Odia News Portal

ଜାଣନ୍ତୁ କାହିଁକି ବିବାହ ସମୟରେ ବର-କନିଆଙ୍କୁ ଲଗାଯାଏ ହଳଦୀ

ଭାରତୀୟ ବିବାହରେ ବର କନିଆଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଭାରତୀୟ ବିବାହରେ ବର ଏବଂ କନିଆଙ୍କୁ ହଳଦୀ ଲଗାଇବାର ବିଶେଷ ପରାମ୍ପରା ରହିଛି ଯାହାକୁ ସମଗ୍ର ଦେଶ ମାନିଥାଏ। କୁହାଯାଏ ଯେ ଏହି ହଳଦୀ ଖରାପ ଶକ୍ତି ଠାରୁ ରକ୍ଷା କରିଥାଏ। ହଳଦିଆ ରଙ୍ଗ ଖୁସିର ପ୍ରତିକ ଅଟେ। ଏଥିପାଇଁ…

ପ୍ରକାଶଙ୍କୁ ସିଲଟ ଧରାଇ ଅକଳରେ ସହିଦନଗର ପୁଲିସ୍‍

ଭୁବନେଶ୍ୱର,୧୦ା୩ ():  ଶହୀଦନଗର ଥାନା ଗଣ୍ଡଗୋଳ ଘଟଣାରେ ବିଜେଡି ନେତା ତଥା ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ପୁଲିସ୍‍ ପୁରୁଣା ଦାଗୀ ଅପରାଧିଙ୍କ ଭଳି ସିଲଟ ଧରାଇ ଏବେ ଅକଳରେ ପଡିବାକୁ ଯାଉଛି । ପୁଲିସ୍‍ର ଏଭଳି ମାତ୍ରାଧିକ ଆଚରଣ ବିରୁଦ୍ଧରେ ପୂର୍ବତନ…

ଗୋଟେ ଭଲ ଜୀବନସାଥୀ ପାଇବାକୁ ଚାହୁଁଛନ୍ତି କି ? ଧ୍ୟାନ ଦିଅନ୍ତୁ ଏହି ୫ଟି ଦିଗ ଉପରେ

ଭରଷା ଅତୁଟ ରଖନ୍ତୁ ସମ୍ପର୍କର ମଜବୁତକୁ ଜାବୁଡି ରଖିଥାଏ ଦୁହିଁଙ୍କର ବିଶ୍ବାସ। ନିଜର ସମ୍ପର୍କକୁ ବିଶ୍ବସ୍ଥ ରଖିବା ପାଇଁ ଜଣ ଜଣଙ୍କ ଉପରେ ଭରଷା କରିବା ଶିଖନ୍ତୁ। ଏହା ସହିତ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କେବେବି ମିଛର ଆଶ୍ରା ନିଅନ୍ତୁ ନାହିଁ। ମିଛ ସନ୍ଦେହର କୀଡାକୁ ଜନ୍ମ ଦେଇଥାଏ ଏବଂ…

ଘୋଷଣା ହେଲା ନିର୍ବାଚନ ତାରିଖ : ଏପ୍ରିଲ ୧୧ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସହ ମତଦାନ ତାରିଖ ଘୋଷଣା ହୋଇଛି। ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ଦେଶର ମୋଟ ୫୪୫ଟି ସିଟ୍ ପାଇଁ ୭ଟି…

ତୁଳସୀ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଓଡିଶାରୁ ୩୩ପ୍ରତିଶତ ମହିଳା ସଂସଦକୁ ଯିବେ

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଯାଇ ମହିଳା ସମାବେଶରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳା ପ୍ରାର୍ଥି ଦେବ ବିଜେଡି । ଏପରିକି ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ ବୋଲି…

ଆଜିଠାରୁ ବିଜେପିର ବିଜୟ ସଂକଳ୍ପ ଯାତ୍ରା, ୭ଦିନରେ ୫ହଜାର ସାଧାରଣ ସଭା

ଭୁବନେଶ୍ୱର : ଆଜିଠାରୁ ଭାରତୀୟ ଜନତା ପାର୍ଟି ତରଫରୁ ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସମସ୍ତ ସହର ଏବଂ ଗ୍ରାମରେ ଏହି ଯାତ୍ରା ଅନୁଷ୍ଠିତ ହେବ । ୭ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଆଗାମୀ ୧୭ତାରିଖରେ ଶେଷ ହେବ । ଏହି ଯାତ୍ରାରେ ବିଜେପି ଜନତାଙ୍କ ନିକଟରେ…

ଆଜି ଚତୁର୍ଥ ଦିନିକିଆ : ଏକାଧିକ ପରିବର୍ତ୍ତନରେ ଖେଳିବ ଭାରତ

ମୋହାଲିରେ ଆଜି ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ । ତୃତୀୟ ଦିନିକିଆକୁ ହାରିଯାଇଥିବା ଭାରତ ଏହି ମ୍ୟାଚ୍  ଜିତି ସିରିଜ୍  ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । ସେପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତ ସମାନ ସ୍ଥିତିକୁ ଆସିବ ଲକ୍ଷ୍ୟରେ ରହିବ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ…

ରବିବାର ଦିନ ସୂର୍ଯ୍ୟଙ୍କ ପୂଜା ସହିତ ଆଉ କାହାର ପୂଜା କରାଯାଏ ଜାଣନ୍ତୁ …

ସପ୍ତାହର ସାତ ଦିନରେ ଭିନ୍ନ ଭିନ୍ନ ଦେବତାଙ୍କର ପୂଜା କରାଯାଇଥାଏ। ସେଥି ମଧ୍ୟରୁ ରବିବାର ଦିନ ସୂର୍ଯ୍ୟ  ଦେବତାଙ୍କର ପୂଜା କରାଯାଏ। ଜାଣନ୍ତୁ କେମିତି କରାଯାଏ    ସୂର୍ଯ୍ୟ ପୂଜା। ସୂର୍ଯ୍ୟଙ୍କର କେଉଁ ଦିନ ରବିବାର ଭଗବାନ ସୂର୍ଯ୍ୟ ଙ୍କର ଦିନ ହୋଇଥାଏ। ଏହି ଦିନ ଲୋକମାନେ ଭଗବାନ ଭୁବନ…

ପୋଲତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଆନନ୍ଦପୁର : ପୋଲ ତଳୁ ଶିଶୁ ପୁତ୍ର ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ନନ୍ଦିପଦା ଥାନା ଅଧିନ ଜଳଶରପୁର ଗାଁ ନିକଟ ଏକ ପୋଲତଳୁ  ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ସ୍ଥାନୀୟ ଯୁବକ ସୁଶାନ୍ତ ଦାସ ସେହି ବାଟରେ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣି ସେଠାରୁ ତାକୁ ଅଣିଥିଲେ । ପରେ…

ଦଶମଶ୍ରେଣୀ ଛାତ୍ରୀଙ୍କୁ ଚୁମା ଦେବା ସହ କଲେ ଅଶାଳୀନ ବ୍ୟବହାର ପ୍ରଧାନଶିକ୍ଷକ ଗିରଫ

ଫୁଲବାଣୀ : ଆଗେ ଚୁମା ..ତାପରେ କଲ୍..କଣ ଲାଜ ଲାଗୁଛି ..ଏପରି କହି ପ୍ରଧାନଶିକ୍ଷକ ଛାତ୍ରୀଙ୍କ ଗାଲରେ ଚୁମା ଦେଉଦେଉ ଗୋପନ ସ୍ଥାନରେ ସ୍ପର୍ଶକରିଥିବା କଥା ଆଣିଛନ୍ତି ଅଭିଯୋଗ । ଏଭଳି ସ୍ପର୍ଶକାତର ଘଟଣା ଘଟିଛି ଫୁଲବାଣୀର ଏକ ଆଶ୍ରମ ବିଦ୍ୟାଳୟରେ । ଦଶମଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.