Odia News Portal

ଓଏଚଆରସି ପଦବୀ ପୂରଣ ପାଇଁ ଉଚ୍ଚ ସ୍ତରୀୟ ବୈଠକର ନିଷ୍ପତି

ଖାଲି ପଡିଥିବା ରାଜ୍ୟ ମାନବାଧିକାର କମିଶନ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବୈଠକ ବସି ରାଜ୍ୟପାଳ ନିକଟକୁ କେତେକ ସୁପାରିସ ପଠାଯାଇଛି । ଏହି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବିରୋଧି ଦଳର ନେତା ନରସିଂହ ମିଶ୍ର ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ…

କାହିଁକି ପାକିସ୍ତାନରେ ପଶିଥିଲେ ହମିଦ?ଜାଣନ୍ତୁ…

ପ୍ରେମ ପାଇଁ ପାକିସ୍ତାନରେ ବେଆଇନ ଭାବେ ପଶିଯାଇ ୬ବର୍ଷକାଳ ସଜ୍ଜା ଭୋଗିବା ପରେ ଶେଷରେ ଫେରିଛନ୍ତି ଭାରତୀୟ ବଂଶୋଦ୍ଭବ ହମିଦ ଅନସାରୀ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ଫଳରେ ଶ୍ରୀ ଅନସାରୀ ଭାରତକୁ ଫେରିବା ସମ୍ଭବ ହୋଇଛି । ୨୦୧୨ରେ ହମିଦ ଗିରଫ ହୋଇ…

ପାକିସ୍ଥାନରେ ଜନ୍ମ ହୋଇଥିଲେ ଭଲ ହୋଇଥାନ୍ତା, କାହିଁକି କହିଲେ ସୋନୁ ନିଗମ ଜାଣନ୍ତୁ…

ଗାୟକ ସୋନୁ ନିଗମ କହିଛନ୍ତି ଯେ ତାଙ୍କର ଜନ୍ମ ଭାରତରେ ନହୋଇ ପାକିସ୍ଥାନରେ ହୋଇଥିଲେ ଭଲ ହୋଇଥାନ୍ତା। ତାଙ୍କର ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲୁଛି। ନିକଟରେ ସୋନୁ ନିଗମ ଏକ ମିଡିଆ କାର୍ୟ୍ୟକ୍ରମରେ ପହଁଚିଥିଲେ। ସେଠାରେ ସେ ଗୀତକୁ ନେଇ ନିଜର କଷ୍ଟ ପ୍ରକାଶ…

ଅପରାଜିତାଙ୍କ ତାଗିଦ : ଗୋଷ୍ଠି କଲେ ପାର୍ଟି ଛାଡି ଦିଅ

ଭୁବନେଶ୍ବର () ବାରମ୍ବାର ଆମେ ହାରିଯାଉଛୁ, ଏଟା ଲାଜ ଲାଗୁନି? ଆମେ କେମିତି ଜିତାଇବା ଏଟା ଦେଖିବା ନା ଏଟା ତା ଲୋକ ତା ଲୋକ, କାହିଁକି ତାର ଲୋକ ହେଉଛ ତମେ ? ଆପଣ କହୁନାହାଁନ୍ତି ଆମେ ଭାରତୀୟ ଜନତାପାର୍ଟିର ଲୋକ । ଯିଏ ବି ପ୍ରାର୍ଥୀ ହେବ ତାକୁ ଜିତାଇବାର ଆମର ଧର୍ମ, ଆମର କର୍ତ୍ତବ୍ୟ ।…

ମେସରେ ଛାତ୍ରୀଙ୍କ ଝୁଲନ୍ତା ଶବ

ମାଲକାନଗିରିର ଏକ ମେସରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଝାଟିମାଟି କଲୋନୀର ମେସରେ ୫ଜଣ ଛାତ୍ରୀ ଏକାଠି ରହୁଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅନ୍ୟଜଣେ ଛାତ୍ରୀ ମେସରେ ଏକାକୀ ରହୁଥିଲେ । ଅନ୍ୟ ସାଙ୍ଗ ମାନେ ଫେରି ଦେଖିବା ବେଳକୁ…

ଜାତୀୟ ସ୍କୁଲଗେମ୍ ଟେନିସ ବଲ୍ କ୍ରିକେଟ ଚାମ୍ଫିୟନସିପ୍: ବାଳକ ଓ ବାଳିକା ଓଡ଼ିଶା ଦଳର ମଧ୍ୟପ୍ରଦେଶ ଗସ୍ତ

ଭୁବନେଶ୍ବର/ ମଧ୍ୟପ୍ରଦେଶର ର ନିମଚ ଠାରେ ଚଳିତମାସ ୨୩ ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୬୪ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ କ୍ରିକେଟ ଚାମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ବାଳକ ବାଳିକା ଦଳ ଆଜି ମଧ୍ଯ ପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି । ଏହି…

ମ୍ବଲପୁରକୁ ମିଳିବ ମାଗଣା ଇଣ୍ଟରନେଟ ସୁବିଧା

ସମ୍ବଲପୁର ସହର ହେବ ୱାଇ-ଫାଇ । ମଣ୍ଡେଲା ଛକଠାରୁ ଆରମ୍ଭ କରି ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ ସମ୍ବଲପୁର ରିଙ୍ଗ ରୋଡରେ ପ୍ରଥମେ ଏହି ୱାଇ-ଫାଇ ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପରବର୍ତୀ ଅବସ୍ଥାରେ ଅନ୍ୟାନ୍ୟ ଅଂଚଳକୁ ୱାଇ-ଫାଇ ସଂଯୋଗ କରାଯିବ ।…

ରାଜଭବନ ଘେରିବେ ଚାଷୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ୨ ହଜାର ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଆଜି ଏଠାରେ ଏକ ସାମ୍ବାଦିଳ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ସେ…

ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ନିଆଁ

ସମ୍ବଲପୁର ଠାରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଅଫିରେ କେତେକ ଦୁର୍ବୃର୍ତ ନିଆଁ ଲଗାଇଦେବା ଫଳରେ ଅଫିସର ବହୁ ଗୁରୁତ୍ୱପୁର୍ଣୃୂ କାଗଜପତ୍ର ସହ ୨ଟି ବାଇକ ମଧ୍ୟ ପୋଡିଯାଇଛି । ୪/୫ଦୁର୍ବୃର୍ତ ଆକସ୍ମିକ ଭାବେ ଅଫିସ ଭିତରେ ପଶି ନିଆଁ ଲଗାଇଦେଇଥିଲେ ବୋଲି ପରିଷଦର ଡେପୁଟି ସେକ୍ରେଟାରୀ…

ଜନଜାତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କି ପରମର୍ଶ ଦେଲେ, ପଢନ୍ତୁ …

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଆଦିବାସୀ ପଡିଆରେ ତିନି ଦିନିଆ ସର୍ଗିଫୁଲ ଉତ୍ସବର ଉଦଘାଟନ କରି ପିଲାମାନଙ୍କୁ ପାଠ ପଢି ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି । ନିଜେ ପାଠ ପଢିବା ସହ ନିଜ ପରିବାର ଓ ଗାଁର ପିଲାମାନଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.