Odia News Portal

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୧୧ତମ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ। ଭୁବନେଶ୍ୱର ଠାରୁ କୋଲକାତା ଓ କାମାକ୍ଷା ଅଭିମୂଖେ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହା ସହ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭବିଦାୟ ଜଣାଇବା…

ବରଯାତ୍ରୀ ଗାଡିକୁ ଧକ୍କା ଦେଲା ଟ୍ରକ୍ : ୨ ମୃତ, ୩ ଗୁରୁତର

କଳାହାଣ୍ଡି : ବର ଯାତ୍ରୀ ଗାଡି ଦୁଘର୍ଟଣାଗ୍ରସ୍ତ, ୨ ମୃତ, ୩ ଗୁରୁତର। ମଦନପୁର ରାମପୁର ଥାନା ଆମପଡା ଠାରେ  ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୱିଙ୍ଗରରେ ଯାଉଥିବା ବରଯାତ୍ରୀଙ୍କୁ ଟ୍ରକ୍ ଧକ୍କା ଦେଇଛି। ଗାଡିରେ ମୋଟ ୭ ଜଣ ଯାତ୍ରୀ ଥିଲେ। ଭବାନୀପାଟଣାରୁ ଭଞ୍ଜନଗର ଯାଉଥିଲେ । ମୃତକ ଦୁଇ ଜଣ…

୪ କ୍ବିଣ୍ଟାଲ ୫୮ କିଲୋଗ୍ରାମ ଗଞ୍ଜେଇ ଜବତ

ଲମତାପୁଟ : କୋରାପୁଟ ଲମତାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ପାଟ୍ରୋଲିଂ ବେଳେ ୪ କ୍ବିଣ୍ଟାଲ ୫୮ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଲମତାପୁଟ ମାଛକୁଣ୍ଡ ପୋଲିସ । ଗଞ୍ଜେଇ ଭର୍ତ୍ତି ମିନି ଭ୍ୟାନକୁ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ଗାଡି ଛାଡି ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଏହି…

ଧର୍ମେନ୍ଦ୍ରଙ୍କୁ ଵିଜେଡି ପଚାରିଲା ୨୦ ପ୍ରଶ୍ନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁ ଓଡ଼ିଶାରେ ୧.୩୬ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିବା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଆଜି ରାଜ୍ୟ ମୁଖ୍ୟାଳୟରେ ବିଜେଡି ଆଇଟି…

ସର୍କିଟ୍ ହାଉସରେ ମହାଶିବରାତ୍ରି ସମନ୍ୱୟ ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ଜାଗରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଆସନ୍ତା ମାର୍ଚ ୪ ତାରିଖ ଜାଗର ଯାତ୍ରା ସୁରୁଖୁରୁରେ ସମାପନ ପାଇଁ ଅନୁଷ୍ଠିତ ସମନ୍ୱୟ ବୈଠକରେ  ଏହି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଅନୁଷ୍ଠିତ ଏହି…

ଝାଡଖଣ୍ଡ ପୋଲିସକୁ ମିଳିଛି ସଫଳତା : ୨ ମାଓବାଦୀକୁ କଲେ ନିହତ

ଝାଡଖଣ୍ଡ : ଝାଡଖଣ୍ଡ ପୋଲିସକୁ ମିଳିଛି ଏକ ବଡ ଧରଣର ସଫଳତା  । ଓଡିଶା ସୀମାନ୍ତ ଗୁମଲା ନିକଟରେ ପୋଲିସ ସହ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି  । ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସୂଚନା ମୁତାବକ, ଆଜି ସୁରକ୍ଷାବାହିନୀ ପକ୍ଷରୁ ଗୁମଲା ଅଂଚଳରେ…

ଓଡିଶା ପ୍ରଦେଶ କଂଗ୍ରେସର ଟି.ଏସ ସିଂ ଦେଓ ହେଲେ ଅସ୍ଥାୟୀ ପ୍ରଭାରୀ

ଭୁବନେଶ୍ବର : ଛତିଶଗଡର ବରିଷ୍ଠ କଂଗ୍ରେସ ନେତା ଟି. ଏସ ସିଂ ଦେଓଙ୍କୁ ଓଡିଶା ପ୍ରଦେଶ କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଭାବେ ଏଆଇସିସି ନିଯୁକ୍ତ କରିଛି । ଏନେଇ ଏ ଆଇ ସିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜିତେନ୍ଦ୍ର ସିଂ ଏବେ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଛନ୍ତି ।…

ବିଶ୍ୱକପ ପୂର୍ବରୁ ଶକ୍ତି ପରୀକ୍ଷା ! ପ୍ରଥମ ଟି-ଟି-ଟ୍ୱେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ । ସୁପରସଣ୍ଡେରେ ହେବ ସୁପର ମୁକାବିଲା । ସଂଧ୍ୟା ୭ଟାରେ ବିଶାଖାପାଟଣାରେ ଖେଳାଯିବ ପ୍ରଥମ ଟି-ଟେ୍ଵଣ୍ଟି । ଏହା ପୂର୍ବରୁ ଉଭୟ ଦଳର ଖେଳାଳୀ ଝାଳବୁହା ଅଭ୍ୟାସ କରିଛନ୍ତି । ବିଶ୍ୱକପ ପୂର୍ବରୁ ଏହି ସିରିଜକୁ ଗୁରୁତ୍ୱ ଦିଆଯାଉଛି । ଏପଟେ ୩ ସପ୍ତାହ ପରେ…

୪୧ତମ ସବଜୁନିୟର ନ୍ୟାସନାଲ ଭଲିବଲ ଚମ୍ପିଅନସିପ ଉଦଘାଟିତ

ଭୁବନେଶ୍ବର, ( ଚକ୍ରଧର ମାଝି ) : ୪୧ତମ ସବଜୁନିୟର ନ୍ୟାସନାଲ ଭଲିବଲ ଚମ୍ପିଅନସିପ- ୨୦୧୯ ଉଦଘାଟିତ । କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଲ କୁମାର ଦେବ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଓଡିଶା ଭଲିବଲ ଆସୋସେସନ ଓ କିଟ ବିଶ୍ୱବିଦ୍ୟାଳୟର ମିଳିତ ପ୍ରୟାସରେ ଆରମ୍ଭ ହୋଇଛି…

ଆଡମିଟ କାର୍ଡରେ ତ୍ରୁଟି ଯୋଗୁଁ ମାଟ୍ରିକ ପରୀକ୍ଷା ଦେବାରୁ ମେଧାବୀ ଛାତ୍ରୀ ବଞ୍ଚିତ

ବାଲେଶ୍ୱର : ଆଡମିଟ କାର୍ଡରେ ତ୍ରୁଟି ଯୋଗୁଁ ମାଟ୍ରିକ ପରୀକ୍ଷା ଦେବାରୁ ମେଧାବୀ ଛାତ୍ରୀ ବଞ୍ଚିତ । ବୋର୍ଡ ପରୀକ୍ଷା ଦେଇନପାରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଳଦୀପଦା ଅଗ୍ରୱାଲା ବିଦ୍ୟାପୀଠର ଛାତ୍ରୀ ରବିନା ଖାତୁନା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଏନେଇ ବିଭାଗୀୟ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.