିରେ ତାଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତି କରାଯାଇଛି। ତାଙ୍କର ଚିକିତ୍ସା ଲାଗି ଏମ୍ସ ଡାଇରେକଟର ରଣଦୀପ ଗ‌ୁଲେରିଆଙ୍କ ନେତୃତ୍ବ‌େର ଏକ ଡାକ୍ତରୀ ଦଳ ଗଠିତ ହୋଇଛି। ମେଡିକାଲ ସୂତ୍ରରୁ ପ୍ରକାଶ ଯେ…

କ୍ରିଷନଙ୍କୁ ବିଏମସି ଭାର

ଭୁବନେଶ୍ୱର () ବିଏମସିକୁ ଫେରିଲେ କ୍ରିଷନ କୁମାର । 2014 ଜାନୁଆରୀ 17 ତାରିଖରେ ନବନିଯୁକ୍ତ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଶନର ପ୍ରଥମ ବୈଠକ ବସିଥିଲା । ଏହିଦୃଷ୍ଟିରୁ ଆଜି ବିଏମସିର କାର୍ଯ୍ୟକାଳ ଶେଷ ହୋଇଛି । କିନ୍ତୁ ପୌର ପରିଷଦର ସଂରକ୍ଷଣ ସମ୍ପର୍କିତ ବିବାଦ ସୁପ୍ରିମ କୋର୍ଟଙ୍କ…

ମଙ୍ଗ ଧରିଲେ ମାନସ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ ନିଯୁକ୍ତି ଦେଇଛନ୍ତି। ଏ ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିବୃତି ଜରିଆରେ ଏହି ସୂଚନା ଦେଇଛନ୍ତି।…

ନବୀନଙ୍କ ‘କାଳିଆ’ ସୁପରହିଟ୍

ଭୁବନେଶ୍ବର (): କାଳିଆ ଯୋଜନାରେ ହିତାଧିକାରୀ ତାଲିକାରେ ନାମ ସଂଯୋଗ ପାଇଁ ଜାନୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୬୫ ଲକ୍ଷରୁ ଅଧିକ ସଂଖ୍ୟକ ସବୁଜ ଫର୍ମ ସଂଗୃହିତ ହୋଇଛି । ଏହି ବିଶାଳ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ୧୪,୦୦୦ ରୁ ଅଧିକ ସଂଖ୍ୟକ ଡ଼ିଇଓଙ୍କୁ ବ୍ଳକସ୍ତରରେ…

ଉଦଘାଟିତ ହେଲା ‘ଓରାୟନ କ୍ରୀଡା ମହୋତ୍ସବ-୨୦୧୯

ଭୁବନେଶ୍ବର: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ନିଜସ୍ଵ ଖେଳାପଡ଼ିଆ ଠାରେ ଓରାୟନ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି।ଏହି ମହୋତ୍ସବ ରେ ଅନେକ କ୍ରୀଡା ଯେପରି କି ଭଳିବଲ, ବାସ୍କେଟ ବଲ, ଟେବୁଲ ଟେନିସ, କ୍ରିକେଟ ଏବଂ ଫୁଟ ସାଲ ଭଳି ଅନେକ ଆନ୍ତବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ହେବାର…

ଶାଶୂଘର ଲୋକେ ଦେହରେ ନିଆଁ ଲଗାଇ ମାରି ଦେଇଥିବା ଅଭିଯୋଗ

ସୁବର୍ଣ୍ଣପୁର: ଝିଅ ଥିଲାବେଳେ କେତେ ସ୍ୱପ୍ନ ଦେଖିଥିଲା। ସ୍ୱାମୀର ହାତ ଧରି ଶାଶୂଘରକୁ ଯିବ। ସୁଖର ସଂସାର କରିବ। ସେଥିପାଇଁ ଝିଅ ସାଜିଥିଲା ବଧୂ। ହେଲେ ଏହି ସୁନେଲି ସ୍ୱପ୍ନ ଅଧାରେ ରହିଗଲା। ନିର୍ଯାତନା ଦେଇ ଶାଶୂଘର ଲୋକେ ତା’ ଦେହରେ ନିଆଁ ଲଗାଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଏକ…

ଡ୍ୟାମ ନିକଟରେ କଲରାପତରିଆ ବାଘ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ରେଞ୍ଜ ମାଙ୍କଡ଼ଚୁଆ ଗାଁ ନିକଟରୁ କଲରାପତରିଆ ବାଘର ମୃତଦେହ ଠାବ । ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ନିକଟରେ ମୃତ ବାଘକୁ ଦେଖି ବନବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ବନ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କେଉଁ କାରଣରୁ ବାଘଟିର ମୃତ୍ୟୁ…

ମହିଳା ଓ ଶିଶୁ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା, ଆସନ୍ତୁ ଜାଣିବା

ଭୁବନେଶ୍ବର: ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଘୋଷଣା । ସିଡ଼ିପିଓ, ସବ୍-ଡ଼ିଭିଜନ୍ ଏବଂ ଜିଲ୍ଲା ସ୍ତରରେ ୯୩ଟି ନୂତନ ପ୍ରୋଗ୍ରାମ୍ ଅଫିସର ପଦବୀ ସୃଷ୍ଟି କରିବାକୁ ନିଷ୍ପତି ନିଆଯାଇଛି । ଏହାସହ ରାଜ୍ୟ ସ୍ତରରେ ଦୁଇଟି ଉପ ନିର୍ଦ୍ଦେଶକ ଏବଂ ଦୁଇଟି ଉପ-ସଚିବ ପଦବୀ ସୃଷ୍ଟି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.