Odia News Portal

ବିଜେପୁର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର() ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେପିରୁ ପ୍ରାର୍ଥୀ ହେଲେ ସନତ ଗଡତିଆ । ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ ।

ତେବେ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଆଜି ନୂଆଦିଲ୍ଲୀରୁ ଆଜି ବିଜେପୁର ପାଇଁ ସନତଙ୍କ ନାଁରେ ମୋହର ମାରିଛି ବିଜେପି ।