Odia News Portal

ଆସନ୍ତୁ ଜାଣିବା କେତେ ଖସିଲା ସୁନା ଓ ରୂପା ଦାମ୍

ନୁଆଦିଲ୍ଲୀ : ପୁଣି କମିଲା ସୁନା ଓ ରୂପା ଦର । ଦିଲ୍ଲୀ ସର୍ରାଫା ବଜାରରେ ସୋମବାର ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣଳଙ୍କାର ୪୧ ହଜାର ୪୫୬ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ମଙ୍ଗଳବାର ଏଥିରେ ସିଧା ୧୬୨ ଟଙ୍କା ହ୍ରାସ ହୋଇଛି। ଫଳରେ ଏବେ ପ୍ରତି ୧୦ ଗ୍ରାମ ସୁନାଦର ୪୧ହଜାର ୨୪୯ ଟଙ୍କାରେ…

ଆଜି ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ରତ୍ନସିଂହାସନ ପୁଷ୍କରିଣୀରେ ପରିଣତ ହେବ। ପଦ୍ମ ଫୁଲ ଫୁଟିବ । ହଂସରାଳି ଖେଳିବେ । ପ୍ରସ୍ଫୁଟିତ ବିଶାଳ ପଦ୍ମର କେଶର ଭାଗରେ କଳା ଶ୍ରୀମୁଖ ଶୋଭାପାଇବ । ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ…

ପୋଷ୍ଟ ଅଫିସରେ ଆରମ୍ଭ ହେଲା ନୂଆ ଯୋଜନା, ଆସନ୍ତୁ ଜାଣିବା ..

ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ଡାକ ବିଭାଗ ଉତ୍ତର ପ୍ରଦେଶରେ ସାଧାରଣ ଜନତାଙ୍କ ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ସେବା ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଲୋକଙ୍କୁ ଫାଇଦା ହେବ। ଏଥିରେ ଆଧାର ସେବା ସହ ମୋବାଇଲ, ଡିଟିଏଚ୍‌ ରିଚାର୍ଜ, ପେନ୍‌ସନ ସେବା ସହ ବସ୍‌ ଓ ଉଡ଼ାଜାହଜ ଯାତ୍ରା…

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ଶାଙ୍କୁଚ, ଦେଖିବାକୁ ଲୋକଙ୍କ ଭିଡ଼

ବାଲେଶ୍ବର :  ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ଶାଙ୍କୁଚ । ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ମାଛଧରା ବନ୍ଦରରେ ଆଜି ଏହି ଶାଙ୍କୁଚ ଦେଖିବାକୁ ମିଳିଥିଲା । ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥିବା ବେଳେ ଶାଙ୍କୁଚଟି ଜାଲରେ ପଡ଼ିଥିଲା । ବୋଟ୍‌ରୁ ଓହ୍ଲାଇ କୂଳକୁ ଆଣିବା ପରେ…

ତପ୍ତପାଣି ଘାଟି ତଳକୁ ଖସିଲା ବସ୍‌, ୭ ମୃତ୍ୟୁ, ୪୦ ଆହତ

ଘାଟିରୁ ଓଲଟିଲା ବସ୍‌। ଗଞ୍ଜାମ ତପ୍ତପାଣି ଘାଟି ପାଳୁଖୁରା ନିକଟରେ ବ୍ରିଜ ତଳକୁ ଖସିଲା ବସ୍‌। ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବ୍ରହ୍ମପୁର ଓ ଦିଗପହଣ୍ଡି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଯାତ୍ରୀ ବସ୍‌ ତଳେ ଚାପି ହୋଇ…

ଭାରସାମ୍ୟ ହରାଇ କୂଅକୁ ଖସିଲା ଯାତ୍ରୀବାହୀ ବସ

ମହାରଷ୍ଟ୍ର: ଯମ ଜଗିଥିଲା କୂଅ ଭିତରେ । ଭାରସାମ୍ୟ ହରାଇ କୂଅକୁ ଖସିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ର ନାସିକରେ ଏଭଳି ଛାତିଥରା ଖବର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ…

ସିରିଜ କବଜା କରିବା ଲକ୍ଷ୍ୟରେ ଭାରତ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି ଖେଳାଯିବ । ହାମିଲଟନରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଭାରତ ଏହି ମ୍ୟାଚ୍‌ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । ଏହି ବିଜୟ ସହ ଭାରତ ପ୍ରଥମ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଗଜକେଶରୀ ଯୋଗ କେତୁଯୁକ୍ତରୁ ସମ୍ମାନଜନକ ସ୍ଥିତିରେ ରହିଲେ ମଧ୍ୟ ସାଧାରଣ ବ୍ୟତିକ୍ରମ ସୃଷ୍ଟିହେବ। ଶନି ଦୃଷ୍ଟ ଚନ୍ଦ୍ର ହେତୁ ବୃଥା ସନ୍ଦେହ ଜନିତ ଅନ୍ୟମନସ୍କ ଯୋଗୁ ମନ ବିଚଳିତ ରହିପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ ଏବଂ ଅଭାବ ପୂରଣ ଦିଗରେ…

ବୈଜ୍ଞାନିକ ମାନେ ମହାକାଶ ଗଲେ ମାସ ମାସ ଧରି ଖାଇବେ କଣ , ଜାଣନ୍ତୁ

ଇସ୍ରୋ ଦ୍ଵାରା ଭାରତ ନିଜର ପ୍ରଥମ ଗଗନଯାନ ମହାକାଶକୁ ପଠାଇବ । ଇସ୍ରୋ ପାଇଁ ଗଗନଯାନରେ ମହାକାଶ ଯାତ୍ରୀଙ୍କୁ ପଠାଯିବା ସହିତ ସୁରକ୍ଷିତ ଭାବରେ ସେମାନଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଏକ ଚ୍ୟାଲେଞ୍ଜ ହୋଇଛି । ଏହି ମିଶନ ପାଇଁ ୪ ଜଣ ଭାରତୀୟ ଙ୍କୁ ଇସ୍ରୋ ବାଛିଚି । ସୂଚନା ଅନୁସାରେ…

ପେଟିଏମ ଆରମ୍ଭ କଲା ନୂଆ ସେବା, ଏଣିକି ଆଗୁଆ ମିଳିବ ସିକ୍ୟୁରିଟି ଆଲର୍ଟ

ନୂଆଦିଲ୍ଲୀ()  ନିଜ ଗ୍ରାହକଙ୍କୁ ଠକଙ୍କ ଠାରୁ ବଞ୍ଚାଇବାକୁ ପେଟିଏମ ବଡ ପଦକ୍ଷେପ ନେଇଛି । ପେଟିଏମ ପେମେଣ୍ଟ ବ୍ୟାଙ୍କ୍ ତରଫରୁ ଗୃହ ମନ୍ତ୍ରଣାଳୟ, ଟ୍ରାଇ ଓ ‘ସିଇଆରଟି-ଇନ’କୁ ୩୫୦୦ ଫୋନ ନମ୍ବର ଦେଇଛି । ଯେଉଁ ଫୋନ୍ ନମ୍ବରରୁ ଗ୍ରାହକଙ୍କୁ କଲ୍ କରି ଠକୁଛନ୍ତି କିଛି ଅନଲାଇନ୍ ଠକ ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.