Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ର ରାଶଧ୍ୟାଧିପ ମଙ୍ଗଳ ନକ୍ଷତ୍ରସ୍ଥ ହୋଇ ତୃତୀୟ ଏକାଦଶସ୍ଥ କାରଣରୁ ମନ ଅନୁଯାୟୀ କୈାଣସି କାମ ହୋଇପାରିବ ନାହିଁ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଧ୍ୟାପନା, ଆନୁଷ୍ଠାନିକ କାମ, ପ୍ରଶାସନିକ…

ରେଳ ଦୁର୍ଘଟଣା ଘଟଣା: ୪ ସସପେଣ୍ଡ

କଟକ() କଟକ ନିର୍ଗୁଣ୍ଡି ଶାଳଗାଁ ନିକଟରେ ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ଘଟଣାରେ ୪ ରେଳ କର୍ମଚାରୀ ସସପେଣ୍ଡ ହୋଇଥିବା ପୂର୍ବତଟ ରେଲୱେ ସୂଚନା ଦେଇଛନ୍ତି । ନିର୍ଗୁଣ୍ଡି ଷ୍ଟେସନ ଡେପୁଟୀ ଷ୍ଟେସନ ମ୍ୟାନେଜର ସସପେଣ୍ଡ ହେବା ସହ ମାଲବାହୀ ଟ୍ରେନ ଗାର୍ଡ ଏବଂ ଏଲଟିଟି ଟ୍ରେନରର ୨ ଡ୍ରାଇଭର…

ନାଚଠୁ ଅଧିକ ଚର୍ଚ୍ଚାରେ ତାରାଙ୍କ କଷ୍ଟ୍ୟୁମ

ଜୟପୁର () ତେଲୁଗୁ ସଂପ୍ରଦାୟର ପୋଙ୍ଗଲ ପାଳନ ସାଂସ୍କୃତିକ ଉତ୍ସବରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ଜୟପୁର ବିଧାୟକ,ଟାଉନ ଥାନା ଅଧିକାରୀ ପ୍ରମୁଖ ସାମିଲ ହେ।ଇ ଉତ୍ସବରେ ରଙ୍ଗ ଭରିଦେଇଥିଲେ । ହେଲେ ସବୁଠାରୁ ହଟକେ ଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତେଲୁଗୁ କଳାକାରଙ୍କ…

ରାନୁ ମଣ୍ଡଳଙ୍କ ସହ ସମୁଦ୍ର କୂଳରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର() ଅଭିନେତ୍ରୀ ନତାସା ଷ୍ଟେନକୋଭିକ୍ଙ୍କ ସହ ନିକଟରେ ଏନଗେଜମେଣ୍ଟ କରିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ସେମାନଙ୍କ ଏନଗେଜମେଣ୍ଟର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ତାଙ୍କୁ ଫ୍ୟାନ୍ସ ଖୁବ ଟ୍ରୋଲ କରୁଛନ୍ତି। ତେବେ ଫ୍ୟାନ୍ସ ଏଥିରୁ…

ବିଏସଏନଏଲର ନୂଆ ପ୍ରିପେଡ ପ୍ଲାନ ଅଫର

ନୂଆଦିଲ୍ଲୀ () ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ ।ଅଫର ଅନୁଯାୟୀ, ୧୩୧୨ ଟଙ୍କାରେ ମିଳୁଥିବା ଟ୍ୟାରିଫ ପ୍ଲାନ ୧୧୧୧ ଟଙ୍କାରେ ପାଇପାରିବେ ୟୁଜର୍ସ । ଯାହାର ଅବଧି ୩୬୫ ଦିନ ରହିବ । ଏହି ପ୍ଲାନରେ ଭଏସ କଲିଂ ସହ ଡାଟାର ମଧ୍ୟ ସୁବିଧା ପାଇପାରିବେ ୟୁଜର୍ସ । ବିଏସଏନଏଲର ଏହି ନୂଆ ପ୍ଲାନରେ…

ସ୍ୱାଧିକାର ସ୍ୱନକ୍ଷତ୍ର ବିଶେଷାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ସ୍ୱାଧିକାରର ୭ମ ବାର୍ଷିକ ଉତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଦୈନିକ ସ୍ୱାଧିକାରର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ସ୍ୱାଧିକାରର ଉନ୍ନତି ସହ ଏହାର ଶୁଭକାମନା କରିଛନ୍ତି । ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଏହି…

ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର() ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ସହମତି ଭିତ୍ତିରେ ସମୀର ହେଲେ ରାଜ୍ୟ ବିଜେପିର ମୁଖିଆ । କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ଓ ରାଜ୍ୟ ପରିଷଦ ନେତାମାନେ ଶ୍ରୀ ମହାନ୍ତିଙ୍କ ନାଁରେ ମୋହର ମାରିଥିବା ସୂଚନା ମିଳିଛି।…

ଐତିହ୍ୟ ପ୍ରକଳ୍ପ ନକ୍ସାର ଲୋକାର୍ପଣ

ପୁରୀ () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ ତାଳବଣିଆ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଷଷ୍ଠସ୍ଥ ଶୁଭଚନ୍ଦ୍ର ପ୍ରଭାବରେ ଖର୍ଚ୍ଚାନ୍ତ ହେବେ ସିନା ଅଟକି ରହିଥିବା କାମଗୁଡିକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଲାଗି ରହିବ। ଜମିଜମା, କଳ କାରଖାନା, ଜଳ,…

ମେଗା ମହିଳା ଡିଲରସିପ୍ ସମ୍ମେଳନ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ (ଆଇସିସି) ଦ୍ୱାରା ଏକ ଷ୍ଟେଟ୍ଚା ପ୍ଟରରେ ଗଠନ କରାଯାଇଥିବା ଆଇସିସି ୱିମେନ୍ସ ଏଟଂରପି୍ରନୁ୍ୟଅର୍ସିପ୍ କମିଟି (ଆଇଡବ୍ଲୁ୍ୟଇସି)କୁ ଉଦ୍ଘାଟନ କରିଛନ୍ତି । ଏହି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.