ଭୁବନେଶ୍ୱର : ଆରମ୍ଭ ହୋଇଛି ବିଜେଡିର ସାଂଗଠନିକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଉପସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଅଶୋକ ପଣ୍ଡା, ଦେବୀ ମିଶ୍ରଙ୍କ ସହ ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲାର ସମସ୍ତ ବିଧାୟକ ଯୋଗସେଇଛନ୍ତି ।
ଏହା ସହ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା, ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଅଛନ୍ତି । ୱେବ୍ ଡାଟା ଏଣ୍ଟ୍ରି ପାଇଁ ପ୍ରଶିକ୍ଷଣ ସହ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )