Odia News Portal

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସମଲେଶ୍ୱରୀ ମନ୍ଦିର

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଯାଇ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ମା’ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟ କରଣ ସହିତ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ଏବଂ ଖୁବଶୀଘ୍ର ଏଥିପାଇଁ…

କଳିଙ୍ଗ ଷ୍ଟାଡିୟମରେ ୨୪ରୁ ଅଲ୍ ଓଡିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ବର : ଆସନ୍ତା ଜାନୁଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ସପ୍ତମ ଅଲ୍ ଓଡିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ ଟେନିସ୍ କମ୍ପ୍ଲେକ୍ସ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ସ୍ଥାନୀୟ ହୋଟେଲ ପ୍ରେସିଡେନ୍ସିଠାରେ “ଏସିଇ ଟେନିସ୍‌ କ୍ଲବ୍‌” ପକ୍ଷରୁ ଏକ…

ଏହି ଫିଲ୍ମକୁ ୩ସେନା ମୁଖ୍ୟ ଦେଖିଲେ ଏକାଠି, ଜାଣନ୍ତୁ କାହିଁକି

ମୁମ୍ବାଇ()  ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ୍ ଓ୍ବାରିୟର’ ବକ୍ସ ଅଫିସ୍ରେ ଏବେ ଧମାଲ୍ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ୟ୍ୟନ୍ତ ତାନାଜୀ ୧୬୭. ୪୫ କୋଟି ଟଙ୍କା ଆୟ କରିସାରିଛି। ଅନ୍ୟପଟେ…

ଫେବୃଆରୀ ୧୮ରେ ରାଜ୍ୟ ବଜେଟ

ଭୁବନେଶ୍ୱର() ଫେବୃଆରୀ ୧୮ରେ ଆଗତ ହେବ ରାଜ୍ୟ ବଜେଟ । ଫେବୃଆରୀ ୧୪ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ୧୪ରେ ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଅଭିଭାଷଣ ଦେବା । ତେବେ ୨ଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ ଅଧିବେଶନ । ଏପ୍ରିଲ ୯ରେ ସରିବ ବଜେଟ ଅଧିବେଶନ ।୧୪ରୁ ୨୯ ଫେବ୍ରୁଆରୀ…

ଏଣିକି ଚାକିରୀ ଆବେଦନ କଲାବେଳେ ଦେବାକୁ ପଡିବନି ଜାତି ପ୍ରମାଣପତ୍ର

ଭୁବନେଶ୍ୱର() ଏଣିକି ସରକାରୀ ଚାକିରି ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଆଉ ଦେବାକୁ ପଡିବ ନାହିଁ ଜାତି ପ୍ରମାଣପତ୍ର କିମ୍ୱା ଆବାସିକ ପ୍ରମାଣପତ୍ର । ଏହି ନୂତନ ନିୟନ ପରେ ଯଦି ପ୍ରାର୍ଥୀ ପ୍ରଥମ ପର୍ୟ୍ୟାୟରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଚୂଡ଼ାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣପତ୍ର…

ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ

ବରଗଡ() ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ । ଦିନିକିଆ ବରଗଡ଼ ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ବରଗଡ଼ ଜିଲ୍ଲା ଯାଇଛନ୍ତି । ଜାମାଦାରପାଲୀ ଏଆର ଷ୍ଟ୍ରିପରେ ଦିନ…

ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇନଥିବାରୁ କରାଯିବ ପୁର୍ନବିଚାର: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର () ବଦଳିଲା +୨ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ୍ ନିଷ୍ପତି । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଲେ, । ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଲେ, ପିଲା ମାନେ ପ୍ରସ୍ତୁତ ହୋଇନଥିବାରୁ ଏହି ନିଷ୍ପତିରେ କରାଯିବ ପୁର୍ନବିଚାର । ଆସନ୍ତାବର୍ଷରୁ ହେବ ଲାଗୁ ।…

ରାଜଧାନୀରେ ପୁଣି ରାତି ଅଧରେ ଆତଙ୍କରାଜ

ଭୁବନେଶ୍ୱର : ରାଜଧାନୀରେ ପୁଣି ରାତି ଅଧରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ । ଦାଦାବଟି ପାଇଁ ସିଜୁଆ ଏମ୍‌ସ ରାସ୍ତାରେ ଥିବା ଏକ ଔଷଧ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରି ପକାଇଛନ୍ତି । ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ…

ଶିବ ଓ ଅଶୋକଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର : ରାଜ୍ୟ ଓ ଦେଶକୁ ପାରା ବ୍ୟାଡ୍‌ମିଣ୍ଟନ୍‌ କ୍ଷେତ୍ରରେ ସଫଳ ଖେଳାଳି ପ୍ରଦାନ କରିଥିବା କୋଚ୍‌ ଶିବ ପ୍ରସାଦ ଦାସଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର । ୨୦୧୯ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଜଣେ କ୍ରୀଡ଼ାବିତ ଓ ବରିଷ୍ଠ କ୍ରୀଡ଼ା…

ସୁରତରେ ଏକ ୧୦ମହଲା କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ସୁରତ : ଗୁଜରାଟର ସୁରତରେ ଭୟାବହ ଅଗ୍ନିକାଣ୍ଡ। ଏକ ୧୦ମହଲା କପଡ଼ା ମାର୍କେଟରେ ନିଆଁ ଲାଗିବା ପରେ ଏହା ସମଗ୍ର କୋଠାକୁ ବ୍ୟାପୀ ଯାଇଛି। ନିଆଁକୁ ଆୟତ୍ତ କରିବାକୁ ୫୦ରୁ ଅଧିକ ଦମକଳ ବାହିନୀ ମୂତୟନ ହୋଇଛନ୍ତି। ରଘୁବୀର ଟେକ୍‌ସଟାଇଲ ମାର୍କେଟରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.