Odia News Portal

ଆଜିଠାରୁ ଜମ୍ମୁ-କଶ୍ମୀରରେ ଖୋଲିବ ଫୋନ ଲାଇନ

ନୂଆଦିଲ୍ଲୀ()  ଜମ୍ମୁ-କଶ୍ମୀରରେ ସ୍ବାଭାବିକ ହେବ ଟେଲିଫୋନ୍ ସେବା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ । ସେ କହିଛନ୍ତି ଏବେ ସେଠାରେ ସୁରକ୍ଷା ବ୍ୟବସ୍ଥା ସହ ପାଣି, ବିଜୁଳି ଓ ମେଡିକାଲ ସୁବିଧା ଦିଆଯାଉଛି। ଆସନ୍ତା ସୋମବାରଠାରୁ ସବୁ ସ୍କୁଲ ଓ…

ଅମୃତା- ସୈଫଙ୍କ ବିଚ୍ଛେଦର କାରଣ ଜାଣନ୍ତୁ …

ମୁମ୍ବାଇ ()  ବଲିଉଡ ତାରକା ମାନଙ୍କ ବିବାହ ଏବଂ ବିଚ୍ଛେଦ ଅନେକ ସମୟରେ ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଅମୃତା ଏବଂ ସୈଫଙ୍କ ବିବାହ ବାଙ୍ଗିବାର କାରଣ ଜଣାଇବୁ । ୧୯୯୧ରେ ବଲିଉଡ୍ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୪ରେ ଦୁଇଜଣଙ୍କ ମଧ୍ୟରେ ବିବାହ…

ରବି ଶାସ୍ତ୍ରୀ ହେଲେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ବ

ମୁମ୍ବାଇ()  ବରିଷ୍ଠ କ୍ରିକେଟର ରବି ଶାସ୍ତ୍ରୀ ପୁଣି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ମୁଖ୍ୟ କୋଚ୍ ଙ୍କ ନିଯୁକ୍ତି ସମ୍ପର୍କରେ କପିଲ ଦେବ ଶୁକ୍ରବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଶାସ୍ତ୍ରୀ ୨୦୨୧ ଟି-୨୦ ବିଶ୍ୱକପ୍ ପର୍ୟ୍ୟନ୍ତ ଭାରତୀୟ…

ମ୍ୟାରିଟାଇମ ବୋର୍ଡ ପାଇଁ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ବର()  ଆଜି କ୍ୟାବିନେଟ ବୈଠକରେ ମୋଟ ୬ଟି ପ୍ରସ୍ତାବ ମନ୍ତ୍ରିମଣ୍ଡଳରେ ଅନୁମୋଦନ ଲାଭ କରିଛି । ଏହି ପ୍ରସ୍ତାବଗୁଡ଼ିକ ଭିତରେ ରାଜ୍ୟରେ ମ୍ୟାରିଟାଇମ ବୋର୍ଡ଼ ଗଠନ ପାଇଁ ରହିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ…

ଘୋଷଣା ହେଲା ନିଗମ ଅଧକ୍ଷ, କାହାକୁ କଣ ଜାଣନ୍ତୁ …

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ନିଗମର ଅଧକ୍ଷ ଓ ଅନ୍ୟ କେତେକ ବିଭାଗର ପରାମର୍ଶଦାତା ଭାବେ ବିଜେଡି ନେତାମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଲେନିନ ମହାନ୍ତି ଉକôଳ ପ୍ରସଙ୍ଗ ଓ ଓଡିଶା ରିଭୁ୍ୟର ସମ୍ପାଦକ, ସୁଜିତ କୁମାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର…

ଇସ୍ତଫା ଦେଲେ ଆଇଏଏସ୍ ଗଗନ ଧଳ

ଭୁବନେଶ୍ୱର() ଚାକିରୀରୁ ଇସ୍ତଫା ଦେଲେ ଆଇଏଏସ୍ ଗଗନ ଧଳ। ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର । ଗଗନ କୃଷି ଉତ୍ପାଦନ କମିଶନର ଭାବେ କାର୍ୟ୍ୟରତ ଥିଲେ । ୨୦୨୦ ଜାନୁଆରୀରେ ଗଗନ ଅବସର ନେଇଥାନ୍ତେ । ତେବେ କାର୍ୟ୍ୟକାଳ ସରିବା ପୂର୍ବରୁ ସେ ପଦବୀରୁ ଅବ୍ୟାହାତ ନେଇଛନ୍ତି । ଗତକାଲି ରାଜ୍ୟ…

ସରକାରୀ ଯୋଜନା ପ୍ରଭାବଶାଳୀଙ୍କ ପାଇଁ ନୂହେଁ, ଗରିବ ଓ ଅସହାୟଙ୍କ ପାଇଁ: ନବୀନ

ଭୁବନେଶ୍ବର : “ମୁଁ ତୁମକୁ ଗୋଟିଏ ପରାମର୍ଶ ଦେବୀ । ଯେତେବେଳେ ତୁମେ ସଂଶୟରେ ଥିବ ବା ନିଜ ଚିନ୍ତାରେ ଘାରି ହେଉଥିବ, ସେତେବେଳେ ଏହି ପରାମର୍ଶଟିକୁ ପ୍ରୟୋଗ କର । ତୁମେ ଦେଖିଥିବା ସବୁଠାରୁ ଗରିବ ଏବଂ ଅସହାୟ ଲୋକ କଥା ମନେ ପକାଅ ଏବଂ ନିଜକୁ ନିଜେ ପଚାର ଯେ ତୁମେ ଯାହା କରିବାକୁ ଯାଉଛି…

ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି 5-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପଦକ୍ଷେପ ସ୍ବରୂପ ଅନଲାଇନ ଜମି ଖଜଣା ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହା ଫଳରେ ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର । ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା…

ରାଜ୍ୟ ବାହାରକୁ ଗଲେ ଗଣିବେ ପାଉଣା

ଭୁବନେଶ୍ୱର() ରାଜ୍ୟ ସରକାର ବଦଳାଇଲେ ମେଡିକାଲ ବଣ୍ଡ ପଲିସି ନିୟମ । MBBS ପରେ ପିଜି କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ ହେବେ ମେଡିକାଲ ପିଲା । ସରକାରୀ ମେଡିକାଲ କଲେଜରେ MBBS କରି ପିଜ ବା ସୁପର ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ । କୋର୍ସ ସରିବା ପରେ ୨ ବର୍ଷ…

ଅଙ୍ଗନବାଡି କେନ୍ଦ୍ରରେ ରାତି ସାରା ଉଡିଲା ପତାକା

କେନ୍ଦୁଝର : ଜାତୀୟ ପତାକାକୁ ଅସମ୍ମାନ। ରାତି ସାରା ଉଡିଲା ପତାକା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଘଷିପୁରା ବ୍ଲକ ତରିମୂଳ ଅଙ୍ଗନବାଡି କେନ୍ଦ୍ରରେ। ଆଜି ସକାଳୁ ଗାଁଲୋକେ ପତାକା ଉଡୁଥିବା ଦେଖି ପ୍ରତିବାଦ କରିଥିଲେ। ଏହାପରେ ପାତାକା ଖୋଲାଯାିଥିଲା। ନିୟମ ଅନୁଯାୟୀ ସନ୍ଧ୍ୟା…
https://celsiuswin-fr.com/
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.