Odia News Portal

ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଆଜିର ରେଟ୍ କେତେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋରୋନା ମହାସଙ୍କଟ ଦେଖା ଦେଇଛି । ଯାହାର ପ୍ରଭାବ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ପଡିଛି । ଏହାର ପ୍ରଭାବ ମୂଲ୍ୟବାନ ଧାତୁର ମୂଲ୍ୟ ଉପରେ ଦେଖିବାକୁ ମିଳୁଛି ।  କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁରେ ମୂଲ୍ୟରେ କ୍ରମାଗତ…

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାହାଯ୍ୟ କଲେ କୁନି ଶିଶୁ

ଭଞ୍ଜନଗର : କରୋନାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ…

ପ୍ରତି ରିଚାର୍ଜରେ ମିଳୁଛି କ୍ୟାସବ୍ୟାକ୍‌

ଭୋଡାଫୋନ ଏବଂ ଆଇଡିଆ ନିଜର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦମଦାର ଅଫର ଲଞ୍ଚ କରିଛନ୍ତି। କମ୍ପାନୀ ଗ୍ରାହକଙ୍କୁ ଏବେ ରିଚାର୍ଜ କରିବାରେ ୬ ପ୍ରତିଶତ କ୍ୟାସବ୍ୟାକ ମିଳିବ। ଭୋଡାଫୋନ ଆଇଡିଆ ରିଚାର୍ଜ ଫର ଗୁଡ ନାମରେ ଦୁଇଟି ନୂଆ ପ୍ରୋଗ୍ରାମ ଆରମ୍ଭ କରିଛି। ଏହି ପ୍ରୋଗ୍ରାମର ଉଦ୍ଦେଶ୍ୟ…

ଭଦ୍ରକରେ ଉଦଘାଟିତ ହେଲା କୋଭିଡ୍ ହସ୍ପିଟାଲ

ଭଦ୍ରକ : ଉଦଘାଟିତ ହେଲା କୋଭିଡ୍ ହସ୍ପିଟାଲ । ଭଦ୍ରକ ସହରର ସାଳନ୍ଦୀ ହସ୍ପିଟାଲରେ ଉଦଘାଟନ ହେଲା କୋଭିଡ ହସ୍ପିଟାଲ । ଏହି କୋଭିଡ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ରହିଛି ୪ ଆଇସିୟୁ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏହି କୋଭିଡ ହସ୍ପିଟାଲ ଆଜି…

ଲକ୍ ଡାଉନ ଯୋଗୁଁ ହେଉଥିବା ସମସ୍ୟା ଦୂର କରିବା ପାଇଁ ପ୍ରୟାସ ଚାଲିଛି

ଭୁବନେଶ୍ୱର() ଦିନକୁ ଦିନ କରୋନା ପାଇଁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରିମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।  ଲକ୍ ଡାଉନ ଯୋଗୁଁ କୃଷି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।  ଏହି ସମସ୍ୟା ଦୂର ପାଇଁ ପ୍ରୟାସ…

ଏପରି ତାଗିଦ୍ କରୁଛନ୍ତି ଏହି ଫଳ ଦୋକାନୀ

ବାଲେଶ୍ୱର : ଆପଣ ଯଦି ମାସ୍କ ମୁହଁରେ ପିନ୍ଧି ନାହାନ୍ତି ତ ଆପଣଙ୍କୁ ଫଳ ମିଳିବ ନାହିଁ । ଏମିତି ହିଁ ଏକ ନିୟମ ଜାରି କରିଛନ୍ତି ବାଲେଶ୍ୱରର ଏହି ଫଳ ବ୍ୟବସାୟୀ ।ସରକାରଙ୍କ ନିୟମ କଡ଼ାକଡ଼ି ଭାବେ ପାଳନ ପାଇଁ ହେଉ ଅବା କରୋନା ସତର୍କତା ପାଇଁ ହେଉ ନିଜ ଦୋକାନକୁ ଆସୁଥିବା ଗ୍ରାହକଙ୍କ ପାଇଁ…

ଜଗତସିଂହପୁରର ଏହି ଦୁଇଟି ଶକ୍ତିପୀଠରେ ୧୪୪ ଧାରା

ଜଗତସିଂହପୁର : ଶକ୍ତିପୀଠରେ ୧୪୪ ଧାରା, ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ। ସେହି ଶକ୍ତିପୀଠ ଦୁଇଟି ହେଉଛି ଝଙ୍କଡ଼ ମା’ ଶାରଳା ପୀଠ ଓ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର । ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ ଲୋକେ ଯେପରି ଏହି…

ଅସହାୟଙ୍କୁ ଖାଦ୍ୟ ଓ ରାସନ ବଣ୍ଟନ କଲା ନନ୍ଦିଘୋଷ ଟିଭି

ଭୁବନେଶ୍ବର()   ମାହାମାରୀ କରୋନା ଵିତ୍ପାତରେ ସାରା ବିଶ୍ୱ ଆଉଟୁ ପାଉଟୁ ହେଉଥିବା ବେଳେ ଏହାର କରାଳ ଦୃଷ୍ଟି ଓଡିଶା ଉପରେ ମଧ୍ୟ ପଡିଛି । ସରକାରଙ୍କ ସତ ଚେଷ୍ଟା ପରେ ମଧ୍ୟ କିଛି ଲୋକ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିବା ନଜର ଆସିଛି । ଏଭଳି ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ନନ୍ଦିଘୋଷ ଟିଭି…

ବିପତ୍ତି ସମୟରେ ଧର୍ମଶାଳାରେ ରେସନ ବଣ୍ଟନ କଲେ କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ

ଧର୍ମଶାଳା() କରୋନା ମହାମାରୀ ସମୟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜୋନ-୧୩ର ଥାନୁଆଳ ଗ୍ରାମପଞ୍ଚାୟତରେ ବାସ କରୁଥିବା ଅସହାୟ , ଗରିବ ଓ ଶ୍ରମିକ ପରିବାରଙ୍କୁ ସହଯୋଗର ହାତ ବଢାଇଛନ୍ତି କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ । ଏହି ଫାଉଣ୍ଡେସନର ସଦସ୍ୟମାନେ ରେସନ ସାମଗ୍ରୀ ନେଇ…

ମୁଁ ୨୪ଘଣ୍ଟା ଉପଲବ୍ଧ ଅଛି

ନୂଆଦିଲ୍ଲୀ ()ଆଜି କରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ୨୪ଘଣ୍ଟା ଉପଲବ୍ଧ ରହିଛି ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.