Odia News Portal

୨୪ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଗାମୀ ୨୪ ଘଣ୍ଟାରେ  ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଅପରାହ୍ନରେ ଉତ୍ତର ଓ ଉପକୂଳ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ମିଳିଛି ।  ତେବେ ବାଲେଶ୍ବର , ଭଦ୍ରକ, କେନ୍ଦୁଝର, କଟକ,…

ସମ୍ବଲପୁର-ସାଲିମାର ଭାୟା ତାଳଚେରକୁ ଚାଲିବ ନୂଆ ଟ୍ରେନ୍‌ : ରେଳ ରାଷ୍ଟମନ୍ତ୍ରୀ ମନୋଜ ସିହ୍ନା

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ବହୁ ଘୋଷଣା କରିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ସମ୍ବଲପୁର-ସାଲିମାଲ ଭାୟା ତାଳଚେର ଦେଇ ଚାଲିବ ଟ୍ରେନ୍‌। ସପ୍ତାହକୁ ୩ଦିନ ଏହି ଟ୍ରେନ୍‌ ଗଡ଼ିବ। ସେହିପରି ରେଳମନ୍ତ୍ରୀ ଘୋଷଣା କରିଛନ୍ତି, ଗଣ୍ଡଓ୍ଵାନା ଏକ୍ସପ୍ରେସ୍‌ ଭାୟା…

ରାଜଧାନୀ ଏକ୍ସପ୍ରେସ୍‌କୁ ପୂରିଲା ୫୦ ବର୍ଷ : ଯାତ୍ରୀମାନଙ୍କୁ ଦିଆଗଲା ରସଗୋଲା ଓ ମାଛଭଜା

କୋଲକାତା: ବିଂଶ ଶତାବ୍ଦୀର ୬୦ ଦଶକରେ ବିଳାସ ଓ ବେଗରେ ଭାରତୀୟ ରେଳବାଇରେ ପରିବର୍ତ୍ତନ ଆଣିଥିବା ଦେଶର ପ୍ରଥମ ରାଜଧାନୀ ଏକ୍ସପ୍ରେସ୍‌କୁ ରବିବାର ଦିନ ୫୦ ବର୍ଷ ପୂରିଛି। ଏହି ସୁବର୍ଣ୍ଣ ଜୟନ୍ତୀ ଦିବସ ଅବସରରେ ହାଓଡ଼ା ଷ୍ଟେସନ୍‌ରୁ ପୁଷ୍ପବିମଣ୍ଡିତ ହୋଇ ବାହାରିଥିଲା ରେଳଗାଡ଼ି। ଇଷ୍ଟର୍ଣ୍ଣ…

୨୦୧୯ରେ ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ  : ଓଡିଶାରେ ସରକାର ଗଢିବା ସହିତ କେନ୍ଦ୍ରରେ ବି ବିଜେପି ଜିତିବ ବେ।ଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉଟଲୁକ୍ ମାଗାଜିନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୦୯ ଏବଂ ୨୦୧୪ ରେ ପରିସ୍ଥିତି ଅପେକ୍ଷା ୨୦୧୯…

ମାର୍ଶାଘାଇ ଗରଜଙ୍ଗା ଗାଁରେ ଛୁରାମାଡ

କେନ୍ଦ୍ରାପଡା : କେନ୍ଦ୍ରାପଡା ମାର୍ଶାଘାଇ ଥାନା ଗରଜଙ୍ଗା ଗାଁର ରାଜ କିଶୋର ମାହାଳିଙ୍କୁ ଛୁରାମାଡ । କେହି ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରି ଭୁସି ଗୁରୁତର ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ । ରାଜକିଶୋରଙ୍କର ତଳିପେଟ ଓ ବେକରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ପରେ…

ଥାନାରେ ପଶି ଆକ୍ରମଣ : ୪ ପୁଲିସ ଅଧିକାରୀ ଆହତ

ଭୁବନେଶ୍ବର : ଥାନାରେ ପଶି ଆକ୍ରମଣ । ବିଳମ୍ବିତ ରାତିରେ ଭୁବନେଶ୍ବର ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ପୋଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୋଲିସ ଅଟକାଇବାରୁ ଆକ୍ରମଣର ଶିକାର…

ତ୍ରିଶଳପୁର ଛକରେ ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ୧୧ ଆହତ

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ତ୍ରିଶଳପୁର ଛକରେ ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ୫ଜଣ ଗୁରୁତର ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି । ଆହତ ଓ ଗୁରୁତର ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତ ଯାତ୍ରୀମାନେ ପଶ୍ଚିମବଙ୍ଗ…

ଆସନ୍ତା ୧୦ ତାରିଖରେ ଘୋଷଣା ହେବ ନିର୍ବାଚନ ତାରିଖ !

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୧୦ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ସହ ସେହି ଦିନଠାରୁ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇପାରେ । ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ସଂକେତ…

ସାଲେପୁରରେ ‘ହନୁମାନ ପଇସା’ କାରବାର !

କଟକ : ସାଲେପୁର ସିଦ୍ଧୋରେ ଖୋଲିଥିବା ହନୁମାନ ପଇସା କୁଟିର ଶୀଳ୍ପ ଏବେ ସହରକୁ ମୁହାଁଇଲାଣି। ମାଫିଆମାନେ ମଙ୍ଗଳାବାଗ, ପୁରୀଘାଟ, ଚାନ୍ଦୀନଚୌକ ଅଞ୍ଚଳରେ ଏଭଳି ବେଆଇନ କାରବାର ଆରମ୍ଭ କଲେଣି। କ୍ରମାଗତ ଭାବେ ଲାଲବାଗ ଥାନା ଅଞ୍ଚଳର କିଛି ମାଫିଆ ଏବେ ନିର୍ଦ୍ଦିଷ୍ଟ େଵବ୍‌ସାଇଟ୍‌ରେ…

ଉତ୍ତରପ୍ରଦେଶର ଆମେଠିରେ ପ୍ରସ୍ତୁତ ହେବ ଏକେ-୨୦୩ ରାଇଫଲ : ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆମେଠିରେ ପ୍ରସ୍ତୁତ ହେବ ଏକେ-୨୦୩ ରାଇଫଲ । ଏହି ରାଇଫଲ ହେବ ଆମେଠିର ପରିଚୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆମେଠିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୩୮ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.