ସୋସିଆଲ ମିଡ଼ିଆ ରେ ଏକ ସାପ ର ଫୋଟୋ ଭାଇରାଲ ହଉଚି । ଯାହା ବିଷୟରେ କୁହା ଯାଉଛି ଯେ ସେ ସାପ ଗୋଟେ AK – 47 କୁ ଗିଳି ଦେଇଛି । ଏହି ଫୋଟୋ କେଉଁ ସ୍ଥାନରେ ଉଠା ଯାଇଛି ତାହା ଜଣା ପଡିନି । ଏହି ଫୋଟୋ ଟ୍ୱିଟର ରେ ସେୟାର କରା ଯାଇଛି ।
କିଛି ଲୋକେ କହୁଛନ୍ତି ଯେ AK – 47 ରୁ ମାଂସ ର ଗନ୍ଧ ଆସୁଥିବାରୁ ସାପ ହୁଏ ତ ଗିଳି ଦେଇଛି । ତେବେ ଏହା ସତ କି ମିଛ ବର୍ତମାନ ଯାଏ ସ୍ପଷ୍ଟ ହୋଇ ନାହିଁ ।