Odia News Portal

ରାଜସ୍ଥାନ ପାଇଲା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ବହୁ ପ୍ରତିକ୍ଷୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଅଧିÂିତ ହେବେ ଅଶୋକ ଗେହେଲଟ । ତାଙ୍କ ସହିତ ସଚିନ ପାଇଲଟ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗତ ୩ଦିନ ଧରି ଚାଲିଥିବା ମାରାଥନ କସରତ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଏହି ନିଷ୍ପତି ଘୋଷଣା…

ସୂର୍ଯ୍ୟଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

ଓଡିଶାରେ ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଅଭିଯୋଗ କରି ଯେଉଁ ପତ୍ର ଲେଖିଛନ୍ତି ତାହା ସମ୍ପୁର୍ଣୃୂ ଭ୍ରମାମ୍ôକ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଟୁଇଟ କରି ଶ୍ରୀ…

ଲଘୁଚାପ ବର୍ଷା ସମ୍ଭାବନା

ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାରେ ବର୍ଷା ସମ୍ଭାବନା ଦେଖାଦେଇଛି । ଯଦିଓ ଲଘୁଚାପ ଚେନ୍ନାଇ ଆଡକୁ ମୁହାଁଇଛି ତଥାପି ଏହାର ପ୍ରଭାବରେ ଅସନ୍ତା ୧୫ ତାରିଖରେ ଦକ୍ଷିଣ ଓଡିଶାର କୋରାପୁଟ, ନବରଙ୍ଗପୁର, ଜୟପୁର ଓ କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ…

ରାଜଭବନକୁ ଛାଡିଲାନି ପୋଲିସ

ରାଜଭବନ ଅଭିମୁଖେ ଯାଉଥିବା କୃଷକ ରାଲିକୁ ପୋଲିସ ନିକୋପାର୍କ ନିକଟରେ ଅଟକ ରଖିଛି । ଫଳରେ ଏହି ରାଲିରେ ଯାଉଥିବା କୃଷକ ମାନେ ରାଜରାସ୍ତା ଉପରେ ବସିରହିଛନ୍ତି । ଯାହାଫଳରେ ଆଚାର୍ଯ୍ୟ ବିହାରରୁ ଭୁବନେଶ୍ୱର ଭିତରକୁ ଚଳାଚଳ କରିବା ବନ୍ଦ ହୋଇଯାଇଛି । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହାର…

ସୁପ୍ରିମକୋର୍ଟରେ ରାଫେଲ୍ ଡିଲ୍ ପିଟିସନ ଖାରଜ

ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ କଂଗ୍ରେସ ଦାୟର କରିଥିବା ସମସ୍ତ ଆବେଦନ ଖାରିଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଫେଲ ବିବାଦରେ ସୁପ୍ରିମକକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ରାହୁଲଙ୍କୁ ନିଶାନା କରିଛନ୍ତି । ଏବଂ କହିଛନ୍ତି ଏହି ବିବାଦରେ…

ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୫ ଆହତ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆର୍ଏନ୍ ବେତଡ଼ା ପଞ୍ଚାୟତର ଗୋହିରାଣୀ ଗ୍ରାମରେ  ଅଭାବନୀୟ ଘଟଣା ଘଟିଛି। ଖେଳପିଡ଼ଆ ନିର୍ମ‌ାଣ ପାଇଁ ଦିଆଯାଇଥିବା କାର୍ଯ୍ୟାଦେଶକୁ ନେଇ ପୂର୍ବରୁ ଥିବା ବିବାଦରୁ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏପରି କି ପ୍ରତିପକ୍ଷ ସରପଞ୍ଚଙ୍କ ପୁଅ ଓ…

ଦାଦାଙ୍କୁ କୁମ୍ଭୀର ମୁହଁରୁ ବଚାଂଇଥିବାରୁ ପୁରସ୍କାର ପାଇବେ ଶିତୁ ମଲିକ

କୁମ୍ଭୀର ମୁହଁରୁ ଦାଦାଙ୍କୁ ବଂଚାଇଥିବାରୁ ଜାତୀୟ ସାହସିକତା ପୁରସ୍କାର ପାଇବେ ରାଜନଗରର ଶିତୁ ମଲିକ କୁମ୍ଭୀର ମୁହଁରୁ ବଂଚାଇଥିବାରୁ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗାଁର ଶିତୁ ମଲିକ । ଆସନ୍ତା ଜାନୁଆରୀ ୨୬…

ଟ୍ରେନ ତଳେ ଗଳି ଲାଇନ ପାର ବେଳେ ଚାଲିଲା ରେଳ. ସାଙ୍ଗକୁ ଭିଡି ଆଣିଲେ ୯ବର୍ଷର ଶ୍ରୀମତି ବଦ୍ରା

ତାଳଚେର : ସ୍କୁଲରୁ ଫେରିବା ବେଳେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ ଗଳି ରେଳ ଲାଇନ ପାର ହେଉଥିଲେ ଦୁଇ ଛାତ୍ରୀ। ହେଲେ ହଠାତ୍‌ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା। ଜଣେ ସାଙ୍ଗ ଟ୍ରେନ୍ ଚକ ତଳେ ଧକ୍କା ଖାଇ ଖସି ପଡ଼ିଥିଲେ। ଅନ୍ୟଜଣକ ତୁରନ୍ତ ତାଙ୍କ ହାତ ଧରି ଟାଣି ଆଣିଥିଲେ। ଡାହାଣ…

ମଧ୍ୟପ୍ରଦେଶ ଡ୍ରାମା ସରିଲା। ଏବେ ରାଜସ୍ଥାନ ଓ ଛତିଶଗଡ଼ ଚିନ୍ତାରେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଦିନ ତମାମ ହାଇଡ୍ରାମା କରିବା ପରେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲା। ତେବେ ଏଯାଏ ରାଜସ୍ଥାନ ଓ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେକଥା ଦଳର ହାଇକମାଣ୍ଡ ସ୍ଥିର କରିପାରିନାହାନ୍ତି। ଯାହା…

ରାସ୍ତା କଡ଼କୁ ଓଲଟି ପଡ଼ିଲା ଆମ୍ବୁଲାନ୍ସ

ଉଦଳା: ରୋଗୀ ଆଣିବାକୁ ଯାଉଥିବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଲା ୧୦୮ ଆମ୍ୱୁଲାନ୍ସ। ଏହି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାର ପଥରା ଛକ ନିକଟରେ।ଆମ୍ୱୁଲାନ୍ସଟି ଖୁଣ୍ଟାରୁ ଉଦଳାକୁ ରୋଗୀ ଆଣିବା ପାଇଁ ଯାଉଥିଲା। ହେଲେ ପଥରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.