ବାକି ଆଉ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପିପିଲିରୁ ନିର୍ବାଚନ ଲଢିବେ ଅଜିତ ମଙ୍ଗରାଜ। ଖୋର୍ଦ୍ଧା ଆସନରୁ ନିର୍ବାଚନ ଲଢିବେ ସ୍ୱାଗତିକା ପଟ୍ଟନାୟକ। ପୂର୍ବରୁ ପିପିଲିର କଂଗ୍ରେସ ପ୍ରାର୍ଥୀ ଥିଲେ ଯୁଧିଷ୍ଠିର ସାମନ୍ତରାୟ। ତାଙ୍କ ସ୍ଥାନରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି ଦଳ।
Recover your password.
A password will be e-mailed to you.