Odia News Portal

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ବାଲେଶ୍ୱରର ଓ ଜଣେ କଟକର । ବାଲେଶ୍ୱରେ ପଜିଟିଭ ସଂଖ୍ୟା ୨୩ରେ ପହଞ୍ଚି ଥିବା…

ଦୈନିକ ୧୫ହଜାର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର() କୋଭିଡ଼ ମୁକାବିଲା କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀଙ୍କ ମାନଙ୍କ ସହ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ ଦୈନିକ ୧୫ହଜାର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ…

୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଚଳିତ ବର୍ଷ ସ୍ବାଭାବିକ ଜଳବାୟୁରେ କିଛିମାତ୍ରାରେ ପରିବର୍ତ୍ତନ ହୋଇଛି। ମାର୍ଚ୍ଚରୁ ଜୁନ୍ ମଧ୍ୟରେ ରାଜ୍ୟକୁ ସାଧାରଣତଃ ଉତ୍ତର-ପୂର୍ବ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ ହୋଇଥାଏ। ଏଥିଯୋଗୁ ଉତ୍ତର ଭାରତ ସମେତ ଓଡ଼ିଶାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଚଳିତ…

ଜୁଲାଇ ୧୮ରୁ ଜେଇଇ ମେନ ଏଣ୍ଟ୍ରାନ୍ସ ଟେଷ୍ଟ

ଭୁବନେଶ୍ୱର() କରୋନା କବଳରେ ଏବେ ସାରା ବିଶ୍ୱ । କରୋନା ପାଇଁ ଦେଶରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ…

କରୋନା ମୃତକଙ୍କ ମଧ୍ୟରେ ୬୮ %ପୁରୁଷ , ଜାଣନ୍ତୁ ପୁରୁଷଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ କାହିଁକି ?

ନୂଆଦିଲ୍ଲୀ/ଓ୍ବାଶିଂଟନ() କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ତେବେ ସଂକ୍ରମିତଙ୍କ ମୃତ୍ୟୁର ୫ ବଡ଼ କାରଣ ସମ୍ପର୍କରେ ଏବେ ପ୍ରକାଶ ପାଇଛି। ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେଶନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଧିକ ସମୟ ବାହାରେ ବିତାଉଥିବା…

ଜାଣନ୍ତୁ କରୋନା ଭାଇରସର ପ୍ରକୃତ ରଙ୍ଗ, ଦେଖନ୍ତୁ

ନୂଆଦିଲ୍ଲୀ () ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ବର୍ତ୍ତମାନ ପର୍ୟ୍ୟନ୍ତ ଅଢ଼େଇ ଲକ୍ଷରୁ ଅଧିକ ମୃତ୍ୟୁ ହୋଇସାରିଛି। ଏହି ସମୟରେ ସ୍କଟଲ୍ୟାଣ୍ଡର ‘ସ୍କୁଲ ଅଫ୍ ଲାଇଫ୍ ସାଇନ୍ସ’ ଶରୀରରେ ଲୁଚି ରହିଥିବା କରୋନା ଭାଇରସଙ୍କର କିଛି ସ୍ପଷ୍ଟ ଫଟୋ ଉଠାଇଛନ୍ତି। ଏହି ଫଟୋଗୁଡ଼ିକରେ ସ୍ପଷ୍ଟ ଭାବେ…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୬୮କୁ ବୃଦ୍ଧି

ଭୁବନେଶ୍ୱର() ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୪୩୩ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୧୨୭୨୬ ଜଣ ସୁସ୍ଥ ହୋଇଥିବାବେଳେ ମୃତୁ୍ୟ ସଂଖ୍ୟା ୧୫୬୮ ଛୁଇଁଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି ଗୁଜୁରାଟ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କୋଭିଡ- 19 କାର୍ଯ୍ୟରେ ନିୟୋଜିତ ଗାଡି କର୍ମଚାରୀ ଓ ଆରଟିଓଙ୍କ ପାଇଁ ୫୦ ଲକ୍ଷ

ଭୁବନେଶ୍ୱର() ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ ) କୋଭିଡ-19 କାର୍ଯ୍ୟରେ ନିୟୋଜିତ ଗାଡି କର୍ମଚାରୀ ଓ ଆରଟିଓ ତଥା ଅନ୍ୟାନ କର୍ମଚାରୀଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଗାଡି କର୍ମଚାରୀ ଓ ଆରଟିଓ ଅଧିକାରୀଙ୍କ ପାଇଁ ୫୦ ଲକ୍ଷ…

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛ ପଞ୍ଚାୟତ ପୋଖରୀରେ ମାଛ ଚାଷ

କେନ୍ଦ୍ରାପଡା : ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପଞ୍ଚାୟତ ପୋଖରୀରେ ହେଉଥିବା ମାଛ ଚାଷ ଏବେ ଗାଁ ଗହଳର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛି । ୨୦୧୮-୧୯ ବର୍ଷରୁ ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ମାଛଚାଷ ପାଇଁ ପଞ୍ଚାୟତ ପୋଖରୀ ଦୀର୍ଘମିଆଦୀ ସୂତ୍ରରେ ଲିଜ୍‍…

ଜାଣନ୍ତୁ ନୂଆ ଆକ୍ରାନ୍ତଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣକ ୧୮ବର୍ଷିୟ ଯୁବକ ଏବଂ ସେ କ୍ୱାରେଣ୍ଟିନରେ ଥିଲେ । କ୍ୱାରେଣ୍ଟିନ ଥିବା ସମୟରେ ନମୁନା ପରୀକ୍ଷା ପରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.