Odia News Portal

ବିଜେପି ସାଂସଦ, ସିପିଏମ୍‌ ବିଧାୟକଙ୍କ ବାସଭବନକୁ ବୋମା ମାଡ଼

ଥିରୁବନନ୍ତପୁରମ୍‌: କେରଳର ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଯେଉଁ ହିଂସା ଉପୁଜିଛି ତାହା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ୪୦ ବର୍ଷରୁ କମ୍‌ ବୟସର ଦୁଇ ମହିଳାଙ୍କ ମନ୍ଦିର ପ୍ରବେଶ ପରେ ରାଜ୍ୟରେ ଜାରି ରହିଥିବା ହିଂସା…

ମୋଦୀ ହଟାଅ, ଦେଶ ବଞ୍ଚାଅ’: ୮ ଓ ୯ ତାରିଖ ଧର୍ମଘଟକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମର୍ଥନ

ଭୁବନେଶ୍ବର : ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ଚଳିତ ମାସ ୮ ଓ ୯ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରାକୁ ବିଭିନ୍ନ ସ୍ତରରୁ ବିପୁଳ ସମର୍ଥନ ମିଳୁଛି। ପୂର୍ବରୁ ସିପିଆଇ ସମର୍ଥନ ପ୍ରଦାନ କରିଥିବା ବେଳେ ଆଜି ସମର୍ଥନର ହାତ ବଢ଼ାଇଛି ବିଜୁ ଶ୍ରମିକ ସ‌ାମ୍ମୁଖ୍ୟ। ଆଜି କେନ୍ଦ୍ରୀୟ ଶ୍ରମିକ…

ସୋମବାର ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ଭୁବନେଶ୍ବର: ଆସନ୍ତା ୭ ତାରିଖ(ସୋମବାର)ରେ ପଡ଼ୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏହା ଭୋର ୫ଟା ୪ ମିନିଟ୍‌ରୁ ଆରମ୍ଭ ହୋଇ ସକାଳ ୮ଟା ୧୮ ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା…

ବର୍ଷା ଯୋଗୁଁ ବନ୍ଦ ହେଲା ୪ର୍ଥ ଟେଷ୍ଟ୍‍ର ୪ର୍ଥ ଦିନର ସକାଳ ସେସନ: ୨ୟ ସେସନ୍‌ ଆରମ୍ଭ

ନୂଆଦିଲ୍ଲୀ: ସିଡ୍‌ନିସ୍ଥିତ ଏସ୍‌ସିଜି ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୪ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ ଚତୁର୍ଥ ଦିବସର ସକାଳ ସେସନ ଖେଳ ଝିପିଝିପି ବର୍ଷା ଏବଂ କାଉଁଳିଆ ପାଗ ଯୋଗୁଁ ଖେଳାଯାଇ ପାରି ନାହିଁ। ନିର୍ଦ୍ଧାରିତ ସମୟ ଠାରୁ ଅଧ ଘଣ୍ଟାଏ ପୂର୍ବରୁ ଆରମ୍ଭ…

ଲଡୁ ବାବା ଜଳ ଉଦ୍ୟାନ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ

ନୟାଗଡ଼:  ଶ୍ରୀ ଶ୍ରୀ ଲଡୁ ବାବା ଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରୀର ସ୍ଵଚ୍ଛତା କାର୍ଯ୍ୟକ୍ରମରେ ପୋଖରୀର ଚାରି ପାର୍ଶ୍ଵରେ ଥିବା ପାଚେରୀକୁ ରଙ୍ଗ କରାଗଲା। "ଲଡୁ ବାବା ଜଳ ଉଦ୍ୟାନ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ" ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଉପଜିଲ୍ଲାପାଳ ଙ୍କୁ…

ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୧୭ ଆହତ

ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥସ୍ଥିତ ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରେ ଗୋଟାଏ ପିକନିକ୍ ବସ୍ ଦୁର୍ଘଟନାଗ୍ରସ୍ତ ହେବାରୁ ୧୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଜୟ ହନୁମାନ ନାମକ ଏକ ଘରୋଇ ବସରେ କେତେକ ବ୍ୟକ୍ତି ବଣଭୋଜି କରିବାକୁ ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ରାତି ପ୍ରାୟ…

ସ୍ୱତନ୍ତ୍ର ଟ୍ରେନରେ ବିଜେଡି ନେତା ଓ କର୍ମୀଙ୍କ ଦିଲ୍ଲୀ ଯାତ୍ରା ,ଏମଏସପି ବୃଦ୍ଧି ଦାବିରେ ୮ରେ ବିକ୍ଷୋଭ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ବିକ୍ଷୋଭ ପାଇଁ ବିଜେଡି କର୍ମୀମାନେ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯାଉଛନ୍ତି । ଏଥିରେ ଦଳର ସବୁ ବିଧାୟକ, ଜିଲ୍ଲା ସଭାପତି, ବିଜୁ ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି । ସେମାନେ ଟ୍ରେନ ଯୋଗେ ୭ ତାରିଖରେ ଦିଲ୍ଲୀରେ ପହଞ୍ଚିବେ । ଧାନର ଏମଏସପି…

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

କେନ୍ଦ୍ରାପଡା: ଆଜିଠୁ ପର‌୍ୟ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ । କୁମ୍ଭୀର ଓ ପକ୍ଷୀ ଗଣାନା ପାଇଁ ୧୪ ତାରିଖ ପର‌୍ୟ୍ୟନ୍ତ ଭିତରକନିକା ବନ୍ଦ ରହିବ । ଏଥିପାଇଁ ୧୬ଟି ଟିମ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୩ରୁ ୪ ଜଣ ସରାକରୀ ଓ ବେସରକାରୀ ଲୋକ ଅଛନ୍ତି । ମୁମ୍ବାଇ ନେଚୁରାଲ…

ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା। ପ୍ରଥମ ଥର ଲାଗି ସଂପୂର୍ଣ୍ଣ କମ୍ପ୍ୟୁଟର ବେସ୍‌ଡ୍‌ ମୋଡ୍‌ରେ ପରୀକ୍ଷା ହେଉଛି। ଏହାସହ ପ୍ରଥମ ଥର ଲାଗି ସିବିଏସ୍‌ଇ ବଦଳରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସୀ ଏନଟିଏ ଅଧିନରେ ପରୀକ୍ଷା ହେଉଛି। ସାଢ଼େ ନଅ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା…

ସ୍ପେଶାଲ ସ୍କ୍ୱାର୍ଡ ଏସପିଙ୍କ ପୁଅର ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ୱର: ରବିବାର ସକାଳୁ ସ୍ପେଶାଲ ସ୍କ୍ୱାର୍ଡ ଏସପି ସଂଜୀବ ଶତପଥୀଙ୍କ ନାବାଳକ ପୁଅ ଆୟୁଷ ଶତପଥୀଙ୍କ ଝୁଲନ୍ତା ମୃତ ଦେହକୁ ନାୟପଲି ପୋଲିସ ଉଦ୍ଧାର କରିଛି। ଶ୍ରୀ ଶତପଥୀଙ୍କ ସରକାରୀ ବାସଭବନରୁ ପୋଲିସ ତାଙ୍କ ପୁଅର ମୃତ ଦେହ ଉଦ୍ଧାର କରିଛି। ଆୟୁଷ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା ବେଳେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.