Odia News Portal

ମାର୍କେଟ ବିଲ୍ଡିଂ ଘଟଣା, ଆଉ ୪ ନାବାଳକ ଗିରଫ

ଭୁବନେଶ୍ୱର : ମାର୍କେଟ୍‌ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ଆଉ ୪ ଗିରଫ। ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୪ ନାବାଳକଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ନାବାଳକ ମଧ୍ୟରେ ଅଛନ୍ତି କଲେଜ ଛାତ୍ର। ଗତକାଲି ୧୮ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ…

ଦୁଇ ଆତଙ୍କବାଦୀଙ୍କ ସହ ଡିଏସ୍‌ପି ଗିରଫ

ଜମ୍ମୁ କଶ୍ମୀର କୁଲଗାମରେ ଦୁଇ ଆତଙ୍କବାଦୀଙ୍କ ସହ ଡିଏସ୍‌ପି ଗିରଫ । ଆତଙ୍କବାଦୀଙ୍କୁ ନିଜ ଗାଡିରେ ନେବା ଅଭିଯୋଗରେ ଗିରଫ କରାଯାଇଛି । ଗାଡ଼ି ଭିତରୁ ଆତଙ୍କବାଦୀ ସଂଗଠନର ହିଜିବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ନଭିଦ ଓ ତାର ସହଯୋଗୀ ଆସିଫ୍‌କୁ ଗିରଫ କରାଯାଇଛି । ଏହା ସହ ଡିଏସ୍‌ପିଙ୍କ ଗାଡ଼ିରୁ…

ବନ୍ଦ ହେବ Windows 7

ବର୍ତ୍ତମାନ ସମୟରେ ଘରଠାରୁ ଆରମ୍ଭ କରି ଅଫିସ ଆଦିରେ Windows 7 ର ବ୍ୟବହାର କରାଯାଉଛି । ଏହାର ଅପରେଟିଙ୍ଗ ଅନ୍ୟ ସମସ୍ତ ଅପେକ୍ଷା ସରଳ ହୋଇଥିବାରୁ ଏହାକୁ ବ୍ୟବହାର କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି ।ଏହାବାଦ ମାଇକ୍ରୋସଫ୍ଟ କମ୍ପାନୀ ନିଜ ୟୁଜର୍ସ ମାନଙ୍କୁ ସୁବିଧା ଦେବା ପାଇଁ…

ଭୁଲ ଚିକିତ୍ସାରେ ଚାଲିଗଲା ଜୀବନ

ବାଲେଶ୍ୱର : ଭୁଲ ଚିକିତ୍ସାରେ ଚାଲିଗଲା ବାଳକର ଜୀବନ । ବାଲେଶ୍ୱର ଭିମୁଳିଆ ଥାନା ଅଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଡା ଗାଁର ବିନୋଦ ସାହାଣୀଙ୍କ ୧୧ ବର୍ଷର ବାଳକ ଅମିନ୍‌ ହଠାତ୍‌ ବାନ୍ତି କରିଥିଲେ । ବିନୋଦ ଅଡା ବଜାରରେ ଥିବା ଏକ ମେଡିସିନ୍‌ ଦୋକାନକୁ ଯାଇ ଦୋକାନିଙ୍କ ପରାମର୍ଶ…

ଡକାୟତି ଯୋଜନାବେଳେ ଚଢଉ କଲା ପୋଲିସ, ୬ ଗିରଫ

ବ୍ରହ୍ମପୁର :  ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ଚଢାଉ । ଡକାୟତି ଯୋଜନା ସମୟରେ ଜାତୀୟ ରାଜପଥ ୧୫୭ ସୋମନାଥପଲ୍ଲୀ ଢାବା ନିକଟରେ ଚଢାଉ କଲା ଗାଙ୍ଗପୁର ପୋଲିସ । ଶନିବାର ସକାଳେ ଚଢାଉ କରି ୬ ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୪ଟି ଜୀବନ୍ତ ବୋମା,  ଗୋଟିଏ ଖଣ୍ଡା,…

ସ୍ୱାମୀଙ୍କ ସହ ଥାଇଲାଣ୍ଡ ମନ୍ଦିରରେ ସନ୍ନି

ମୁମ୍ବାଇ :  ସନ୍ନି ଲିଓନୀ ଏବେ ଥାଇଲାଣ୍ଡରେ ନିଜ ପତି ଡାନିଏଲ ଓ୍ୱେବରଙ୍କ ସହ ଛୁଟି କଟାଉଛନ୍ତି। ଅଭିନେତ୍ରୀଜଣଙ୍କ ଏହି ଟ୍ରିପକୁ ଭଲରେ ମାନଉଛନ୍ତି। ଏହି ସମୟରେ ସେ ମନ୍ଦିର ମଧ୍ୟ ଯାଇଛନ୍ତି। ମନ୍ଦିରରେ ସନ୍ନି କିଛି ଫଟୋ ସେୟାର ମଧ୍ୟ କରିଛନ୍ତି। ଫଟୋ ସେୟାର କରି ସନ୍ନି ଲେଖିଛନ୍ତି ଯେ,…

୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

କନ୍ଧମାଳ: ଗାଁକୁ ଆସିପାରିଲାନି ଆମ୍ବୁଲାନ୍‌ସ। ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ସୁସାଭଟା ଗାଁରେ ଦେଖିବାକୁ ମିଳିଛି ଏହି କରୁଣ ଦୃଶ୍ୟ। ଗାଁର କୃଷ୍ଣ ମାଝିଙ୍କ ସ୍ତ୍ରୀ ନିୟମ ଦେଇ ମାଝିଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ…

ମାଡ ଭୟରେ ଥରିଲେଣି ସେସୁ କର୍ମଚାରୀ

ଭୁବନେଶ୍ୱର : ସେସୁ ସିଇଓ ନାଲିଆଖି ଦେଖାଇ ଲାଇନ୍‍ କାଟିବାକୁ ସଜବାଜ ହେଉଥିବାବେଳେ ସେସୁ ଅଧିନରେ କାର୍ଯ୍ୟରତ କିନ୍ତୁ ମାଡ ଭୟରେ ଥରିଲେଣି । ଗାଁକୁ ଯାଇ ଖୁଣ୍ଟରେ ଚଢି ଲାଇନ୍‍ କାଟିଲେ କି ଅବସ୍ଥା ହେବ ତାହା କେବଳ ସେମାନେ ଜାଣିଛନ୍ତି । କେହି ପିଠିରେ ପଡିବେନି । ପୁଲିସ୍‍ ଠିଆକରି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ସ୍ବଗୃହୀ ଚନ୍ଦ୍ର ପ୍ରଭାବରୁ ପରିବାର ଓ କର୍ମକ୍ଷେତ୍ର ଶୃଙ୍ଖଳିତ ରହିବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଖର୍ଚ୍ଚଭାର ବୃଦ୍ଧି,…

ଚମ୍ପଟ ମାରିଥିବା ଅଭିଯୁକ୍ତ ଆଲୋକକୁ ଧରିଲା ପୋଲିସ

କଟକ : ଆଇସିୟୁରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବଡ଼ମେଡିକାଲ ଆଇସିୟୁରୁ ଫେରାର୍‌ ଆଲୋକ ସାହୁକୁ ଧରିଲା ପୋଲିସ । କଟକ ପିଠାପୁର ଅଞ୍ଚଳରୁ ତାକୁ ଧରାଯାଇଛି । ମଦ ବ୍ୟବସାୟ ଅଭିଯୋଗରେ ରଘୁନାଥପୁର ଥାନା ପୋଲିସ ଆଲୋକକୁ ଥାନାକୁ ଆଣିଥିଲା। ତେବେ ସେ ଥାନା ଭିତରେ ଫିନାଇଲ ପିଇଦେଇଥିଲା ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.