Odia News Portal

ରିଲାଏନ୍ସ ଜିଓ ଆଣିଲା ନୂଆ ଅଫର

ରିଲାଏନ୍ସ କମ୍ପାନୀର ଜିଓ ଫାଇବର୍ ଲଞ୍ଚ୍ ର ଘୋଷଣା । ଦେଶର ୧୬୦୦ ସହରରେ ଲଞ୍ଚ୍ ହେବାର ଯୋଜନା ରହିଛି । ଜିଓ ଫାଇବର୍ ହେଉଛି ଏକ ବ୍ରଡବ୍ୟାଣ୍ଡ୍ ସେବା ଯାହା ୧୦୦ ଏମବିପିଏସ୍ ରୁ ଆରମ୍ଭ ହୋଇ ୧ ଜିବିପିଏସ୍ ପର୍ୟ୍ୟନ୍ତ ଯାଇଥାଏ । ଜିଓ ଦ୍ୱାରା କରାଯାଇଥିବା ଏହି ଘୋଷଣା ମୁତାବକ , ଜିଓ ଫାଇଭର୍…

ମଠ ପୁନର୍ଗଠନ ଓ ପୁନରୁଦ୍ଧାର ପାଇଁ ସବ କମିଟି

ପୁରୀ() ପୁରୀରେ ମଠ ଗୁଡିକର ପୁନର୍ଗଠନ ଓ ପୁନରୁଦ୍ଧାର ପାଇଁ ମଠ ଉନ୍ନୟନ ସବକମିଟି ଗଠନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ସୂଚନା ଦେଇଛନ୍ତି । ଆଜି ପୁରୀ ଠାରେ ଗଜପତି ଦିବ୍ୟସିଂ ଦେବଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁÂିତ ହୋଇଥିଲା ।…

ଏଣିକି ମଦୁଆ ଡ୍ରାଇଭର ଗିରଫ ହେବେ

ଭୁବନେଶ୍ବର()   ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୋଲିସ ।ଆଜି ସନ୍ଧ୍ୟାରୁ ସବୁ ଟୋଲ୍ଗେଟ୍ରେ ଡ୍ରାଇଭରଙ୍କୁ ଯାଞ୍ଚ କରାଯିବ ଓ ସେମାନେ ମଦ ପିଇଛନ୍ତି କି ନାହିଁ, ତାହା ଦେଖାଯିବ। ଡିଜିପି ବିଜୟ କୁମାର ଶର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଆଜି…

ଆତଙ୍କୀଙ୍କ ଧ୍ୱଂସର ତାଣ୍ଡବରୁ ଶ୍ରୀମନ୍ଦିରକୁ ରକ୍ଷା କରିବାର ସମୟ

ଭୁବନେଶ୍ବର ()  ଦେଶର ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ ଶ୍ରୀଜଗନ୍ନାଥ ଧାମ । ଦୀର୍ଘ ଦଶନ୍ଧୀ ଧରି ଏହା ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପିଠ ଭାବେ ବିଶ୍ବସ୍ତରରେ ପରିଚିତ । ଦେଶ ବିଦେଶରୁ ଲକ୍ଷାଧିକ ଲୋକ ପୁରୀକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଶ୍ରୀଜଗନ୍ନାଥ ଧାମ ଓ…

ନୂଆ ଟ୍ରାଫିକ ନିୟମରେ କୋହଳ

ଭୁବନେଶ୍ବର()  ଗାଡିରେ ତିନି ଜଣ ବସି ଯାତ୍ରା କରିବା ପ୍ରସଙ୍ଗର ନୂଆ ନିୟମ । ଏନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ।ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି , ଗୋଟିଏ ବାଇକରେ ବାପା , ମା ଏବଂ ଛୁଆ ଯାଇପାରିବେ । ଛୁଆର ବୟସ ୧୨ ବର୍ଷରୁ କମ୍ ହୋଇଥିଲେ ଲାଗିବନାହିଁ ତଣ୍ଡ । ପୋଲିସ୍…

ପାଣି ପିଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ଜୋରିମାନା ଦେଇ ନ ପାରିବାରୁ ବନ୍ଧା ହେଲେ ଦୁଷ୍କର୍ମ କାରି ଘୁ. ଉଦୟଗିରି : କନ୍ଧମାଳ ଜିଲା ଅଧୀନସ୍ଥ ରାଇକିଆ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଏହି ଅଭିଯୋଗରେ ଅଭିଯୁକ୍ତକୁ ଗୁରୁବାର ପୁଲିସ ଗିରଫ କରିଛି। ଏହା ସହ ଘଟଣାକୁ…

୪୫ ମିନିଟ୍ ଅଟକିଲା ଆମ୍ବୁଲାନ୍ସ

କଳାହାଣ୍ଡି : ରେଳ ଫାଟକ ବନ୍ଦ ଯୋଗୁଁ ୪୫ ମିନିଟ୍ ଅଟକି ରହିଲା ଆମ୍ବୁଲାନ୍‌ସ ।ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲା ଗୁରୁତର ନାବାଳିକା ।କଳାହାଣ୍ଡି କେସିଙ୍ଗା ରେଳ ଲାଇନ୍ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ହେଲେ ଦାବି ପୂରଣ ହେଉନଥିବାରୁ…

ଏହି ଅଭିନେତ୍ରୀ ମାନେ ରାଗଲେ ମଧ୍ୟ ବହୁତ ହଟ୍‌ ଲାଗନ୍ତି, କିଏ କିଏ ଆସନ୍ତୁ ଜାଣିବା …

ମୁମ୍ବାଇ : ବଲିଉଡ ଅଭିନେତ୍ରୀଙ୍କର ସମଗ୍ର ବିଶ୍ବରେ କୋଟି କୋଟି ଫ୍ୟାନ୍ସ ଅଛନ୍ତି। ତେବେ ଜାଣନ୍ତି ଏହି ୬ ଜଣ ଅଭିନେତ୍ରୀଙ୍କ ବିଷୟରେ ଯିଏ ରାଗଲେ ମଧ୍ୟ ବହୁତ ହଟ୍‌ ଲାଗନ୍ତି। ୧- ଦୀପିକା ପାଦୁକୋଣ ବଲିଉଡର ସୁପରଷ୍ଟାର ଦୀପିକା ୧୯୮୬ ମସିହା ଜାନୁଆରୀ ମାସ ୫ତାରିଖରେ ଜନ୍ମ ହୋଇଥିଲେ ।…

ଡମାହାଣ୍ଡି ନିକଟରେ ୧୦୮ ଆମ୍ବୁୁଲାନସ ଦୁର୍ଘଟଣାଗ୍ରସ୍ତ

ନୟାଗଡ : ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି । ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା  । ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ…

ପାଟ୍ରୋଲିଂ ବେଳେ ଆଳି ପୋଲିସକୁ ଆକ୍ରମଣ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେଶ ପୂଜା ଭସାଣୀ ବେଳେ ପାଟ୍ରୋଲିଂ କରୁଥିବା ସମୟରେ ଆଳି ପୋଲିସ ଗାଡିକୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଛି । ଫଳରେ ୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ରାତିରେ କୌଣସି ଏକ କାରଣରୁ ଆଳି ବଜାର ନିକଟରେ ଦୁଇ ଗୋଷ୍ଠୀ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.