Odia News Portal

ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୦ ପାରିତ

ଭୁବନେଶ୍ୱର()  ବିଧାନସଭାରେ ଆଜି ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୦ ପାରିତ ହୋଇଛି । ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ସଂଶୋଧନ ବିଲ ଗୃହରେ ପାରିତ ହୋଇଛି । ଏହା ସହ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ହୋଇଛି । ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।