Odia News Portal

ରସିକିଆ ସ୍ୱାମୀକୁ ଗିରଫ କଲା ପୋଲିସ୍

ଭୁବନେଶ୍ୱର: ଜଣେ ସ୍ୱାମୀ, ଦୁଇଟି ସ୍ତ୍ରୀ । ଜଣଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି, ଆଉ ଜଣଙ୍କୁ ମନ୍ଦିରରେ । ଦ୍ୱିତୀୟ ପତ୍ନୀ ଏକଥା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ରସିକିଆ ସ୍ୱାମୀକୁ ଗିରଫ କରିଛି ପୋଲିସ । ଘଟଣାଟି ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଘଟିଛି ।…

ସାମ୍ପ୍ରଦାୟିକ ସଦ୍‍ଭାବନା ପାଇଁ ନବୀନ ପାଲଟିଛନ୍ତି ଉଦାହରଣ : ସାରା ରାଜ୍ୟରୁ ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ବର : ଧର୍ମ ନିରପେକ୍ଷତା ପାଇଁ ଭାରତ ସମଗ୍ର ବିଶ୍ୱରେ ପରିଚିତ ଥିବାବେଳେ ଏକତା ଓ ବିବିଧତାର ସଂରକ୍ଷଣ ହିଁ ଦେଶର ବିକାଶର ମୂଳମବ ହୋଇପାରିଛି । ଭାରତ ଭଳି ଦେଶ ଯେଉଁଠାରେ କି କୌଣସି ଧର୍ମ କିମ୍ବା ଗୋଷ୍ଠି କୌଣସି ଗୁଣରେ ଅନ୍ୟ ଠାରୁ କମ୍‍ ନୁହେଁ, ସେଠାରେ ସଂଖ୍ୟାଲଘୁମାନଙ୍କୁ ସହାୟତା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କିଛିଦିନ ହେଲା ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେଇପାରେ।…

ଠାବ ହେଲା ନିଷିଦ୍ଧ ପ୍ଲାଷ୍ଟିକ୍‌ ଗୋଦାମ 

ଭୁବନେଶ୍ୱର : ନିୟମିତ ଢଙ୍ଗରେ ଆଜି ବି.ଏମ୍‌.ସି.ର ଉତର ମଣ୍ଡଳ ପ୍ରଦକ୍ଷଣ କରି ପ୍ଲାଷ୍ଟିକ୍ ଏନ୍‌ଫୋର୍ସମେଂଟ ସ୍କ୍ୱାର୍ଡ଼ ଆଜି ଆଉ ଏକ ସଫଳତା ହାତେଇଛନ୍ତି । ସ୍ଥାନୀୟ ଡ଼ମଣା ଛକ ସ୍ଥିତ ଦୈନିକ ହାଟର ପଛପଟେ ଠାବ ହୋଇଛି ଏହି ଲୁଚାଛପା ବେପାର । ଉକ୍ତ ଅଂଚଳକୁ ପ୍ଲାଷ୍ଟିକ୍ ଏନ୍‌ଫୋର୍ସମେଂଟ…

ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ୫ଟି କାର୍ଯ୍ୟ, ଖୁବ୍‌ଶୀଘ୍ର ସ୍ତ୍ରୀର କୋଳ ପୂରି ଉଠିବ

କୁହାଯାଏ, ପରିବାରରେ ଛୁଆଟିଏ ଥିଲେ, ଘର ପୂରିଲା ପୂରିଲା ଲାଗିଥାଏ। କିନ୍ତୁ କେତେକ କ୍ଷେତ୍ରରେ ନାନା ସମସ୍ୟା ଯୋଗୁ ସନ୍ତାନ ପ୍ରାପ୍ତିରେ ବାଧା ଉପୁଜିଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ। ସ୍ୱାମୀ, ସ୍ତ୍ରୀ ମିଶି ଏହାକୁ ଆପଣାଇଲେ…

ମହିଳା ଟି-୨୦ ବିଶ୍ୱକପ : ଭାରତର ଦ୍ୱିତୀୟ ଵିଜୟ

ପର୍ଥ : ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନକୁ ଆଧାର କରି ଭାରତ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ…

ମାଟିରେ ସ୍ୱାଗତ କଲେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ

ପୁରୀ : ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଭାରତ ଗସ୍ତ ଆସିଥିବା ବେଳେ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ତାଙ୍କ ମାଟିଆପଡା ସ୍ଥିତ ବାସଭବନରେ ମାଟିପାତ୍ରରେ ନିର୍ମାଣ କରିଛନ୍ତି । ଡୋନାଲ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମୂର୍ତ୍ତୀ । ଭାସ୍କର୍ଯ୍ୟ…

ସ୍ୱର୍ଗଦ୍ୱାର ଜବରଦଖଲ ଜମି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ପୁରୀ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ପୁରୀକୁ ବିକାଶ କରିବା ପାଇଁ ସବୁ ଦିଗରୁ ପ୍ରୟାସ ଆରମ୍ଭ କରିଛନ୍ତି । ଏତିକି ନୁହେଁ ପୁରୀ ପାଇଁ ଚଳିତ ବଜେଟରେ ମଧ୍ୟ ଅଭଡ଼ା ଯୋଜନାରେ ୩୨୦୮ କୋଟି ଟଙ୍କା ଓ ପୁରୀ ବିକାଶ ପାଇଁ ୬୯୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ସୋମବାର ପୌରସଂସ୍ଥା ପକ୍ଷରୁ…

ଦିଲ୍ଲୀରୁ ଫେରିବା ପରେ କଥା ବଦଳେଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ୱାଇ : ଦିଲ୍ଲୀରୁ ଫେରିବା ପରେ ପୁଣି କଥା ବଦଳେଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କହିଲେ କଂଗ୍ରେସ ଓ ଏନସିପି ସହ ମିଳିତ ବୈଠକ ପରେ ଯାହା ନିଷ୍ପତ୍ତି ନିଆଯିବ ଏବଂ  CAA ସପକ୍ଷରେ ସେ ନିଜର ମତ ସ୍ପଷ୍ଟ ରଖିଥିବା କହିଛନ୍ତି । ରବିବାର ସେ କହିଛନ୍ତି , ଏହି ଆଇନ୍‌…

ତରଭୁଜରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଓ ତାଜମହଲ ଫଟୋ

ଚେନ୍ନାଇ : ତାମିଲନାଡୁର ଫଳ ଓ ପରିବା ଉପରେ ଚିତ୍ର ଆଙ୍କୁଥିବା କଳାକାର ଏମ୍.ଏଲେଶୋଜିୟନ୍ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଜମହଲ ଫଟୋ ଏକ ତରଭୁଜ ଉପରେ ଆଙ୍କିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ଆବସରରେ ସେ ଏକ ୫ କିଲୋ ଓଜନର ତରଭୁଜ ଉପରେ ଏହି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.