Odia News Portal

କଂଗ୍ରେସରୁ ଇସ୍ତଫା ଦେଲେ ସନ୍ତୋଷ

କଂଗ୍ରେସ ବିଧାନସଭା ପାର୍ଥୀ ସନ୍ତୋଷ ନନ୍ଦ ନିଜର ପରାଜୟ କାରଣରୁ କଂଗ୍ରେସ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି,ପି.ସି.ସି ସଭାପତି ନିରଞ୍ଜନ ପଟନାୟକ ଓ ଜିଲ୍ଲା ସଭାପତି ମନୋଜ ରାଉତଙ୍କ ନିକଟକୁ ପଠାଇ ଥିବା ସୁଚନା ମିଳିଛି ।