Odia News Portal

କଟକରେ ଗୁଳିମାଡ଼, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଆହତ

କଟକ : କଟକରେ ଗୁଳିମାଡ଼ । ଚୌଦ୍ୱାର ନୂଆପାଟଣା ଛକରେ କାର ଉପରକୁ ଗୁଳିମାଡ଼ ହୋଇଛି । ଏଥିରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲାଲା ଲଳିତ ମୋହନ ସିଂହ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଏହାସହ କାରରେ ବସିଥିବା ମହିଳାଙ୍କ ବେକରୁ ସୁନା ଚେନ୍‌ ଓ ଟଙ୍କା…

ଆହାର କେନ୍ଦ୍ର ପାଲଟିଛି ୪ ଝିଅଙ୍କ ସାହାରା କ୍ଷେତ୍ର, ଶିକ୍ଷା ହୋଇଛି ସାତ ସପନ  

ଯାଜପୁର ରୋଡ : ଆଜିର ସମାଜ ଏକ ପରିବାରର ଛଅଗୋଟି ଜିବନର ଅଭାବ ଅନାଟନ ପେଟର ଭୋକକୁ ଠେଲି ଦେଇଛି ରାଜରାସ୍ତା କଡରେ ଥିବା ସରକାରଙ୍କ ଆହାର କେନ୍ଦ୍ର ପିଣ୍ଡା ଦୁଆରକୁ । ପେଟର ଭୋକ ୬ଗୋଟି ଜିବନକୁ ଭଦ୍ରକ ଜିଲ୍ଲାରୁ ଯାଜପୁର ଜିଲ୍ଲାକୁ ଟାଣିଆଣି ପଂହଚାଇଦେଇଛି । ଆଜକୁ ୧ବର୍ଷରୁ ଉଦ୍ଧ୍ୱର୍ହେବ…

କମ୍‌ ଖର୍ଚ୍ଚରେ ଚମକଦାର ତ୍ୱଚା ଚାହୁଁଛନ୍ତି, ଘରେ ପ୍ରସ୍ତୁତ କରନ୍ତୁ ସ୍କ୍ରବ୍‌

ଭୁବନେଶ୍ୱର : ଖରାଦିନେ ଯେପରି ଅତ୍ୟଧିକ ଗରମ ଓ ଝାଳ ଆମ ତ୍ୱଚାର ଚମକ ହଜାଇ ଦେଇଥାଏ, ସେହିପରି ବର୍ଷା ଦିନେ ମଧ୍ୟ ତ୍ୱଚାରେ ମଇଳା ଜମି ଯାଏ। ଫଳରେ ତ୍ୱଚା ତା’ର ପ୍ରାକୃତିକ ଚମକ ହରାଇ ବସେ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଦାମୀ କ୍ରିମ୍‌ ବ୍ୟବହାର କରନ୍ତି। କିନ୍ତୁ ଅନେକ ସମୟରେ ଏଥିରୁ ବି…

ଆଜି ଵୁଧଵାର ଘରେ ଫଟାଫଟ୍‌ ପ୍ରସ୍ତୁତ କରନ୍ତୁ ଚିକେନ ପିଆଜ କଷା

ଆବଶ୍ୟକ ସାମଗ୍ରୀ - ଚିକେନ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ପିଆଜ ଟମାଟୋ, ତେଲ, କଟା କଞ୍ଚାଲଙ୍କା, ଗରମ ମସାଲା ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କରେଇରେ ତେଲ ଗରମ କରି ପିଆଜ ପକାନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲା ପରେ କଟା କଞ୍ଚାଲଙ୍କା ଓ ଚିକେନ ପକାଇ କଷନ୍ତୁ। ତା’ ପରେ ହଳଦୀଗୁଣ୍ଡ,…

କ୍ୟାଟ୍ରିନ୍‌ଙ୍କ ନୂଆ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ : ରଣବୀର କପୁର ଓ କ୍ୟାଟ୍ରିନା କୈଫ୍‌ଙ୍କ ବ୍ରେକ୍‌ଅପ୍‌କୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତି ଗଲାଣି। ୟା ମଧ୍ୟରେ ରଣବୀର ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ହିରୋଇନ୍ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିସାରିଲେଣି। ଏମିତି କି ଏ ବର୍ଷ ଶେଷ ଆଡ଼କୁ ଅବା ଆସନ୍ତା ବର୍ଷ ପ୍ରାରମ୍ଭରେ ଦୁହେଁ ବାହା ହେବେ…

ରଜନୀକାନ୍ତଙ୍କ ଫିଲ୍ମରେ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା

ଭୁବନେଶ୍ୱର : ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ତାମିଲ ଫିଲ୍ମ ‘ଦରବାର’ରେ ଅଭିନୟ କରିବେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ। ‘ଦରବାର’ ହେଉଛି ଦେବସ୍ମିତାଙ୍କର ପ୍ରଥମ ଫିଲ୍ମ। ବଡ଼ କଥା ହେଉଛି, ଏହି ଫିଲ୍ମରେ ତାଙ୍କ ସହ ରଜନୀକାନ୍ତ ମଧ୍ୟ ଅଭିନୟ କରିବେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର…

ଆସନ୍ତୁ ଘରେ ହିଁ ପ୍ରସ୍ତୁତ କରିବା ଶାଗପୁର ଛଚିନ୍ଦ୍ରା ଷ୍ଟିକ୍‌

ଆବଶ୍ୟକ ଉପକରଣ - ଛଚିନ୍ଦ୍ରା, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ, ଅଣ୍ଡା, ଫୁଟଣ, ଶୁଖିଲା ଲଙ୍କା, ରସୁଣ, ପିଆଜ, ଆଳୁ, ପୋଇ ଶାଗ, ତେଲ । ପ୍ରଥମେ ଛଚିନ୍ଦ୍ରାକୁ ୨ ଫାଳ କରି ତାହାର ସମସ୍ତ ମଞ୍ଜି ବାହାର କରି ଦିଅନ୍ତୁ। ଏହାପରେ ତାକୁ…

ପୁଣି ବିବାହ କରିବେ କାମ୍ୟା

ମୁମ୍ବାଇ : ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। କାମ୍ୟା ତାଙ୍କ ପୁରୁଷ ବନ୍ଧୁ ସଲଭ ଡ଼ାଙ୍ଗଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଦ୍ୱିତୀୟ ଥର ପାଇଁ ସେ ବିବାହ କରୁଛନ୍ତି। ଛାଡ଼ପତ୍ର ଦେବାର ୭ ବର୍ଷ ପରେ ଦ୍ୱିତୀୟ ବିବାହ…

ବିଟ ଲୁଣ ଅଧିକ ଖାଇଲେ ହୋଇଥାଏ ଏହିସବୁ କ୍ଷତି, ଆସନ୍ତୁ ଜାଣିବା …

ଭୁବନେଶ୍ୱର : କିଛି ଖାଦ୍ୟ ଅଛି, ଯେଉଁଗୁଡ଼ିକୁ ଅଧିକ ସୁସ୍ୱାଦୁ କରିବା ପାଇଁ ଆମେ ସେଥିରେ ବିଟ ଲୁଣ ପକାଇଥାଉ। ଏହା ଖାଦ୍ୟକୁ କେବଳ ସ୍ୱାଦିଷ୍ଟ କରେ ନାହିଁ, ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଔଷଧୀୟ ଗୁଣ ଅଛି ବୋଲି ଏହାକୁ କେବେ ଅଧିକ ଖାଇବେ ନାହିଁ। କାରଣ ଏହା ଶରୀରକୁ କ୍ଷତି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି ବନ୍ଧୁମାନଙ୍କ ସହ ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, ଧାରକରଜ, ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.