Odia News Portal

ରାସ୍ତାକଡ଼କୁ ଖସିପଡିଲା କାର୍ : ଜଣେ ମୃତ, ଜଣେ ଗୁରୁତର

ବାଲିପାଟଣା : ଜିରୋ ନାଇଟ୍ ରେ ଦୁର୍ଘଟଣା । ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ କାରଟି ରୋଡ୍ ଡିଭାଇଡରରେ ପିଟିହୋଇ ରାସ୍ତାକଡ଼ ନୟନଜୋରି ମଧ୍ୟରେ ପଶିଯାଇଛି । ଦୁର୍ଘଟଣାରେ ଜଣଙ୍କର…

୨୦୨୦ରେ କରିବେ ଏହି ଷ୍ଟାରମାନେ ବଲିଉଡରେ ଡେବ୍ୟୁ

ମୁମ୍ବାଇ : ବଲିଉଡ ପ୍ରତି ବର୍ଷ ଯୁବପ୍ରତିଭାଙ୍କୁ ସୁଯୋଗ ଦେଇଥାଏ। ୨୦୧୯ରେ ମଧ୍ୟ ଅନେକ ନୂଆ ଚେହେରା ବଲିଉଡରେ ଏଣ୍ଟ୍ରି କରିଥିଲେ ଏବଂ ଏହି ଧାରା ୨୦୨୦ଯାଏଁ ଜାରି ରହିବ। ୨୦୨୦ରେ ମଧ୍ୟ ଅନେକ ନୂଆ ଚେହେରା ସିଲଭର ସ୍କ୍ରିନରେ ନିଜର ପ୍ରତିଭା ଦେଖାଇବେ। ଏମାନଙ୍କ ମଧ୍ୟରୁ ଷ୍ଟାରକିଡଙ୍କଠୁ…

ଏଣିକି ଅନଲାଇନରେ ଦେଇହେବ କିସ

ଭୁବନେଶ୍ୱର() ସମୟ ଥିଲା ଯେତେବେଳେ ପ୍ରେମିକ ପ୍ରେମିକା ନିଜ ମନକଥାକୁ ପାରା ଜରିଆରେ ପରସ୍ପର ପାଖକୁ ପଠାଉଥିଲେ। ପରେ ବିଜ୍ଞାନର ଅଗ୍ରଗତି ଫଳରେ ଫୋନର ପ୍ରସାର ହେଲା। ଦିନକୁ ଦିନ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଲା। ଏହା ପରେ ସୋସିଆଲ ନେଟ୍ଓ୍ୱାର୍କିଂର ସହାୟତାରେ ଅନଲାଇନ୍ ଭିଡ଼ିଓ କଲିଂ…

ମହାଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର, ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ : ନୂଆବର୍ଷରୁ ଅର୍ଥାତ ଜାନୁଆରୀ ୧ ତାରିଖରୁ ରୋଷେଇ ଗ୍ୟାସ ଦର ବଢିଯାଇଛି । ଦେଶର ପ୍ରମୁଖ ମହାନଗରୀ ଗୁଡିକରେ ରନ୍ଧନ ଗ୍ୟାସ ଦର ପାଖାପାଖି ୧୯ ଟଙ୍କା ପର୍ଯ୍ୟନ୍ତ ବଢିଥିବା ଜଣାଯାଇଛି । ଆଜିଠାରୁ ଦିଲ୍ଲୀରେ ୧୪.୨ ଓଜନର ଗ୍ୟାସ ପାଇଁ ଖାଉଟି ମାନଙ୍କୁ ସିଲିଣ୍ଡର ପିଛା ୭୧୪ ଟଙ୍କା…

ବିଦ୍ୟୁତ ତାର ଛିଡି ମା ଝିଅ ମୃତ

ନୂଆପଡା : ନୂଆ ବର୍ଷରେ ଦୁଃଖର ଖବର । ନୂଆପଡା ଜିଲ୍ଲା ସିନାପାଲି ମଖା ପଦର ଗାଁରେ ବିଦ୍ୟୁତ ତାର ଛିଣ୍ଡି ଦୁଇ ଜଣଙ୍କ ଜୀବନ ଯାଇଛି । ମୃତକ ଦୁଇ ଜଣ ହେଲେ ମା ଓ ଝିଅ । ୧୧ କେଭି ତାର ଛିଣ୍ଡିବାରୁ ଉଭୟ ଆଖି ବୁଜିଛନ୍ତି । ଆଜି ଛାତ ଉପରେ କାମ କଲାବେଳେ ହଠାତ ବିଦ୍ୟୁତ ତାର ଛିଣ୍ଡି…

୧ ଲକ୍ଷ କୋଟି ପାର କଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ()   କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି । ଡିସେମ୍ୱର ମାସରେ ଜିଏସଟି ଆଦାୟ ଏକ ଲକ୍ଷ କୋଟି ଟଙ୍କା ପାର କରିଛି । ନଭେମ୍ୱର ମାସରେ ସମୁଦାୟ ୧,୦୩,୪୯୨ କୋଟି ଟଙ୍କା ଜିଏସଟି ଏକାଠି ହୋଇଥିଲା । ସେହିପରି ଡିସେମ୍ୱର ମାସରେ ଏହି ସଂଖ୍ୟା ୧,୦୩,୧୮୪ କୋଟି ଟଙ୍କା ରହିଛି । ତିନି ମାସର…

୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ୮ ଜିଲ୍ଲାକୁ ସତର୍କ ସୂଚନା । ଉତ୍ତର ଓଡିଶା ଏବଂ ଏହାର ଆଖପାଖ ଅଂଚଳରେ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କହିଛନ୍ତି ଆଚଂଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ୮ଟି ଜିଲ୍ଲାରେ…

ଗୋଟିଏ ଘଣ୍ଟାରେ ଚାରି ଲକ୍ଷ ଲାଇକ, ଦେଖନ୍ତୁ ଏହି ଫଟୋ

ମୁମ୍ବାଇ() ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ଗୋଟିଏ ପରେ ଗୋଟିଏ ବୋଲ୍ଡ ଓ ସୁନ୍ଦର ଫଟୋ ଶେୟାର କରି ସେ ଦର୍ଶକଙ୍କୁ ବାନ୍ଧି ରଖିଥିବା କୁହାଯାଏ। ଏବେ ତାଙ୍କ ନୂଆବର୍ଷ ଛୁଟି କାଟିବା ସମୟର ଗୋଟିଏ ଫଟୋ ଚର୍ଚ୍ଚାରେ। ମାତ୍ର ଏକ ଘଣ୍ଟାରେ ଚାରି ଲକ୍ଷରୁ…

ନୂତନ ସିଡିଏସ୍ ପାଇଁ ନୂତନ ୟୁନିଫର୍ମ, ଜାଣନ୍ତୁ ପୋଷାକର ବିଶେଷତ୍ୱ

ନୂଆଦିଲ୍ଲୀ()  ନୂତନ ସିଡିଏସ୍ ପାଇଁ ନୂତନ ୟୁନିଫର୍ମ ପ୍ରସ୍ତୁତ ହୋଇ ସାରିଛି। ଏହାର ରଙ୍ଗ ଅଲିଭ୍ ଗ୍ରୀନ୍ ରହିଛି କିନ୍ତୁ ଏଥିରେ ବ୍ୟାଚ୍ ଓ ଷ୍ଟାର ଅଲଗା ରହିବ। ଆଡିଶନାଲ ଡାଇରେକ୍ଟର ଜେନେରାଲ ଅଫ ପବ୍ଲିକ୍ ଇନଫରମେଶନ ଗତ ମଙ୍ଗଳବାର ୟୁନିଫର୍ମରେ ଲଗାଯିବାକୁ ଥିବା ବ୍ୟାଚ୍ ଓ ଅନ୍ୟ ସବୁ…

ବ୍ୟାନ୍ ହେଲା TikTok

ନୂଆଦିଲ୍ଲୀ() ବ୍ୟାନ୍ ହେଲା ଟିକଟକ୍ । ଟିକଟକକୁ ବ୍ୟାନ କଲା ଆମେରିକା ଆର୍ମି । ଏଣିକି ଆମେରିକାର ଆର୍ମି ସୋଲଜର୍ସ ଏହାକୁ ବ୍ୟବହାର କରିପାରିବେ ନାହିଁ । ସୂଚନାଅନୁସାରେ, ଦେଶର ସୁରକ୍ଷା ଉପରେ ବିପଦ ଦର୍ଶାଇ ସବୁଠାରୁ ଲୋକପ୍ରିୟ ଚାଇନିଜ୍ ଭିଡିଓ ଆପ୍ ଟିକଟକକୁ ବ୍ୟାନ କଲା ଆମେରିକା ଆର୍ମି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.