Odia News Portal

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍-ବୋଲେରୋ ମୁହାଁମୁହିଁ , ୩ ମୃତ, ୨ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳଠାରେ ଘଟିଛି ଦୁର୍ଘଟଣା । ଟ୍ରକ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକ ଘଟଣାସ୍ଥଳରେ…

ଅସୁସ୍ଥ ମାଈ ହାତୀର ମୄତ୍ୟୁ

ଆଠଗଡ: ଆଠଗଡ଼ ନରସିଂହପୁର ବାଲିକିଆରୀ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୄତ୍ୟୁ ହୋଇଛି । ହାତୀର ବୟସ ୫୦ ବର୍ଷ ହେବ । ଦୀର୍ଘଦିନ ହେଲା ମାଈ ହାତୀ ଅସୁସ୍ଥ ଥିଲା । ଚିକିତ୍ସାଧୀନ ଥିବା ବେଳେ ଅସୁସ୍ଥ ହାତୀର ମୃତ୍ୟୁ ହୋଇଛି । ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ରେଞ୍ଜ ପଶ୍ଚିମ ସଂରକ୍ଷିତ…

ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଳା ତାଲପଟିଆ ପଞ୍ଚାୟତକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳା । ତାଲପଟିଆ ସମର୍ଥା ମହିଳା ମଣ୍ଡଳ ପକ୍ଷରୁ ବେଆଇନ ମଦ ବିକ୍ରିକୁ ରୋକ ଲଗାଇବା ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି । ବିଭିନ୍ନ ଘର, ହୋଟେଲ ଏବଂ ଢାବାରେ ଚଢଉ କରି ଏକ କ୍ୱିଣ୍ଟାଲ ଦେଶୀ ମଦ…

ଗ୍ରୀନକାର୍ଡ କଥା କହି ପଦ୍ମ ଧରାଇଲେ

ଭୁବନେଶ୍ୱର () ରାଜ୍ୟ ବିଜେପିର ଆଜିର ଏକ ମିଶ୍ରଣ ପର୍ବରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ବୋଲଗଡ଼ ଅଂଚଳରୁ କିଛି ମହିଳାଙ୍କୁ ଗ୍ରୀନକାର୍ଡ ସମସ୍ୟାର ସମାଧାନ କରାଯିବ କହି ଭବନେଶ୍ୱର ଆଣି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିବାକୁ କୁହାଗଲା । ଆଜି ରାଜ୍ୟ କଂଗ୍ରେସର ପୂର୍ବତନ…

ସମଦୂରତ୍ୱ : ଜାତୀୟ ରାଜନୀତିରେ ସ୍ୱତନ୍ତ୍ର ନବୀନ 

ଭୁବନେଶ୍ୱର () ୨୦୦୦ ମସିହାରେ ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ମୂଳଦୁଆ ପକାଇଥିବା ବିଜେଡି, କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ପରେ ୨୦୦୯ରେ ବିଜେପି ହାତ ଛାଡିଥିଲା । ଯେଉଁଦିନ ବିଜେପି ଠାରୁ ଅଲଗା ହୋଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାକି ନିର୍ବାଚନ ମୈଦାନକୁ…

ଅଗାଡି ହୋଇପାରିନ୍ତି ଦଳଛଡା ନେତା

ଭୁବନେଶ୍ୱର : ଦ୍ରୁତ ଗତିରେ ବଦଳୁଥିବା ରାଜ୍ୟ ରାଜନୈତିକ ପାଣିପାଗରେ ଏବେ ଦଳଛଡାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନଙ୍କ ଭିତରୁ ଅଧିକାଂଶ ଭେଟେରାନ ହୋଇଥିବାରୁ ତାଙ୍କର ଗତିବିଧି ଉପରେ ଏବେ ସମସ୍ତଙ୍କ ନଜର । ଆଉ କିଛିଦିନ ମଧ୍ୟରେ ଯଦି ଏମାନେ କୌଣସି କୂଳରେ ନଲାଗିବେ ତେବେ ଧାଡିରେ ଥିବା…

ଯାତ୍ରୀଙ୍କ ସୁରକ୍ଷା ପାଇଁ ଜାହାଜକୁ ବାରଣ

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାରୁ ଏଠାକୁ ପର୍ଯ୍ୟଟକ ଜାହାଜ ଆସିବା ସମ୍ଭବପର ହେଲାନାହିଁ । ଏଥି ସହିତ ଏହି ବନ୍ଦରଟି ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ନିର୍ମାଣ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି । ସୂଚନା ଅନୁଯାୟୀ…

ବୋର୍ଡ ଏକାଦଶ ଦଳରେ ଓଡ଼ିଶାର ରାଜେଶ ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ରଣ୍‌ଜୀ ଦଳର ସଦସ୍ୟ ତଥା ପୂର୍ବରୁ ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ୍‌ ଦଳରେ ସ୍ଥାନ ପାଇଥିବା ରାଜେଶ ମହାନ୍ତି ବିସିସିଆଇର ବୋର୍ଡ ସଭାପତି ଏକାଦଶ ଦଳରେ ସ୍ଥାନ ପାଇଛନ୍ତି। ସେ ବର୍ତ୍ତମାନ ଭାରତ ଗସ୍ତରେ ଥିବା ଇଂଲଣ୍ଡ ଲାୟନ୍ସ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚ୍‌…

ବ୍ୟବସାୟୀଙ୍କୁ ଗୁଳିମାଡ କରି ୩ଲକ୍ଷ ୬ ହଜାର ଟଙ୍କା ଝାମ୍ପି ନେଇଗଲେ ଦୁର୍ବୃତ୍ତ

ବଲାଙ୍ଗିରରେ ଫୁଟିଲା ଗୁଳି  । ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବିବିନା ସ୍ଥିତ ମଦ ଭାଟିର ମ୍ୟାନେଜରକୁ ଗୁଳି ମାରିଲେ ଦୁର୍ବୁତ୍ତ  । ସୂଚନା ଅନୁଯାୟୀ ମ୍ୟାନେଜର ଓ ତାଙ୍କ ସହଯୋଗୀ ଆଜି ଦିନ ୧୨ଟା ବେଳେ ୩ଲକ୍ଷ ୬ହଜାର ଟଙ୍କା ନେଇଯାଉଥିବା ବେଳେ ଗଣପତ୍ରାପାଲି ନିକଟରେ ୩ଜଣ ଦୁର୍ବୁତ୍ତ…

ପୁଣି ଲଜ୍ଜା ! ସାଢ଼େ ୩ ବର୍ଷ ଝିଅକୁ ଦୁଷ୍କର୍ମ

ଅନୁଗୁଳ: ପୁଣି ଲଜ୍ଜା ବନ୍ତଳ ଥାନା ଅଞ୍ଚଳର ଜଣେ ସାଢ଼େ ୩ ବର୍ଷ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘରେ ରହୁଥିବା ଜଣେ ନାବାଳକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ୍।
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.