Odia News Portal

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ୫ଟା ୩୦ରେ ଏହି ବୈଠକ ଅନୁଷ୍ଠିତ ହେବ। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ। କ୍ୟାବିନେଟରେ ପାଖାପାଖି ୧୩ଟି ଏଜେଣ୍ଡା ଆସିବ ବୋଲି କୁହାଯାଉଥିବା ବେଳେ ଏଜେଣ୍ଡା…

ରାଜଧାନୀରେ ପୁଲିସ୍‌ର ବସ୍ତି ତଲାସି ଅଭିଯାନରେ ବ୍ରେକ୍‌, ଜମୁଛି ଅପରାଧୀଙ୍କ ଆଡ୍ଡା

ଭୁବନେଶ୍ୱର : ରାଜ୍ୟ ରାଜଧାନୀ ଏବେ ନିଶା ରାଜଧାନୀରେ ପରିଣତ ହେଉଥିବାବେଳେ ଏହାକୁ ରୋକିବା ଏବେ ପୁଲିସ୍ ପାଇଁ କାଠିକର ପାଠ ହେଲାଣି । ପୂର୍ବରୁ କାଁ ଭାଁ ଗଞ୍ଜେଇ କିମ୍ବା ବ୍ରାଉନସୁଗାର ଧରା ପଡୁଥିବାବେଳେ ଏବେ କିଲୋ କିଲୋ ବ୍ରାଉନସୁଗାର ସହିତ ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ ହେଉଛି । ତେବେ…

ଆଜି ତିନି ରଥ ନେବେ ଦକ୍ଷିଣ ମୋଡ଼

ପୁରୀ: ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଭାଇ ଭଉଣୀଙ୍କ ସାଙ୍ଗରେ ମାଉସୀ ଘରେ ରହିଛନ୍ତି ମହାପ୍ରଭୁ ଜଗନ୍ନାଥ । ତେବେ ଶରଧାବାଲିରେ ତିନି ରଥ ଲାଗିଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ବାର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼…

ଆଜି ଦେଶରେ ୪୦ ହଜାର ତଳେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୫୬୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦିନକରେ ଦେଶରେ ୪୨,୧୨,୫୫୭ ପାନ ଟିକା ଦିଆଯାଇଛି। ଏଥିସହିତ ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୩୯,୯୬,୯୫,୮୭୯ ପାନ ଟିକା…

ରାଜ୍ୟରେ ଆଉ ୬୭ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫ ଜଣ ଅଛନ୍ତି। କଟକ, ଖୋର୍ଦ୍ଧା, ବାଲେଶ୍ୱର ଭଳି କିଛି ଜିଲାରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଉନଥିବାବେଳେ ଦିନକୁ ଦିନ ମୃତ୍ୟୁ…

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୨୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୨୪ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୯, ବାଲେଶ୍ୱର ୧୬୧, ବରଗଡ ୧୫, ଭଦ୍ରକ ୭୬, ବଲାଙ୍ଗିରରୁ ୪ ଜଣ…

୧୫ ବର୍ଷରେ ସୋଆ, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ଭୁବନେଶ୍ୱର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର…

ଜାଣନ୍ତୁ ବାବା ଶିରିଡ଼ିରେ ପଦାର୍ପଣ ବେଳେ କେମିତି ଦିଶୁଥିଲେ

ଭୁବନେଶ୍ୱର: ବାବାଙ୍କର କୋତୋଟି ଫଟୋ, ବିଶେଷତଃ ବାବାଙ୍କ ଜୀବଦ୍ଦଶାରେ ଶିଳ୍ପୀ ଜୟକର ବାବାଙ୍କର ଆଙ୍କିଥିବା ଚିତ୍ର ଆମକୁ ବାବାଙ୍କ ଚେହେରା ସମ୍ପର୍କରେ କିଛି ସୂଚନା ଦିଏ । ଊନବିଂଶ ଶତାଦ୍ଦୀର ଅର୍ଦ୍ଧଭାଗରେ ବାବା ଯେତେବେଳେ ଶିରିଡ଼ିରେ ପ୍ରଥମଥର ଲାଗି ପଦାର୍ପଣ କଲେ ସେତେବେଳେ ତାଙ୍କର ଶରୀର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମିଶନ ଶକ୍ତିକୁ ୪୫୩.୫୦ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା…

କଟକ ତାଳଦଣ୍ଡା କେନାଲର ଉନ୍ନତିକରଣ ଫଟୋ ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଐତିହ୍ୟ ସହର କଟକର ତାଳଦଣ୍ଡା କେନାଲର ହେବ ଉନ୍ନତି କରଣ । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଟ୍ୱିଟର ହାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏହି ଫଟୋକୁ ପୋଷ୍ଟ କରିବା ସହ କଟକବାସୀଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘଦିନ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !