Odia News Portal

୨୦୧୯ ନିର୍ବାଚନ ଲଢିବେ ନାହିଁ ଢେଙ୍କାନାଳର ଵିଜେଡି ସାଂସଦ !

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ଢେଙ୍କାନାଳ ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀ । ଏନେଇ ସେ ଅତିଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ସାଂସଦଙ୍କର ନିକଟତମ ମହଲରୁ ଏହି ଖବର ମିଳିଛି  । ମିଳିଥିବା ଖବର ଅନୁସାରେ, ତଥାଗତ…

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର : ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ। ଅପରାହ୍ନରେ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ନିର୍ବାଚନୀ ଇସ୍ତାହାର କେତେ ପାଳନ କରାଯାଇଛି ସେନେଇ ବୈଠକରେ ଆଲୋଚନା କରାଯିବ। ଏହାସହ…

ଆରଡି ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ଭୋର ୪ଟା ୪୦ରେ ଉଠିଲା ମହାଦୀପ

ଭଦ୍ରକ : ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଉତ୍ସବ ମୁଖର ହୋଇଉଠିଥିଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର। ଭୋର ୪ଟା ୪୦ ମିନିଟ୍‌ରେ ମନ୍ଦିର ଚୁଡାକୁ ଉଠିଥିଲା ମହାଦୀପ। ହରିବୋଲ ହୁଳୁହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ହଜାର ହଜାର ଶ୍ରଦ୍ଧାଳୁ…

ଆଜି ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ

ନାଗପୁର : ଆଜି ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ। ହାଇଦ୍ରାବାଦରେ ପ୍ରଥମ ଦିନିକିଆରେ ବିଜୟ ଲାଭ କରିବା ପରେ ଆଜି ଦ୍ୱିତୀୟ ଦିନିକିଆରେ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ସେପଟ ସିରିଜକୁ କମବ୍ୟାକ କରିବାକୁ ଚାହୁଁଥିବା…

ଏପ୍ରିଲରେ ବିବାହ କରିବେ ଅର୍ଜୁନ୍ ଏବଂ ମଲାଇକା !

ବିବାହ କରିବେ ଅର୍ଜୁନ କପୁର ଏବଂ ମଲାଇକା ଅରୋରା । ଦୀର୍ଘ ଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା । ଏବେ ଏହି ଚର୍ଚ୍ଚାରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । କାରଣ ଶୁଣିବାକୁ ମିଳୁଛି ଚଳିତ ବର୍ଷ ଏପ୍ରିଲ୍ ମାସରେ ଉଭୟ କରିପାରନ୍ତି ବିବାହ । ଆଉ ଏହି କଥାକୁ…

ଜାଗରରେ ପଦ୍ମ ପୋଖରୀରେ ଦୀପ ଜାଳିଲେ ବୈଜୟନ୍ତ

ଭୁବନେଶ୍ବର : ୯ମାସ ଧରି ଲାଗିରହିଥିବା ଚର୍ଚାର ପଡିଲା ଯବନିକା । ଶେଷରେ ବିଜେପି ର ପଦ୍ମ ଧରିଛନ୍ତି ବୈଜୟନ୍ତ ପଣ୍ଡା । ଆଜି ବିଦ୍ଧିବଦ୍ଧ ଭାବରେ ବିଜେପି ଦିଲ୍ଲୀ କାର୍ଯ୍ୟାଳୟ ରେ ଅମିତ ଶାହା ଙ୍କ ଉପସ୍ତିତି ରେ ଯୋଗ ଦେଇଛନ୍ତି ବୈଜୟନ୍ତ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଜୁଏଲ…

ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ସଲମାନ-ଐଶ୍ୱର୍ଯ୍ୟା : ୨୦ ବର୍ଷ ପରେ ଏକାଠି

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ସଲମାନ-ଐଶ୍ୱର୍ଯ୍ୟା। ଦୁହେଁ ବଲିଉଡର ଷ୍ଟାର ଫିଲ୍ମ ମେକର ସଜୟ ଲୀଲା ଭଂଶାଲୀଙ୍କ ଏକ ରୋମାଣ୍ଟିକ ପ୍ରୋଜେକ୍ଟରେ ଏକାଠି ହେବେ । ଫିଲ୍ମଟିର ନାଁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌-୨’ ହେବ ବୋଲି ଶୁଣିବାକୁ…

ନିର୍ବାଚନ ଜିତିବା ପାଇଁ ବିଜେପି ସରକାର ଏୟାର ଷ୍ଟ୍ରାଇକକୁ ହାତ ବାରିଶି କରିଛନ୍ତି : ସିଦ୍ଧୁ

ମୁମ୍ବାଇ : ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ଏବଂ ଟିଭି ସେଲିବ୍ରିଟି ନବଜ୍ୟୋତ ସିଂହ ସିଦ୍ଧୁ ‘ଦ କପିଳ ଶର୍ମା ଶୋ’କୁ ଫେରି ପାରନ୍ତି। ସିଦ୍ଧୁ ପୁଲଓ୍ବାମା ଆକ୍ରମଣର ଜବାବରେ ପାକିସ୍ତାନର ବାଳାକୋଟରେ କରାଯାଇଥିବା ଭାରତୀୟ ସେନାଙ୍କ ଏୟାରଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  ନିର୍ବାଚନ…

ରେଳ ପ୍ରକଳ୍ପ ପାଇଁ ବାଧକ ସାଜିଛନ୍ତି ରାଜ୍ୟ ସରକାର : ମନୋଜ ସିହ୍ନା

ଭୁବନେଶ୍ବର : ଓଡିଶାରେ ଦ୍ରୁତ ଗତିରେ ରେଳ ବିକାଶ ହୋଇଛି । ତେବେ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଥିବା ରେଳ ରାଷ୍ଟ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଆସି ଏଭଳି କହିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ  ମନୋଜ ସିହ୍ନା । ଇଷ୍ଟକୋଷ୍ଟ…

୨୪ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଗାମୀ ୨୪ ଘଣ୍ଟାରେ  ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଅପରାହ୍ନରେ ଉତ୍ତର ଓ ଉପକୂଳ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ମିଳିଛି ।  ତେବେ ବାଲେଶ୍ବର , ଭଦ୍ରକ, କେନ୍ଦୁଝର, କଟକ,…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.