Odia News Portal

ସହରାଞ୍ଚଳ ପରିବହନର ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅରୁଣ ବୋଥ୍ରା

ଭୁବନେଶ୍ୱର ()   ଓଡ଼ିଶା ପୁଲିସ ଆଇଜି ତଥା ଅରୁଣ ବ୍ରୋଥା ଆଇପିଏଏସଙ୍କୁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନସ୍ପୋର୍ଟ (କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ‘କ୍ରଟ୍’ର ଜଣେ ନିର୍ଦ୍ଦେଶକ ରହିବେ। ଏନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି ।