Odia News Portal

ରାଗ ଭୈରବୀ ଶୈଳୀରେ ଗୀତ ଗାଇଲେ ବିଷ୍ଣୁ

ଭୁବନେଶ୍ୱର() ନବୀନ ବାବୁ, ଜନପ୍ରିୟ ସରକାର ।।।
ନଦେଲ ଘର ଖଣ୍ଡେ।।।
କହିବି କି ଆଉ।।।।
ବର୍ଷଟିଏ ବିତିଲା, ସୁଗାର ବଢିଗଲା ।।।
ସରକାର ଏଥର ଚିତପଟାଙ୍ଗ ନହେଉ ।।।
ରାଗ ଭୈରବୀରେ ଗାଇଲେ ଗୀତ

ଶୁନ୍ୟ କାଳରେ ବିଧାୟକ ଘର ନ ପାଇବାକୁ ନେଇ ଝଡ । ୭ ମାସ ହେଲାଣି ବିଧାୟକ ହେଲୁଣି ହେଲେ ରହିବାକୁ ଘର ମିଳୁନି। ଵିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା ସୁନନ୍ଦା ପଟ୍ଟନାୟକ ଙ୍କ ରାଗ ଭୈରବୀ ଶୈଳୀ ରେ ଗୀତ ଗାଇଲେ ବିଷ୍ଣୁ। ୧୦/୧୨ ଘରେ ରହି ବାବାଜୀ ହେଲୁଣି।

ତୃତୀୟ ମହଲା କୁ ଯାଇ ଅନୁରୋଧ ନ କଲେ ଘର ମିଳିବନି ବୋଲି ଶୁଣୁଛୁ। ଆମେ ତ ଯାଇ ପାରିବୁନି ଆପଣ ତୃତୀୟ ମହଲା ସହ ସମ୍ପର୍କ କରି ଆମକୁ ସୁରକ୍ଷା ଦିଅନ୍ତୁ। ଆମେ ଈଚଖ କାଟାଗୋରୀ ଗଖଇ, ଆମକୁ ଯେତେବେଳେ ଘର ମିଳୁନି, ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ କେମିତି ମିଳୁଥିବ ବିଚାର କରନ୍ତୁ। ବିଷ୍ଣୁ।…
ଵିଷ୍ଣୁ ଙ୍କ ସମର୍ଥନ ରେ ସବୁ ବିଜେପି ବିଧାୟକ ଠିଆ ହୋଇ ପ୍ରତିବାଦ କଲେ। ବାଚସ୍ପତି ରୁଲିଂ ଦେଲେ, ସମସ୍ୟା ହୋଇଛି। ଚାମ୍ବର କୁ ଆସ ଆଲୋଚନା କରି ସମାଧାନ କରିବା।