Odia News Portal

ନିର୍ବାଚନରେ ଠିକଣା ଜବାବ ଦିଆଯିବ: ଗ୍ରାମବାସୀ

ସୁନ୍ଦରଗଡ: ରାଜଗାଙ୍ଗପୁର ବ୍ଲକ ଜରେଇକେଲା ପଞ୍ଚାୟତରେ ୧ବର୍ଷ ରୁ ଉର୍ଦ୍ଧ ହେବ ବିଦ୍ଯୁତ୍ ବିଭାଗର ଖୁଣ୍ଟି, ଟ୍ରାନ୍ସଫର୍ମର ଓ ତାର ଟଣା ଯାଇ ସମସ୍ତ କାର୍ଯ୍ୟ ସରିଯାଇଛି । ହେଲେ ଲୋକମାନେ ଆଜିଯାଏ ଅନ୍ଧକାରରେ ଜୀବନ ବିତାଉଛନ୍ତି । ସବୁ ଦେଖି ବିଦ୍ଯୁତ୍ ବିଭାଗ ରାଜନେତା ଓ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଆଗାମୀ ନିର୍ବାଚନରେ ଠିକଣା ଜବାବ ଦିଆଯିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।